ବାସ୍ତବ ବ୍ୟୁରୋ:ମହାକାଶ କାର୍ଯ୍ୟକ୍ରମ ନାମରେ ଚୀନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଇଣ୍ଡୋ ପାସିଫିକ୍ ସେଣ୍ଟର ଫର ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ରିପୋର୍ଟରେ ନାସାର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏହାର ମହାକାଶ କାର୍ଯ୍ୟକ୍ରମକୁ ଅର୍ଥନ, ତିକ, ସାମରିକ ଏବଂ ଟେକ୍ନୋଲୋଜି ଶକ୍ତି ବୃଦ୍ଧି କରିବାକୁ ବ୍ୟବହାର କରୁଛି। ଏହା କରି ଚାଇନା ଆମେରିକା ଭଳି ବଡ ଶକ୍ତିକୁ ଚ୍ୟାଲେଞ୍ଜ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭-୧-୨୦୨୩:ବିକାଶ ପଥେ ଚାନ୍ଦବାଲି ଏନ ଏ ସି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଚାନ୍ଦବାଲି ଏନ ଏ ସି ବାଲିଗାଁର ୧୧ ନମ୍ବର ୱାର୍ଡ଼ରେ ଅର୍ଜୁନ ପାର୍କ ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟାନ କଲେ ଚାନ୍ଦବାଲି ବିଧାୟକ । ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାୟ, ଏନ ଏ ସି ଅଧ୍ୟକ୍ଷା ଶାନ୍ତଲତାସେଠୀ, ଜିଲ୍ଲା ପରିଷଦ […]

ସଂଜୟ ଶତପଥୀ(କଟକ): ଆଜି ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳନ କରାଯାଉଥିବା ବେଳେ କଟକ ସହରର ମଙ୍ଗଳାବାଗ କାଠଗୋଲା ସାହିରେ କଟକର ବହୁ ଖ୍ୟାତନାମା ଓ ବରିଷ୍ଠ ଚିକିତ୍ସକ ତଥା ସହକାରୀ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ମେଟ୍ରୋ ମନୋରମା ଓ୍ବେଲଫେୟାର ସୋସାଇଟି ପକ୍ଷରୁ ଏହି ଦିବସ ମହାସମାରୋହରେ ସୋସାଇଟି ପରିସରରେ ପାଳିତ ହୋଇଯାଇଛି। ସୋସାଇଟିର ସଭାପତି ଡ଼.ବି.କେ.ଦାସ ଏହି ସାଧାରଣତ ଦିବସରେ ଜାତୀୟ ପତାକା ଉନ୍ମୀଳନ କରି […]

 ବାସ୍ତବ ବ୍ୟୁରୋ(ଦେବକାନ୍ତ ମହାନ୍ତି): ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ। ବିଶ୍ବର ଯେଉଁ କୋଣରେ ଥିଲେ ବି ଏହି ଦିବସକୁ ନେଇ ଗର୍ବ କରୁଛି ପ୍ରତ୍ୟେକ ଭାରତୀୟ। ଦୀର୍ଘ ୨୦୦ବର୍ଷର ଶାସନ ପରେ ୧୯୪୭ ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ୧୯୫୦ମସିହା ଆଜିର ଦିନରେ ଦେଶରେ ସମ୍ବିଧାନ ପ୍ରଣୟନ ହୋଇଥିବା ବେଳେ ଦେଶବାସୀ ନିଜ ଶାସନ ଡୋରି ନିଜ ହାତକୁ ନେଇଥିଲେ। ଯେଉଁ ସ୍ବର୍ଣ୍ଣିମ ମୂହୁର୍ତ୍ତକୁ […]

ସଂଜୟଶତପଥୀ(କଟକ): ଆଜି ପବିତ୍ର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ମେରିଆବଜାରର ଦୁଇ ସମାଜସେବୀ ଅନୁଷ୍ଠାନ ସ୍ବଃ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ସ୍ବଃ ଯଦୁମଣି ମଙ୍ଗରାଜ ସ୍ମୃତି ସଂସଦ ପକ୍ଷରୁ ମିଳିତ ଭାବେ ୭୪ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମେରିଆବଜାର ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଶ୍ରୀ କିଶୋର କୁମାର ମଙ୍ଗରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି […]

