ପଦ୍ମପୁର୧୯/୦୯(ନବୀନ କୁମାର ଦାଶ):ବଲାଙ୍ଗୀର- ପାଟଣାଗଡ-ହରିଶଙ୍କର- ନୃସିଂହନାଥ-ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି। ଏ ପ୍ରସଙ୍ଗରେ ଶ୍ରୀ ପୁରୋହିତଙ୍କ ଦାବିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦାବିକୁ ତର୍ଜମା […]
odisha
ଚୌଦ୍ଵାର(ଦୀପକ କୁମାର ବେଉରା):ଜାତୀୟ ଅଭିଯାନ “ଏକ ପେଡ଼, ମା କେ ନାମ ୨.୦” ଆନୁକୂଲ୍ୟରେ ଇମ୍ଫା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଖଲେ ଆଇଡିଆଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସଙ୍କରପୁର ଓ ସାଳଗାଁରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ଶ୍ରୀ ଧର୍ମାନନ୍ଦ ବେହେରା, ପୂର୍ବତନ ବିଧାୟକ; ଶ୍ରୀମତୀ ରଶ୍ମିତା ପାଣିଗ୍ରାହୀ, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକ; ଗୋଖଲେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ, ଇମ୍ଫାର ବରିଷ୍ଠ […]
ବରଗଡ଼୧୭/୦୯(ନବୀନ କୁମାର ଦାଶ):ବରଗଡ଼ ଉପ କଣ୍ଠ ଜମୁର୍ଡା ଅଞ୍ଚଳରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ବରଗଡ଼ ବିଡିଓ ବେରିସିଅସ ଡୁଙ୍ଗ ଡୁଙ୍ଗ ଓ ସମ୍ମାନିତ ଅତିଥି ସରପଞ୍ଚ ଜମୁର୍ଡା ପଦ୍ମଲୋଚନ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦେବତା ଙ୍କ ସମେତ ସର୍ଵଶ୍ରୀ ଅଶୋକ ବେହେରା,ପ୍ରଶନ୍ନ କୁମାର ପଣ୍ଡା, ସୁନୀଲ ଅଗସ୍ତି, ସଂଜୀବ ଦାଶ ବିରେନ୍ଦ୍ର […]
ବରଗଡ଼୧୭/୦୯(ନବୀନ କୁମାର ଦାଶ):ରକ୍ତାଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁଗଡ ସାହୁ ଇଟା ଭାଟି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଖଣ୍ଡହଥା ଗ୍ରାମ […]
ସଂଜୟ ଶତପଥୀ(କଟକ):ଓଡ଼ିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ଉତ୍କଳ ବାହିନୀ ପକ୍ଷରୁ କଟକର ମର୍କତ ନଗରସ୍ଥିତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠାନ ର ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମ ପର୍ଯ୍ୟାୟରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ୭୫ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘ ନିରାମୟ […]
ବରଗଡ଼୧୭/୦୯(ନବୀନ କୁମାର ଦାଶ):ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିବସ ଉପ ଲକ୍ଷେ ସାରା ରାଜ୍ଯରେ ଆୟୋ ଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ରାଜ୍ଯର ସମସ୍ତ ଗ୍ରାମରେ ଲୋକେ ଏହି ଅଭିଯାନରେ ସାମିଲ ହୋଇ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଗଛ ଲଗାଇ ଭବିଷ୍ୟତ ପିଢ଼ି […]
ବରଗଡ଼୧୫/୦୯(ଅତାବିରା):ବରଗଡ଼ ଜିଲ୍ଲା ଅମ୍ବାଭୋନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର […]
ବରଗଡ଼୧୫/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ମୂଳାଷ୍ଟମୀଠାରୁ ମାଁ ମାହେଶ୍ୱରୀଙ୍କର ଶାରଦୀୟ ଷୋଡଶ ଦିନାତ୍ମକପୂଜା ଆରମ୍ଭ ହୋଇଯାଇଛି। ପଣ୍ଡିତ ଶଶିଭୂଷଣ ଶତପଥି ବ୍ରହ୍ମା ବରଣ ହୋଇ ମନ୍ଦିରରେ ସଂକଳ୍ପ ବିଧି ପୂଜା କରିଥିଲେ।ରବିବାର ବିଳମ୍ବିତ ରାତ୍ରୀରେ ମନ୍ଦିରର ପୂଜକ ସନ୍ତୋଷ ମହାକୁର ପୂଜାର୍ଚ୍ଚନା କରିବା ପରେ ମାଙ୍କ ପ୍ରତୀକ ଶାଳକା ବାଡି଼କୁ ଛତ୍ର ବୈରଗ ସହ ଘଣ୍ଟ ଶଙ୍ଖ ଓ […]
ବରଗଡ଼/ଝାରବନ୍ଧ୧୧/୦୯(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଜଗଦଲପୁର ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ମରଣଯନ୍ତା ରେ ପରିଣତ ହୋଇଛି।ଏହି ରାସ୍ତାରେ ନିଇତି ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ସହ ଲୋକ,ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସେତିକି ନୁହେଁ ଡଭା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ରାଜସ୍ୱ କାର୍ଯ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପ୍ୟାକ୍ସ,ବ୍ୟାଙ୍କ ତଥା […]
ବରଗଡ଼୧୧/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗ ପାଲି ଗ୍ରାମର ମୁଖ୍ୟ ରାସ୍ତା ଏବେ ଖାଲ ଖମା ରେ ଭର୍ତ୍ତି,ଏ ରାସ୍ତା ନାଗପାଲି ଗ୍ରାମରୁ ବାହାରି ପପଙ୍ଗା କେନାଲ ବ୍ରିଜ ପର୍ଯ୍ୟନ୍ତ ଯାଇଛି। ଏ ରାସ୍ତା ଉପରେ ମୁଖ୍ୟତଃ ନଗପାଲି,ମହୁଲପାଲି ଓ ଟିକ୍ରାପଡ଼ା ନିର୍ଭର କରନ୍ତି,ଏ ରାସ୍ତା ଦେଇ ପ୍ରତିଦିନ ସ୍କୁଲ/ ଅଙ୍ଗନୱାଡ଼ି ଛୁଆ,ଗ୍ରାମର ଲୋକମାନେ ଯିବା ଆସିବା କରନ୍ତି ଓ […]


