କଟକ(ସଂଜୟ ଶତପଥୀ): ସଖୀ ୱାନ ଷ୍ଟପ ସେଣ୍ଟର୍ ତରଫ ରୁ ସମାଜରୁ ଲିଙ୍ଗଗତ ଭେଦଭାବ ତଥା ମହିଳା ହିଂସା ଦୂରୀକରଣ ନିମନ୍ତେ ଆନ୍ତର୍ଜାତୀୟ ସ୍ଥରରେ ପାଳିତ ୧୬ ଦିନିଆ କାର୍ଯ୍ୟକ୍ରମର ଅନ୍ତିମ ଦିନ ଉପଲକ୍ଷେ ଏସ.ସି.ବି ମେଡ଼ିକାଲ ର ମାନସିକ ବିଭାଗ ସମ୍ମୁଖରେ ମାନବାଧିକାର ଦିବସ ଜିଲ୍ଲା ପ୍ରଶାସନ ର ସହୟତାରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମାନସିକ ବିଭାଗ ର ନିର୍ଦ୍ଦେଶକ ପ୍ରଫେସର ଡ଼ା.ଅଜୟ ମିଶ୍ର , […]
Odishanews
ଜଗତସିଂହପୁର(ସଂଗ୍ରାମ ପଟ୍ଟନାୟକ): ଜଗତସିଂହପୁର ସଦର ସମଙ୍ଗ ଫାଣ୍ଡି ନିକଟ ପଳସୁଦା ସଦର ଅଞ୍ଚଳ ର ରାଜକିଶୋର ବେହେରା ବୟସ ୩୨ ରଘୁନାଥପୁର ଠାରୁ ଜଗତସିଂହପୁର ଗାନ୍ଧୀଛକ ଜାଇଥିବା ରାସ୍ତା ରେ ବାଇକ୍ ନେଇ ଯାଉଥିବା ବେଳେ ହଠାତ ଆଗରୁ ଲକ୍ଷୀବସ୍ ପସି ଆସିଥିଲା, ବସକୁ ସାଇଡ ଦେବାକୁ ଜାଇ ସମଙ୍ଗ ଛକ ଠାରୁ କିଛି ଦୁର ରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାଇକ୍ ଦୃଘଟଣା ହୋଇଥିବା ବେଳେ ଘଟଣାସ୍ଥଳରେ ରାଜକିଶୋର […]
ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୬ ଜଣ ଡ୍ରେସ୍ ଡିଜାଇନରଙ୍କ ସହ ୨୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଫ୍ୟାସନ ଶୋ’ ସହିତ ସୁଫି ଓ ଓଡିଶୀ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଓଡିଶାର ଲୋକମାନେ ପୂର୍ବରୁ ପରିଧାନ କରୁଥିବା ବିଭିନ୍ନ କିସମର ହସ୍ତତନ୍ତ ପୋଷାକକୁ ନୂଆ ଢଙ୍ଗରେ ପ୍ରସ୍ତୁତ କରି ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ […]
କଟକ(ବାସ୍ତବ କଥା): ଆଜି କଟକ ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ପୁଣି ଏକ ସଫଳତା ତଥା ମଦ ନୁହେଁ ଜୀବନ ସଚେତନତା ବାର୍ତ୍ତା ଉଲଂଘନକାରୀ ଙ୍କୁ ଜବରଦସ୍ତ ଧକ୍କା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଚୋରା ମଦ କାରବାର କୁ ଚଢ଼ାଉ କରିବା ସହ ଚୋରା ମଦ ଚାଲାଣ ଓ ପ୍ରସ୍ତୁତକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]
କେନ୍ଦ୍ରାପଡ଼ା୨୮/୧୧(ରାକେଶ ମହାନ୍ତି): ସରକାରଙ୍କ ସମସ୍ତ ନଥିପତ୍ର କାମ ଅନ୍ଲାଇନ୍ରେ ହେବା ହାତଲେଖା ଫାଇଲ୍ରେ ଆଉ କାମ ହେବ ନାହିଁ। ରାଜ୍ୟ ସରକାର ଏଥିପାଇଁ ଅନ୍ଲାଇନ୍ରେ ରାଜ୍ୟ ୱାର୍କ-ପ୍ଲେ ଅଟୋମେସନ୍ ସିଷ୍ଟମ୍ ବା ଓସ୍ବାସ୍ ଜରିଆରେ ଡିଜିଟାଲ୍ ଫାଇଲ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ। ପ୍ରାଶାସନିକ ସ୍ତରରେ ଏହାକୁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ମାତ୍ର ସରକାରଙ୍କ ଏହି ଆଦେଶକୁ ନ ମାନି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ୧୯ଟି ବିଭାଗ ଫସିଛନ୍ତି। ଜିଲ୍ଲାପାଳ […]
