ଏସ.ବାସ୍ତବ:ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭାର ସଦସ୍ୟତା ରଦ୍ଦ କରାଯାଇଛି। ସୂଚନାନୁସାରେ, ଅଫିସ ଅଫ ପ୍ରଫିଟ ସମ୍ବନ୍ଧରେ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ରାଜ୍ୟପାଳ ସୁପାରିଶ କରିଛନ୍ତି। ପଥର ଖଣି ଲିଜ୍ ନେଇଥିବା ଅଭିଯୋଗରେ ,ନିର୍ବାଚନ ଆୟୋଗ ଗୁରୁବାର ରାଜ୍ୟପାଳଙ୍କୁ ତାଙ୍କ ସଦସ୍ୟତା ବାତିଲ କରିବାକୁ ସୁପାରିଶ କରିଥିଲେ । ରାଜ୍ୟପାଳ ରମେଶ ବାଇସ ଏହି ପ୍ରସଙ୍ଗରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହିତ ପରାମର୍ଶ କରିଥିଲେ। ଏଥିସହ […]
National news in odia
ଭୁବନେଶ୍ୱର:ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜରୁ,ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ମଙ୍ଗଳବାର ଭର୍ଟିକାଲ ଲଞ୍ଚ ସଟ୍ ରେଞ୍ଜ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା କ୍ଷେପଣାସ୍ତ୍ର(VL-SRSAM)ର ସଫଳ ପରୀକ୍ଷଣ କରାଯାଇଛି। ଆଶା ମୁତାବକ କ୍ଷେପଣାସ୍ତ୍ର ସଠିକ୍ ଲକ୍ଷ୍ୟଭେଦ କରିଛି। ମିସାଇଲ ନିଜର ଗତି ଏବଂ ମାରକ କ୍ଷମତା ପାଇଁ ପରିଚିତ। ସ୍ୱଦେଶୀ ଜ୍ଞାନ କୌଶଳରେ କ୍ଷେପଣାସ୍ତ୍ରର ନିର୍ମାଣ କରାଯାଇଛି। ଏହାର […]
ଏସ୍.ବାସ୍ତବ:ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତରେ ଘେରି ରହିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଅସୁବିଧା ଅନ୍ୟ ଏକ ମାମଲାରେ ବଢିପାରେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କାମ୍ରୁପରେ ଥିବା ସିଜେଏମ୍ କୋର୍ଟ ମନୀଷ ସିସୋଦିଆଙ୍କୁ ନୋଟିସ ଜାରି କରିଛନ୍ତି । ସେପ୍ଟେମ୍ବର ୨୯ ରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ଜୁନ୍ ୩୦ ରେ […]
ଏସ.ବାସ୍ତବ: ଶନିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହା ଗଠବନ୍ଧନର ବିଧାୟକଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶାସକ ଦଳ ଏକଜୁଟ ହୋଇ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ହେମନ୍ତ ସରକାରକୁ ଅସ୍ଥିର କରିବା ପାଇଁ ବିଜେପିର ଷଡଯନ୍ତ୍ରର ଖୁଲାସା କରିବାକୁ ସମସ୍ତ ବିଧାୟକ ଓ କର୍ମୀ ଗାଁରୁ ଗାଁକୁ ଯିବେ। ଝାଡଖଣ୍ଡ ପ୍ରତି କେନ୍ଦ୍ରର ମନୋଭାବ ମଧ୍ୟ ଲୋକମାନଙ୍କୁ ଜଣାଇବେ । ତେବେ ୧୧ ଜଣ […]
ଭୁବନେଶ୍ବର(ବାସ୍ତବବ୍ୟୁରୋ):ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସୁବିଧା । ଯାତ୍ରୀଙ୍କ ସୁବିଧା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ୍ ଏକ୍ସପ୍ରେସ(୦୨୮୩୨) ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ି ଧାନବାଦ୍ ଅଭିମୁଖେ ଯାତ୍ରା […]
ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ବିନୋଦ କାମ୍ବଲିଙ୍କ ଜୀବନ ଏକ ଚଳଚ୍ଚିତ୍ରଠାରୁ କମ୍ ନୁହେଁ। କ୍ରିକେଟ୍ ସହିତ ସେ ଚଳଚ୍ଚିତ୍ର, ଟିଭି ଏବଂ କାମେଟ୍ରି ରେ ମଧ୍ୟ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ହାଇଲାଇଟ୍ସ –ବେରୋଜଗାର ସହିତ ଲଡ଼ୁଥିବା ବିନୋଦ କାମ୍ବଲି ୧୯୯୧ ରେ ଆନ୍ତର୍ଜାତୀୟ ଡେବ୍ୟୁ କାମ୍ବଲି ହେଉଛନ୍ତି ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ ଜୀବନ ଉତ୍ଥାନରେ ପରିପୂର୍ଣ୍ଣ କେବଳ ପେନ୍ସନ୍ ଆଧାରରେ […]
ମନୋଜ ମହାନ୍ତି: ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହା ସହ ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ,ମ୍ୟୁଜିୟମ ଛକରୁ ଏଜି ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା ଅନୁଷ୍ଠିତ ହେବ । ଏହି […]
ଏସ.ବାସ୍ତବ: ଗତ ଜୁଲାଇ ୧୮ ରେ ଜିଏସ୍ଟି ସମ୍ବନ୍ଧରେ ଲାଗୁ ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଘର ଭଡା ଉପରେ ମଧ୍ୟ ଜିଏସ୍ଟି ଦେବାକୁ ପଡିବ। ଜିଏସ୍ଟି ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିଙ୍କୁ ଏହା କରିବାକୁ ହେବ। ଜୁଲାଇ ୧୮ ଠାରୁ, ଜିଏସ୍ଟି ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏହିପରି ସମସ୍ତ ଭଡାଟିଆଙ୍କୁ ଘର ଭଡା ଉପରେ ୧୮ ପ୍ରତିଶତ ହାରରେ ଜିଏସ୍ଟି ଦେବାକୁ ପଡିବ। ଜିଏସଟି ପରିଷଦର […]
ରାଉରକେଲା: ଆସନ୍ତା ୧୩ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଉରକେଲା ଗସ୍ତରେ ଆସୁଛନ୍ତି। ଏଥିସହ ଜିଲ୍ଲା ବିଜେପି ପାର୍ଟି ଅଫିସ୍ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।ଦୁଇ ଦିନ ତଳେ ଶାହାଂକ ଗୁରୁମନ୍ତ୍ର ପାଇ,ଓଡିଶା ବିଜେବି ନିଦରୁ ଉଠିଥିବା ବେଳେ,ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ସୁନ୍ଦରଗଡ଼ ବିଜେପି ଶିବିର। ପୁରା […]
ଏସ୍.ବାସ୍ତବ: ବିହାରରେ ବିଜେପି ଏବଂ ଜେଡିୟୁର ମେଣ୍ଟ ଭାଙ୍ଗିଛି। ବୁଧବାର ଅପରାହ୍ନ ୨ ଟାରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୨୧ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେ ସେ ସିଏମ୍ ଭାବେ ଶପଥ ଗ୍ରହଣ କରିବେ | ସେ ୧୭ ବର୍ଷରେ ଅଷ୍ଟମ ଥର ପାଇଁ CM ହେବେ, ଯାହା ବିହାର ଇତିହାସରେ ଏକ ରେକର୍ଡ ହେବ | ନିତିଶଙ୍କ […]


