ପ୍ରମୋଦ ନାୟକ(ଭୁବନେଶ୍ବର):ରାଜଧାନୀ ଭୁବନେଶ୍ବରରେ ୬୦ ତମ ବାର୍ଷିକୀ ଗୃହରକ୍ଷୀ ଦିବସ ମହାସମାରୋହରେ ଭୁବନେଶ୍ୱରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ମହାସମାରୋହରେ ମୂଖ୍ୟ ଅତିଥି ଭାବେ କଟକ-ଭୁବନେଶ୍ବର ଦ୍ବେତ୍ଯନଗରୀ ପୋଲିସ୍ କମିଶନର ଶ୍ରୀଯୁକ୍ତ ସୈ।ମେନ୍ଦ୍ର କୁମାର ପ୍ରିୟଦର୍ଶୀ (ଭା.ପୋ.ସେ) ଯୋଗଦେଇ କାର୍ଯ୍ୟରତ ଗୃହରକ୍ଷୀମାନଙ୍କର ମନୋବଳ ବୃଦ୍ଧି କରାଇବା ସହ ଭାରତର ମହାମହିମ ରାଷ୍ଟ୍ରପତିଙ୍କର, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର, ମାନ୍ୟବର ରାଜ୍ୟପାଳ, ଓଡ଼ିଶାଙ୍କର, ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କର, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କର ଓ […]
Odishanews
ବାସ୍ତବ ବ୍ୟୁରୋ: ସରିଲା ପଦ୍ମପୁର ଉପନିର୍ବାଚନ ଏବେ ଫଳାଫଳକୁ ଅପେକ୍ଷା । ୩୧୯ଟି ବୁଥରେ ମତଦାନ ହୋଇଥିବାବେଳେ ୪ଟି ବୁଥରେ ଇଭିଏମ ଅଚଳ ହେବାରୁ ସଙ୍ଗେସଙ୍ଗେ ପରିବର୍ତ୍ତନ କରାଯାଇଥିଲା। ସେପଟେ ଭୋଟ ଦେବାକୁ ପଦ୍ମପୁର ବାସୀଙ୍କୁ ମୁଖ୍ଯମନ୍ତ୍ରୀ ଅପିଲ କରିଥିବାବେଳେ ନୂଆ ଭୋଟର ମଧ୍ୟ ଭୋଟ ଦେଇଥିଲେ । ତେବେ ଭିନ୍ନକ୍ଷମ ତଥା ବୟସ୍କ ଭୋଟରଙ୍କ ପାଇଁ ୬୨୮ ଜଣ ସ୍ବେଚ୍ଛାସେବୀଙ୍କୁ ଦାୟିତ୍ବରେ ଥିବାବେଳେ ୩ଟି ବ୍ଲକରେ ପର୍ଯ୍ଯାୟକ୍ରମେ ୨୯, […]
ବରଗଡ଼:-୧.୧୨(ଉ.ସ.ପ୍ର.ନବୀନ ଦାଶ) ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ମାନଙ୍କ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ଜାରି ରହିଥିବା ବେଳେ, ଅତାବିରା ବ୍ଲକ ପରିସର ରେ ଥିବା ଆଇ ସି ଡି ଏସ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୪ଦିନ ଧରି ଧାରଣା ରେ ବସିଥିଲେ ହେଁ କେହି ଶୁଣିବାକୁ ନାହାନ୍ତି […]
ବାସ୍ତବ ବ୍ୟୁରୋ: ମେହେର ସମାଜର ଅନୁରୋଧ ରକ୍ଷା କରି ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) […]
ଜୟନ୍ତଶତପଥୀ(କେନ୍ଦ୍ରାପଡ଼ା)୨୯/୧୧:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ଯାତ୍ରୀ ନିବାସ କାର୍ଯ୍ୟାଳୟରେ ବଳଦେବଜୀଉ ପାଞ୍ଜି ପ୍ରକାଶନ କମିଟିର ଏକ ବୈଠକ ଇଣ୍ଟରନେସନାଲ ଏକାଡେମୀ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍ , ଓଡ଼ିଶାର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ଆବାହକତ୍ଵ ଏବଂ ପଣ୍ଡିତ ସର୍ବେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବଳଦେବ ପାଞ୍ଜି ପ୍ରକାଶ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ […]
ପ୍ରମୋଦ ନାୟକ(ଭୁବନେଶ୍ବର): ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ […]
ସଂଜୟ ଶତପଥୀ(କଟକ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କରସ ଆସୋସିଏସନ୍,କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସୋସିଏସନ୍ ର ସହରାଞ୍ଚଳ-୨ ଶାଖା ର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସିଂହ ଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡ଼ି କର୍ମଚାରୀ କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କୁ ଘରୋଇ କାର୍ଯ୍ୟାଳୟରେ ଭେଟି ସମସ୍ତ ସରକାରୀ […]
ନବୀନ ଦାଶ(ବରଗଡ଼): ୨୭।୧୧ –ଆଶ୍ଚର୍ଯ୍ୟ ହେଲେବି ସତ,ଦିନକୁ ଦିନ ବଦଳୁଛି ପ୍ରବେଶ,ପ୍ରକୃତି ବଦଳାଉଛି ରୂପ ।ନିତିଦିନ ଦେଖିବାକୁ ମିଳୁଛି ଏମିତି କିଛି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଏମିତି ଏକ ଚମତ୍କାର ଘଟଣା ନଜରକୁ ଆସିଛି,ବରଗଡ଼ ଜିଲ୍ଲା ଗାଇସଲେଟ ବ୍ଲକ ଜଗଲପାଟ ଗାଁରେ। ଏଠାରେ ଏକ ଛେଳି ମାନବ ଚେହେରା ଥିବା ଛୁଆ ଜନ୍ମ ଦେଇଛି। ଏହିଛଲୀ ଛୁଆର ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି […]


