ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀ ଓ ଭକ୍ତ ଦାସିଆ ସେବା ମହାସଂଘ ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ତୁଳସୀ କ୍ଷେତ୍ର ସ୍ନାନ ଯାତ୍ରା ମହୋତ୍ସବ ଓ ଭକ୍ତ ଦାସିଆ ସେବା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସକାଳୁ ମହାସଂଘ ପକ୍ଷରୁ ଭକ୍ତ ଦସିଆଙ୍କ ସେବା ସିଦ୍ଧ ବଳଦେବଜୀଉଙ୍କୁ ଅର୍ପଣ […]
Odia
ସଂଜୟ ଶତପଥୀ(କଟକ): କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ ଉଚ୍ଛେଦ ନ କରି ଥଇଥାନ ଓ ଭେଣ୍ଡିଂ ଜୋନ ଯୋଗାଇ ଦେବା ଦାବିରେ ରାଣୀହାଟ, ପ୍ରେସଛକ, ସିଡିଏ, ମଧୁପାଟଣା ଓ ବାଦାମବାଡ଼ିରେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନେ ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଆଇନି ଅନୁସାରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନର ପ୍ରାବଧାନ ଥିଲେ ମଧ୍ୟ ନାଳ ସଫାକରିବା ଆଳରେ ଉପରୋକ୍ତ ଅଞ୍ଚଳମାନଙ୍କରେ ଉଚ୍ଛେଦ […]
କେନ୍ଦ୍ରାପଡ଼ା(ନି.ପ୍ର)୧୦.୦୬.୨୦୨୫:କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର ଏବଂ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟଵଂଶୀ ସୂରଜ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତକରି ସରକାରଙ୍କ ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ […]
ବିଜେପି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ସମିତି ସଭ୍ୟା, ସରପଂଚ ଓ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ । ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି । ଭୁବନେଶ୍ୱର(ନି.ପ୍ର)୦୯/୦୬: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ […]
ଭୁବନେଶ୍ୱର(ନି.ପ୍ର)୦୬/୦୬: ବରଗଡ଼ ଜିଲ୍ଲା ଅନ୍ତର୍ଗତ ପୁରାତନ ମେଲଛାମୁଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମହମ୍ମଦ ରଫିକ୍ଙ୍କ ୭୧ ବର୍ଷ ବୟସରେ ଆଜି ପରଲୋକ ଘଟିଛି। ସେ କିଛିଦିନ ହେବ ବରଗଡ଼ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ୱର୍ଗତଃ ରଫିକ୍ ୨୦୦୪ରୁ ୨୦୦୯ପର୍ଯ୍ୟନ୍ତ ମେଲଛାମୁଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ। ଏଥିସହ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ସୋହେଲା ଦୁର୍ଗାପୂଜା […]
ପୁରୀ(ନି.ପ୍ର)୬/୬ :ଆଗାମୀ ଘୋଷଯାତ୍ରା ପାଇଁ ଆଇସିଏମଆର ଇଣ୍ଡିଆ ଇଏମ ଏସ ପ୍ରକଳ୍ପ ଏବଂ ଏନ ଏସ ଏସ ବ୍ୟୁରୋ (ଏମ୍ସ ଭୁବନେଶ୍ୱର) ଏକ ହୃଦ-ଫୁସଫୁସିୟ ପୁନର୍ଜୀବନର ପ୍ରଣାଳୀ (ସିପିଆର ) ଏବଂ ପ୍ରାଥମିକ ଚିକିତ୍ସା ତାଲିମ ଆୟୋଜନ କରିଛନ୍ତି। ଜିଲ୍ଲା ପ୍ରଶାସନ, ପୁରୀ ସହିତ ମିଳିତ ସହଯୋଗରେ ଏକ ଦିନିକିଆ ସିପିଆର ଏବଂ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ICMR-ଇଣ୍ଡିଆ ଇଏମଏସ୍ ପ୍ରୋଜେକ୍ଟ ହେଉଛି […]
ବରଗଡ୦୫/୦୬/୨୦୨୫(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ରେ ଆସନ୍ତା ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୦୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ରାମଲୀଳା ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ କମିଟି ର ପୂର୍ବତନ ସଭାପତି ଦୈତାରି ପ୍ରଧାନ ଙ୍କ ସଭାପତିତ୍ବରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଁ ଦୁର୍ଗା ଙ୍କ ପୂଜାର୍ଚ୍ଚନା ପୂର୍ବକ ମଙ୍ଗଳ ଆଳତି ସହ ସୁଶୀଲ କୁମାର ମେହେର ରାବଣ ବରଣ ହୋଇଛନ୍ତି। ଏଥିରେ କମିଟି ର ସଭାପତି […]
ଭୁବନେଶ୍ବର(ନି ପ୍ର): ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶା ର ସଂସ୍କୃତି କୁ ଭୁଲି ବିଦେଶୀ ସଭ୍ୟତା କୁ ଆପଣାଉଥିବ ବେଳେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ମୂର୍ଚ୍ଚନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ସଂସ୍କୃତି କୁ ଆଗେଇନେବା ଲାଗି ଭୁବନେଶ୍ୱର ର ଜୟଦେବ ଭବନଠାରେ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶଶଧର ପଣ୍ଡା ଙ୍କ ସଭାପତିତ୍ବରେ ଓଡ଼ିଆ ସଂସ୍କୃତି ମହୋତ୍ସବ “ବୈଶାଖୀ ଉତ୍ସବ ଓ […]
ବରଗଡ଼୦୪.୦୬.୨୦୨୫(ନବୀନ କୁମାର ଦାଶ):ସଡ଼କ ପରିବହନରେ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ନେଇ ଓଡ଼ିଶା ସରକାର ବିଶେଷ କାର୍ଯ୍ୟ ହାତକୁ ନେଇଛନ୍ତି।ସେହି ଉଦ୍ଦେଶ୍ୟରେ ଗାଡି ଚାଳନା ପ୍ରଶିକ୍ଷଣ କେନ୍ଦ୍ରକୁ ମ୍ୟାନୁଆଲ୍ ପରିବର୍ତ୍ତେ ଅଟୋମେସନ୍ ବା ସ୍ଵୟଂକ୍ରିୟ କରା ଯାଉଛି। ଏହି କ୍ରମରେ ଗତକାଲି ଲୋକ ସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଶୂନ ଦୁର୍ଘଟଣା ଦିବସ ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର […]
ବାସ୍ତବ ବ୍ୟୁରୋ: ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା ହେଉଛି । ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି । ୨୨ ଜିଲ୍ଲାର ୧୨୫୪ ଗାଁରେ ସାଢ଼େ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । […]


