ବରଗଡ଼(ନବୀନ ଦାଶ):ଭିତ୍ତିଭୂମି ସେବା ସଂଗଠନର,ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସ୍ଥିତ ଗଞ୍ଜାଗୁଡ଼ା, ବରିହା ପାଲି, ପତ୍ରାପାଲି, ବଇଦ ପାଲି, ବଂଝା ପାଲି, କୁଦୋ ପାଲି, ଚକା ଖଲିଆ ତଥା ଖୁଜେନ୍ ଆଦି ଗ୍ରାମର ପାରମ୍ପରିକ କୃଷକ ମାନଙ୍କୁ ଦେଶୀ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଂଗଠନ ତରଫରୁ ଚାଷୀଙ୍କୁ ଧାନ, ମାଣ୍ଡିଆ, କୁଦୋ, ଗୁର୍ଜି,ମୁଗ, ରାଶି, କଲରା, ଶିମ୍ବ, ଭାଜି ଆଦି ବିଭିନ୍ନ ପ୍ରକାର ର […]
Odishanews
ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ କବି ରତିନାରାୟଣ ରାଉତ ବେଦପାଠ , କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ ସ୍ଵାଗତ ଭାଷଣ ଏବଂ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ରଥ ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ରାଜ୍ୟ ସଂଯୋଜକ କବି ନଗେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ବାହାନଗା […]
ପ୍ରମୋଦ ନାୟକ(ଭୁବନେଶ୍ବର): ବିଜେଡି ସାଂସଦ ଅମର ପଟ୍ଟନାୟକ, ବିଦ୍ୟୁତ୍ ବିଭ୍ରାଟ ନେଇ ଟାଟା ପାୱାର ଉପରେ ବର୍ଷିଲେ । ଲୋଡ଼ ବାଲାନ୍ସିଂ ଠିକ ସେ ହୋଇପାରୁ ନଥିବାରୁ ଲାଇନ କଟୁଥିବା,ବିଦ୍ୟୁତ ବିତରଣରେ ଗ୍ୟାପ୍ ବା ସଟଫଲ ରହୁଥିବାରୁ ସେଇଟାକୁ ଟାଟା ପାୱାର ଟାଇମ ଟୁ ଟାଇମ ରିଭ୍ୟୁ କରୁନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।ସେହିପରି ସମୟ ଅନୁସାରେ ଅପଗ୍ରେଡ଼ ବି କରାଯାଉନି । ସେଇଟା କରିବାର ଏବେ ସମୟ […]
ସଂଜୟ ଶତପଥୀ(କଟକ): କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମ ଓ କବି ନନ୍ଦକିଶୋର ସାମଲ ସ୍ମୃତିନ୍ଯାସ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିଶୁକବି ସ୍ବର୍ଗତ ନନ୍ଦ କିଶୋର ସାମଲଙ୍କ ରାଜ୍ୟସ୍ତରୀୟ ୯୯ ତମ ଜୟନ୍ତୀ ସଭାମୂଖ୍ଯ ଡଃ ସଂଗ୍ରାମ ଜେନା, ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଙ୍କ ସଭାପତିତ୍ବରେ ଏବଂ ବହୁ ବିଶିଷ୍ଟ କବି, ସାହିତ୍ୟକ ଓ ଲେଖକମାନଙ୍କ […]
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କଟକ ସଦର ପ୍ରସିଦ୍ଧ ଶକ୍ତିପୀଠ ମା’ଧାକୁଲେଇଙ୍କ ବିଜେପୀଠସ୍ଥଳୀର ସମ୍ମୁଖରେ ଥୂବା ଡିଭାଇନ୍ ପ୍ଯାଲେସ୍ ସଭାଗୃହରେ କଟକ-ବାରବାଟୀ ର ପୂର୍ବତନ ବିଧାୟକ, ବରିଷ୍ଠ ନେତା, ସମାଜସେବୀ ତଥା ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କ ସଭାପତିତ୍ବରେ ଶତାଧିକ ଦଳୀୟ କର୍ମୀ, ବିଜୁ ପ୍ରେମୀ ଙ୍କ ଉପସ୍ଥିତି ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। […]
ସଂଜୟ ଶତପଥୀ(କଟକ):୧୦।୦୬ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ଅତ୍ୟଧିକ ଖରା ଓ ବର୍ଷାକୁ ନେଇ ପାଣିପାଗର ପ୍ରଭାବ ଉପରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଏନ.ଆର.ଆର.ଆଇ. କଣ୍ଟ୍ରାକ୍ଟ ଲେବର ୟୁନିଅନ ପକ୍ଷରୁ ଏକ ଆଲୋଚନାଚକ୍ର ଭଦିମୂଳ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାମ୍ଭରରେ ସଂଘ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ଵ […]
ସଂଜୟ ଶତପଥୀ(କଟକ): ମାନ୍ୟବର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଅପରାହ୍ନରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କୁ ବାଲେଶ୍ୱର ରେଳ ଦୁର୍ଘଟଣା ପୀଡିତ ଙ୍କୁ ଦେଖିବାକୁ ଆସିଥିଲେ । ଶ୍ରୀମତୀ ଶଢଙ୍ଗୀଙ୍କୁ ସ୍ୱାଗତ କରିଥିଲେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ବରିଷ୍ଠ ନେତା ନୟନ କିଶୋର ମହାନ୍ତି । ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସମସ୍ତ ପୀଡିତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କ ରେ […]
ନର୍ଲା(ସନ୍ତୋଷ ପାତ୍ର): ନର୍ଲା ପଞ୍ଚାୟତ ସମିତିରେ କାର୍ଯ୍ଯରତ ଏଇ ଶ୍ରୀ ବାସୁଦେବ ମହାରଣା ଗତ ୩୧/୦୫/ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ନର୍ଲା ବ୍ଲକ୍ ସଭାକକ୍ଷରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସମ୍ୱର୍ଦ୍ଧନା ସଭାରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ନର୍ଲା ବିଡିଓ ଶ୍ରୀମତୀ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତି (ମୁନା) , […]
ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ସାହାଣୀଙ୍କ କନିଷ୍ଠ ପୁତ୍ର ଲକ୍ଷ୍ମୀଧର ସାହାଣୀ (୨୧)ଙ୍କ ବାଲେଶ୍ୱର ଜିଲ୍ଲା ବାହାନାଗା ରେଳଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୁଦୁର ବାଲେଶ୍ୱରରୁ ତାଙ୍କର ଜଣେ ସାଙ୍ଗଙ୍କ ଘରକୁ ଯାଇ କଟକ ଫେରୁଥିବା ବେଳେ ଏହି ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଗ୍ରାମରେ ଲକ୍ଷ୍ମୀଧରଙ୍କ ମୃତ ଦେହ ପହଂଚିବା ପରେ ଏକ ଶୋକାକୂଳ […]
ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ଟି ଆଜି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ସନ୍ଧ୍ୟା ପ୍ରାୟ ୭ଟା ୦୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୭ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ […]