କଟକ(ବା.କ):ସାଂସ୍କୃତିକ ବିକ ବିକାଶ ସଂଘ, ସେକ୍ଟର -୧୩, କଟକ, ବିଗତ ବର୍ଷ ଗୁଡିକରେ ବିଭିନ୍ନ ସାଂସ୍କୃତିକ, ଧାର୍ମିକ, ସାମାଜିକ ଓ ସେବା ମୂଳକ କାର୍ଯ୍ୟ ନିରନ୍ତର ଭାବେ ଆୟୋଜନ କରି ସେକ୍ଟର -୧୩ ଅଧିବାସୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସୃଷ୍ଟି କରିଛି। ପ୍ରତି ବର୍ଷ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ବରିଷ୍ଠ ନାଗରିକ ମାନଙ୍କ ଯୋଗ ଶିବିର,ସରସୁତୀ ପୂଜା, ହନୁମାନ ଜୟନ୍ତୀ ଉପଲକ୍ଷେ ପଣା ବିତରଣ, ଗରିବ ଓ ନିରାଶ୍ରୟ […]
ନୂଆପଡା(ବା.କ)୨୫/୧୧:ନୂଆପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଘାଟିତ ହୋଇଯାଇଛି।ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ନୂଆପଡ଼ା ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦାନ କରିଥିଲେ।ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସଭାପତିତ୍ବ କରିଥିଲେ।ମାନ୍ୟବର ବିଧାୟକ, ନୂଆପଡ଼ା,ଜୟ ଢୋଲକିଆ,ପ୍ରେମ […]
ବରଗଡ଼/ବିଜେପୁର (ନିରଂଜନ ତ୍ରିପାଠୀ):୨୨/୧୧ ବରଗଡ଼ ଜିଲ୍ଲା ବିଜେପୁର ନିକଟସ୍ଥ ଜାଲପାଲି ଠାରେ ସଭାପତି ବିନୋଦ ମେହେର, ସଂପାଦକ ନରେଶ ମେହେର ଓ ଜାଲପାଲି ଗ୍ରାମବାସୀ ଙ୍କ ଦ୍ଵାରା ଚତୁର୍ଥ ମାଁ ପଁରରାପାଟ ଯାତ୍ରା ମହୋତ୍ସବ ଧୂମଧାମରେ ଶାନ୍ତି ଶୃଙ୍ଖଳାରେ ଆଗେଇ ଚାଲିଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ବରଗଡ ର ଅଗ୍ରଣୀ ସମାଜସେବୀ ସଂଗଠନ ସଂଘମିତ୍ରା ଗୃପ କୁ ସମ୍ମାନିତ କରାଯାଇଥିଲା ।ଗତ ୧୮ ତାରିଖ ରୁ ଆରମ୍ଭ ହେଇଥିବା ଏହି […]
କଳାହାଣ୍ଡି ଜିଲ୍ଲା(ସନ୍ତୋଷ ପାତ୍ର)୨୨/୧୧:ନର୍ଲା ବ୍ଳକ୍ ଚପଟ ଖଣ୍ଡା ଠାରେ ଅବସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ସଭାଗୃହ ଠାରେ ବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ପିଏମ ଶ୍ରୀ ମାଧ୍ୟମ ରେ ଗ୍ରାମୀଣୀ ଗ୍ରାମସଭା ବିଷୟରେ ଏକ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏଥିରେ ତ୍ରିସ୍ତରୀୟ ପଞ୍ଚାୟତରାଜ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ଶିକ୍ଷା […]
ବରଗଡ଼(ସୁଜିତ୍ ବେହେରା): ୨୨/୧୧ ଗତକାଲି ସ୍ଥାନୀୟ ହୋଟେଲ୍ ଗଣପତି ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ଲାୟନ୍ସ କ୍ଳବ୍ ପକ୍ଷରୁ ଏକ ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଡିଷ୍ଟ୍ରିକ ଗଭର୍ଣ୍ଣର ମମତା ଗୌତମ ଙ୍କ ଆଗମନ ରେ ଅନୁଷ୍ଠିତ ସମାବେଶ ରେ ସଂପାଦକ ଅଭୟ କୁମାର ଭୋଇ ଙ୍କ ସଂଯୋଜନାରେ ସଭାପତି ଲାୟନ ମନୋଜ ମହାପାତ୍ର,ଲାୟନ ଓମ୍ ପ୍ରକାଶ ଲାଠ,ଲାୟନ ପ୍ରକାଶ ଅଗ୍ରୱାଲ,ଲାୟନ ପ୍ରଦୀପ ଟାୟଲ,ଲାୟନ […]


