ନର୍ଲା(ସନ୍ତୋଷ ପାତ୍ର)୦୩/୦୧/୨୩:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଜଣେ ସରକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଦୀର୍ଘ ବର୍ଷ ଧରି ସରକାରୀ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ, ନିକଟରେ ତାଙ୍କୁ ,ରାଜ୍ୟ ସରକାର ଜଳ ସେଚନ ବିଭାଗ ପକ୍ଷରୁ ଚିଠି ନ-28744/WR ତା-04/01/22 ରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା କୁ ବଦଳି କରାଯାଇଛି।ହେଲେ ତାଙ୍କ ରିଲିଭର ଆସି ନ ଥିବାରୁ,ଜିଲ୍ଲାପାଳ କଳାହାଣ୍ଡି ରିଲିଫ କରି ନ ଥିବା ବିଭାଗ ପକ୍ଷରୁ ସୂଚନା […]
Odia
ବାସ୍ତବବ୍ୟୁରୋ : ବିଶ୍ଵର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି | ଅନେକ ଜିନିଷ ଉପରେ ଶୂନ ଟ୍ୟାକ୍ସ କିମ୍ବା ବହୁତ କମ୍ ଟ୍ୟାକ୍ସ ଅଛି ଯାହା ଲୋକଙ୍କୁ ଆକର୍ଷିତ କରିଥାଏ | କିନ୍ତୁ ବର୍ତ୍ତମାନ ଦୁବାଇ ମଦ’ ଉପରେ ରହିଥିବା ୩୦ ପ୍ରତିଶତ ଟିକସ ଉଠାଇ ଦେଇଛି । କେବଳ ଏତିକି ନୁହେଁ, ଯେଉଁମାନେ ମଦ ଲାଇସେନ୍ସ ନେଉଥିଲେ […]
ଭୁବନେଶ୍ୱର(ପ୍ରମୋଦ ନାୟକ): ସମସ୍ତେ ନୂଆ ବର୍ଷ ଅପେକ୍ଷାରେ ଆଜି ବିଦାୟ ନେବ ୨୦୨୨ । ସମସ୍ତଙ୍କର ଅପେକ୍ଷା ଜିରୋ ନାଇଟ୍ ସେଲିବ୍ରେଶନକୁ ।ସ୍ବାଗତ କରିବେ ୨୦୨୩(ନୂଆବର୍ଷ)କୁ। ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ। ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି। ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୯//୧୨//୨୦୨୨:ଚାନ୍ଦବାଲି ବ୍ଲକର ମତୋ ଠାରେ ଲଳିତ ଶିବଶଙ୍କର ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ୩୩ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥାନୀୟ ମତୋ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପଲ୍ଲାଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।ତତ୍ପରେ କ୍ରୀଡା ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଠାରୁ କ୍ରୀଡା ବିରବାଦ୍ଯ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୮//୧୨//୨୦୨୨: ଚାନ୍ଦବାଲି ବ୍ଲକର ମତୋ ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟର ଶୀତକାଳୀନ ଜାତୀୟ ସେବା ଶିବିର ଉଦଘାଟିତ ହୋଇଯାଇଛି ।ସାତଘରିଆ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ , ନାଉଗୋରଡ଼ାରେ ଅନୁଷ୍ଠିତ ଉକ୍ତ ଶିବିରକୁ ବରିଷ୍ଠ ଅଧ୍ୟାପକ ଅଞ୍ଜନ କୁମାର ସାହୁ ଉଦ୍ଘାଟନ କରିଥିଲେ । ପୋଗ୍ରାମ ଅଫିସର ଶଶାଙ୍କ ଶେଖର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ପୂର୍ବତନ ପୋଗ୍ରାମ ଅଫିସର ମଦଳାସା ମଲ୍ଲିକ ଉପସ୍ଥିତ […]
ସଂଜୟ ଶତପଥୀ(କଟକ)ତା୨୮।୧୨ : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବୀକୁ ନେଇ ଗତ ନଭେମ୍ବର ୨୧ ତାରିଖ ଠାରୁବର୍ତମାନ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି । ଅଙ୍ଗନୱାଡ଼ି କର୍ମଚାରୀଙ୍କର ଦୀର୍ଘଦିନ ଆନ୍ଦୋଳନ ପରେ ମଧ୍ୟ ସରକାରଙ୍କ ତରଫରୁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି […]
ସୁବର୍ଣ୍ଣପୁର(ନମୋଗୁରୁ ହୋତା):ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ୫୦ ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ଯ କେନ୍ଦ୍ରର କାର୍ଯ୍ୟକାରୀ କରାଯାଇଛି l ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି ୨୦୨୨ ଜୁନ […]
ସଂଜୟ ଶତପଥୀ(କଟକ):୧୮/୧୨- ରବିବାର ଆଜି ରୋଟ୍ରାକ୍ଟ ଡିଷ୍ଟ୍ରିକ୍ଟ୍ ୩୨୬୨ ର ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା କଟକ ବିଡାନାସୀ ସ୍ଥିତ ବସୁନ୍ଧରା ଖେଳପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ରୋଟ୍ରାକ୍ଟ କଟକ ସେଣ୍ଟ୍ରାଲ୍ ତରଫରୁ ଆୟୋଜନ କରାଯାଇଥିଲା। ଏହି କ୍ରିକେଟ୍ ପ୍ରତିଯୋଗିତାର ମୁଖ୍ଯ ଉଦ୍ଦେଶ୍ଯ ଥିଲା ରୋଟ୍ରାକ୍ଟ ଦ୍ୱାରା ହେଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ଯକ୍ରମ ବିଶେଷ କରି ଗରୀବ ପିଲା ଙ୍କୁ ଦୈନିକ ମାଗଣା ଶିକ୍ଷାଦାନ ଯୋଜନା ଯାହା “ପାଠଶାଳା” […]
ସଂଜୟ ଶତପଥୀ(କଟକ): ଆଜି କଟକର ପ୍ରସିଦ୍ଧ ଝାଞ୍ଜିରୀମଙ୍ଗଳା ର ଖଣ୍ଡାୟତ ସାହିସ୍ଥିତ ଦୋଳଗୋବିନ୍ଦ ମଣ୍ଡପଠାରେ ସେଣ୍ଟର ଫର୍ ସାଇଟ୍ ଆଇ ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସୁମିତ୍ରା ବସ୍ତିଆଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ବାସିନ୍ଦା ଓ ପାଖ ଅଞ୍ଚଳରୁ ବହୁ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇବା ସହ ଶିବିରର ମୂଖ୍ୟ […]
ସଂଜୟ ଶତପଥୀ(କଟକ): ପାକିସ୍ଥାନ ମନ୍ତ୍ରୀ ବିଲାବଲ ଭୂଟୋ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଭାଦ୍ରୋଚିତ ଟିପ୍ପଣୀ(ଗୁଜୁରାଟ ର କଂସେଇ )ଦେଇଥିବାରୁ କଟକ ନଗର ବିଜେପି ତରଫରୁ ଆଜି କଲେଜଚ୍ଛକ ଠାରେ ଅପରାହ୍ନରେ ଏକ ପ୍ରତିବାଦ ସଭା ସହ ଭଟ୍ଟ ‘ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କଟକ ନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀ ନୟନ କିଶୋର […]