ଚାନ୍ଦବାଲି(ଦେବକାନ୍ତ ମହାନ୍ତି): ଧାମରା ବନ ବିଭାଗର ଫରେଷ୍ଟର କୁମୁଦ ସାହୁ ଓ ଗାର୍ଡ ପ୍ରଶାନ୍ତ ସାହୁ ବିଶେଷ ସୂତ୍ରରୁ ଖବର ପାଇ ଧାମରା ନିକଟସ୍ଥ କାଲିନାଲି ଘାଟ ନିକଟରୁ କୋଡିଏ କିଲୋ ମାଂସ ସହ ଗୋଟେ ବୋଟକୁ ଜବଦ କରିଛନ୍ତି l ବୋଟରେ ମାଂସ ନେଇ ଆସୁଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ l ଦୁଇ ଜଣ ଯୁବକ ହେଲେ ସେକ ହୁସେନ […]

ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ମହିଳାମାନଙ୍କ ଲାଗି “ମହିଳା ସଶକ୍ତିକରଣ ଓ ନାରୀ ସୁରକ୍ଷା ତଥା ଗାଁ କୁ ସମ୍ମାନ,ମାଆକୁ ସମ୍ମାନ ” ଡାକରା ରାଜ୍ୟରେ କେତେ ସଫଳ ହୋଇଛି ତାହାର ଏକ ନମୁନା ଆଜି ଦେଖିବାକୁ ମିଳିଛି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ । କଟକ କମିଶନରେଟ୍ ପୋଲିସ୍ ଅଧିନସ୍ଥ ଜଗତପୁର ଅଞ୍ଚଳର ଏହି ନିଃସହାୟ ବାପାମାଆ ଗତ ଏକ ମାସ ତଳୁ ନିଜର […]

ଦୀପକ ସାହୁ(କଳାହାଣ୍ଡି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଦେବା ଘଟଣା କୁ ପ୍ରତିବାଦ କରି ଆଜି କଳାହାଣ୍ଡି ବିଜେପି ପକ୍ଷରୁ ଭବାନିପାଟଣା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ପ୍ରକାଶ ଯେ ରାଜ୍ଯ ସରକାର ଓଡିଶାର ୨୭ ଲକ୍ଷ ଲୋକଙ୍କ ପାଇଁ ଘର ଆବଶ୍ୟକ ବୋଲି ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ମୁଣ୍ଡ ଉପରେ ଛାତ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅଧିନ ଚାନ୍ଦବାଲି ଏନ ଏ ସି ସିମୁଳିଆରେ ଏକ ପ୍ରସ୍ତାବିତ ମଦ ଦୋକାନ ଖୋଲାଯିବା ନେଇ ବିଜ୍ଞତି ପ୍ରକାଶ ପାଇବା ପରେ ଜନ ଆନ୍ଦୋଳନ ତେଜିବାରେ ଲାଗିଛି । ବଜାର ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥାପିତ ହେବାକୁ ଯାଉଥିବା ଉକ୍ତ ଦୋକାନ ନିକଟରେ ତାରିଣୀମନ୍ଦିର , ହରିଜନ ବସ୍ତି ଓ ସତ୍ୟସାଇ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସହିତ ନିକଟରେ ଦୂର୍ଗା ମନ୍ଦିର […]

ସୁବର୍ଣ୍ଣପୁର(ନମୋଗୁଋ ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶିକ ବିକାଶର ବାର୍ତ୍ତାନେଇ ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ତ୍ରୀକୁଟ ପାହାଡ ଚଢି ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱେଣେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଓ ନିଶିପୁନମ ମିଞ୍ଜ,ଜିଲ୍ଲା ପରିଷଦ ସିଇଓ ନିହାର ରଞ୍ଜନ କହଁର, ଉପ […]

Pin It on Pinterest