ବରଗଡ୧୮/୦୮(ନବୀନ କୁମାର ଦାଶ):ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାଂସଦ ପ୍ରଦୀପ ପୁରୋହିତ।ଆଜି ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟି ନିମନ୍ତ୍ରଣ କଲେ ପ୍ରଦୀପ ପୁରୋହିତ।ଏହାସହ ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆସିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ। ସାକ୍ଷାତ ସମୟରେ ଗନ୍ଧମାର୍ଦ୍ଦନକୁ ନେଇ ହୋଇଥିବା ଐତିହାସିକ ଆନ୍ଦୋଳନକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋ ଚନା କରିଥିଲେ।ଦେଶ ସ୍ୱାଧୀନ ହେବା ପରେ […]

ଭୁବନେଶ୍ଵର(ନି.ପ୍ର)୧୭/୮: ବର୍ଷା ପବ୍ଲିକେସନ୍ ପକ୍ଷରୁ ଭାରତୀୟ ବିଦ୍ୟାଭବନରେ ତୃତୀୟ ‘ବର୍ଷା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି।ସାରାଦିନ ଉତ୍ସବରେ ‘ନଈ’ ସବୁ ସାହିତ୍ୟ ସ୍ରଷ୍ଟା ତଥା ସାହିତ୍ୟ ପ୍ରେମିଙ୍କୁ ବାନ୍ଧି ରଖିଥିଲା। ପ୍ରଥମ ଅଧିବେଶନରେ ଭଦ୍ରକ ମନ୍ତେଇ ନଦୀର କଥା ଓ କାହାଣୀକୁ ନେଇ ଏକ ଖୁଦାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କବି କେଶବ କୃଷ୍ଣପ୍ରସାଦ ବେହେରାଙ୍କ କାନ୍ଦଣାଗୀତ ଗାଇଥିଲେ ଅନ୍ନପୂର୍ଣ୍ଣା ମହାନ୍ତି ଏବଂ ପଲ୍ଲୀଗୀତ ଗାଇଥିଲେ ଅଭିମନ୍ୟୁ ଜେନା […]

ଭୁବନେଶ୍ୱର(ନି.ପ୍ର):ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅନ୍ୟ ରାଜ୍ୟ ପରି ପେନ୍‍ସନ୍‍ ପ୍ରଦାନ କରିବେ। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସରକାର ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଅନେକ ସାମ୍ବାଦିକ ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆମେ ବିରୋଧୀ ଆସନରେ ଥିବାବେଳେ ଏହି ପ୍ରସଙ୍ଗ ଉଠାଉଥିଲୁ।ଏବେ ଶାସନ ଗାଦିକୁ ଆସିବା ପରେ ଯାହା ଦାବି କରୁଥିଲୁ ତାକୁ […]

କଳାହାଣ୍ଡି/ନର୍ଲା(ନି.ପ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସାନ୍ତପୂର୍ ଗ୍ରାମ ପଞ୍ଚାୟତ ରେ ୨୦୨୫-୨୬ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି କିନ୍ତୁ ଉକ୍ତ ଗ୍ରାମ ସଭାରେ ୨୦୨୪-୨୫ ମସିହାରେ ଦିଆଯାଇଥିବା କାର୍ଯ୍ୟ ଖସଡ଼ା ମୋଟ ୩୭ ଗୋଟି କାର୍ଯ୍ୟ ମଧ୍ୟରୁ ମାତ୍ର ପାଞ୍ଚ ଗୋଟି କାର୍ଯ୍ୟ ହୋଇଥିବା ବେଳେ ଦୁଇଟି କାର୍ଯ୍ୟ ଚାଲୁ ରହିଛି ଏବଂ ତିରିଶ ଗୋଟି କାର୍ଯ୍ୟ ବିଲକୁଲ ହୋଇ ନ ଥିବା ସୂଚନା ମିଲିଛି । ସବୁଠୁ ପରୀତାପ […]

