ଭବାନିପାଟଣା: ଗ୍ରାହକ ସେବକେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଗୋଟିଏ ପରିବାର । ଏଭଳି ଏକ ଘଟଣା ଘଟିଛି ।କଳାହାଣ୍ତି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଗୋଟିଏ ପରିବାର । ମୋହନଗୁଡା ଗାଁର ହରିଶଚନ୍ଦ୍ର ରାଉତ ଏବଂ ତାଙ୍କ ମାଆ ଶରସ ରାଉତଙ୍କ ସହ ଆଉ ଦୁଇ […]
Odishanews
ବ୍ରଜବିହାରୀ ଶଢଙ୍ଗୀ(ଞ୍ଜନଗର): ପାରିବାରିକ କଳହକୁ କେନ୍ଦ୍ରକରି ଦେଢ଼ ବର୍ଷର ଶିଶୁକୁ ବିଷଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମା ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ବାଲିପଦର ନିକଟ ପୋଚାଲୁଣ୍ଡି ଗ୍ରାମରେ l ପରିବାର ଲୋକେ କହିବା ଅନୁସାରେ ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ଚନ୍ଦ୍ର ବିଶୋଇ ମନ୍ଦାର ଗ୍ରାମର ଆରତୀ ବିଶୋଇ (23)ଙ୍କୁ ବୈଦେହିକ ନୀତିରୀତିରେ ଗତ ତିନିବର୍ଷ ହେବ ବିହାହ କରିଥିଲେ l ବିବାହର କିଛି […]
ସଂଜୟ ଶତପଥୀ(କଟକ): କଟକ ର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ସଭାଗୃହରେ କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡର କର୍ପୋରେଟର ଶ୍ରୀ ଅଶୋକ ଶର୍ମା ଓ କଟକ ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଗତ ବହୁତ ଦିନ ଧରି ମହାନଗର ନିଗମ ଦ୍ବାରା ଉପେକ୍ଷିତ ପ୍ରକୃତ ହିତାଧିକାରୀମାନଙ୍କୁ ଭତ୍ତା ସମ୍ବଦ୍ଧୀୟ କାଗଜପତ୍ର ଓ ଭତ୍ତା ପୁସ୍ତକ ବଣ୍ଟନ କରାଯାଇଛି। ବିଗତ ଦିନରେ କଟକ ମହାନଗର ନିଗମରେ ଭୂତ […]
କଟକ୨୨।୦୬(ନି.ପ୍ର):ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । ପ୍ରାମ୍ଭରରେ ଶିଖରପୁରର ଅଗ୍ରଣୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ଓମ ସାଇ କଳକେନ୍ଦ୍ରର ସମ୍ପାଦିକା ପୁଷ୍ପିତା ମିଶ୍ରଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । କମିଟିର ଆବାହକ ସଞ୍ଜୟ […]
କଟକ୨୧।୦୬(ନି.ପ୍ର) : ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଦ୍ଵିତୀୟ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଖରପୁର […]
ବାସ୍ତବବ୍ୟୁରୋ: ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍ବାଲା ବାବୁ। ରାତାରାତି ଏହି […]
ସଂଜୟ ଶତପଥୀ(କଟକ): ଶ୍ରୀ ଶ୍ରୀ ବଳଦେବଜୀଉ ଭାଷା ସାହିତ୍ୟ ମଞ୍ଚ ଓ ଶ୍ରୀ ଶ୍ରୀ ଅନ୍ଧବର ସାଂସ୍କୃତିକ ପରିଷଦ, ବଙ୍ଗାରୀ, ଜିଲ୍ଲା -କେନ୍ଦ୍ରାପଡା ର ମିଳିତ ଆନୁକୂଲ୍ୟରେ ପବିତ୍ର ରଜସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ବଙ୍ଗାରୀଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଅନ୍ଧବର ପୀଠ ଠାରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡଃ ଲିଙ୍ଗରାଜ ଶତପଥୀ ଙ୍କ ସଭାପତିତ୍ବରେ ରଜମହୋତ୍ସବ ଓ କୃତି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ମହାସମାରୋହରେ […]
ଜାଜପୁର(ବସ୍ତବବ୍ୟୁରୋ): ୧୬/୬/୨୩-ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ଅବସରରେ, ସାମାଜିକ ସଂଗଠନ “ଜାତୀୟ ମାନବାଧିକାର ସାମ୍ମୁଖ୍ୟ” ଓ ଦୈନିକ ସମ୍ବାଦପତ୍ର “ଅନେକ ସୂଚନା” ର ମିଳିତ ପ୍ରୟାସରେ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ବୈତରଣୀ ରୋଡ ସ୍ଥିତ ବରୁଣେଇ କଲ୍ୟାଣ ମଣ୍ଡପ ରେ ରଜ ସଂକ୍ରାନ୍ତି ଅବସରରେ “ରଜ ମହୋତ୍ସବ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଓ ଓଡ଼ିଆ ଙ୍କ ଅସ୍ମିତା,କଳା, ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ମା’, […]
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା l ସୋରଡା ଥାନା ଇଲାକା ରେ ଲଗାତାର ଘଟୁଥିବା ଡକାୟତ ଘଟଣା ର ପର୍ଦାଫାଶ କରିଛି ପୋଲିସ l ଗତ ୧୧ ତାରିଖ ଦିନ ସୋରଡ଼ା ବଡଦାଣ୍ଡ ସାହିରେ ରହୁଥିବା ଏନ୍. ଦିନବନ୍ଧୁ ଚୌଧୁରୀ ଙ୍କ ଦୋକାନ ଘର ଭିତରକୁ ଗ୍ରାହକ ସାଜି ଆସି ବନ୍ଧୁକ ଦେଖାଇ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ୨୫୦ ଗ୍ରାମ […]