କଳାହାଣ୍ଡିବ୍ୟୁରୋ: କଳହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲାରୋଡ ସ୍ଥିତ ହୋଟେଲ ଦିଶା ଠାରେ ଅଗଷ୍ଟ ୧୫ ତାରିଖ ଶୁକ୍ରବାର ୪ ଘଣ୍ଟା ସମୟରେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ନର୍ଲା ସର୍ଗିଗୁଡ଼ା ମାଣ୍ଡେଲ୍ ଭଳି ତିନିଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ନର୍ଲା ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ନିର୍ବାଚିତ ଜନ […]

ସଂଜୟ ଶତପଥୀ(କଟକ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ଅବସରରେ ଜୁଡ଼ିସୀଆଲ ଗୋଲେଇ ଛକ ରେ ଥିବା ତାଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିରେ କଟକ ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭାଜପା ନେତା ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, ଇନ୍ଦ୍ରମଣି ମଲ୍ଲିକ,ମହମ୍ମଦ ସବୀର, ସୁବାଷ ମହାନ୍ତି, ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ପ୍ରଫେସର ରବି ରଥ, ଇଂ ହରିଚନ୍ଦନ […]

ବରଗଡ଼୧୬/୦୮(ନବୀନ କୁମାର ଦାଶ):ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନଂ -୯ ଲାଦେର ପାଲି ବସ୍ତି ବନ୍ଦପଡା ସ୍କୁଲ ଦେଇ(ଜଳା ଶୟ)ବଡକଣ୍ଟା କୁ ଯିବା ରାସ୍ତା ରେ ୧୯୯୮ମସିହା ପଞ୍ଚାୟତ ଶାସନ କାଳରେ ୧୫ହଜାର ସରକାରୀ ଓ ଗାଆଁ ପାଣ୍ଠି ରୁ ୮ହଜାର ସମୁଦାୟ ୨୩ହଜାର ଟଙ୍କା ଖର୍ଚ୍ଚ ରେ ପୋଲ ଟି ତିଆରି ହୋଇଥିଲା।ଯାହା ଦୀର୍ଘ ୨୭ବର୍ଷ […]

ବରଗଡ଼୧୫/୦୮(ନବୀନ କୁମାର ଦାଶ):ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆ ଠାରେ ୭୯ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବା ଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମେତ […]

ଭୁବନେଶ୍ବର(ନି.ପ୍ର):ପରାମର୍ଶ ଦେଲେ ରାଜ୍ୟପାଳ,ସହମତି ଜଣାଇଲେ ସରକାର ।୨୦୨୬ରେ ପଞ୍ଚାୟତର ହେବ ପୁନର୍ଗଠନ । ଲୋକଙ୍କୁ ସହଜରେ ମିଳିବ ସରକାରୀ ସୁବିଧା । ତୃଣମୂଳସ୍ତରରେ ପହଞ୍ଚିବ ସରକାରୀ ଯୋଜନା । ପଞ୍ଚାୟତସ୍ତରରେ ଜଣିଏ ବି ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେବେନି । ଏହି ଲକ୍ଷ୍ୟକୁ ପୂରା କରିବାକୁ ପଞ୍ଚାୟତ ସଂଖ୍ୟା ବୃଦ୍ଧି ଫର୍ମୁଲା ଦେଇଥିଲେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି । ରାଜ୍ୟପାଳଙ୍କ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବା ସହ […]

ସଂଜୟ ଶତପଥୀ(କଟକ): ଲୋକସଭା ସାଂସଦ ଡଃ ଭର୍ତ୍ତୃହରି ମହତାବ,ସମ୍ମାନସୂଚକ ଡକ୍ଟରେଟ ଉପାଧି ରେ ଭୂଷିତ ହେବା ପରେ,ଡଃ ମହତାବଙ୍କ ସହ କିଛି ଅଭୁଲା ଭାଇଚାରାର ନିଦର୍ଶନ ଅର୍ପଣ କରୁଛନ୍ତି, ବିଶିଷ୍ଟ ସମାଜସେବି ତଥା ଓଡିଶା ଉତ୍କଳ ବାହିନୀ ର ରାଜ୍ୟ ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ।

Pin It on Pinterest