ସଂଜୟ ଶତପଥୀ(କଟକ):ଆଜି ଜାନୁଆରୀ ୨୩ ତାରିଖ,ଆମ ଦେଶର ସ୍ବାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା କଟକର ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂଣ୍ୟ ଜନ୍ମଜୟନ୍ତୀ ।ସାରା ଦେଶ ଆଜି ତାଙ୍କୁ ଜଣାଇବ ଶ୍ରଦ୍ଧାଞଳୀ । ଏହି ଅବସରର ସୁଭାଷଙ୍କର ୧୨୬ତମ ଜନ୍ମଜୟନ୍ତି ପାଳନ କରିବାକୁ ଓଡ଼ିଶା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କଟକ ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନ ତରବରିଆ ଭାବେ ଚଳଚଞ୍ଚଳ ହୋଇଉଠିଚି। ଫାଟକ ଠାରୁ […]
Odishanews
ସଂଜୟ ଶତପଥୀ(କଟକ): ଆଜି ତା ୨୨/୦୧/୨୦୨୩ ରିଖ ଦିନ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, ଓଡ଼ିଶାର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ମହାସମାରୋହରେ ଭୁବନେଶ୍ୱରର ଫରେଷ୍ଟ ପାର୍କସ୍ଥିତ ସଂଘ କାର୍ଯ୍ୟାଳୟ ଗୃହ ରେ ରାଜ୍ୟର ବହୁ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ରଜନୀକାନ୍ତ ସାମନ୍ତରାୟ। ସଂଘର ନିୟମାବଳୀ ଅନୁଯାୟୀ […]
ପ୍ରମୋଦ ନାୟକ( ଭୁବନେଶ୍ବର)୨୧/୦୧:ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଆନୁକୁଲ୍ୟରେ ତଥା ଆଜିର ସୃଜନୀର ମିଳିତ ସହଯୋଗରେ ଏକ ମହିଳା ଆଲୋଚନା ଚକ୍ର ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଗାୟତ୍ରୀ ମହାନ୍ତି, କବୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ସେବା ମହାପାତ୍ର ଏବଂ ଭେଷଜ […]
ସଜୟ ଶତପଥୀ(କଟକ): ଆଜି କଟକର ଦେଉଳସାହିସ୍ଥିତ ମୋନାଲିସା ପ୍ଯାଲେସ୍ ସଭାଗୃହରେ ନେତାଜୀ ସେବା ସଂଘ, କଟକ ପକ୍ଷରୁ ଆଗାମୀ ଜାନୁଆରୀ ୨୩ ତାରିଖରେ କଟକରେ ପାଳିତ ହେବାକୁ ଥିବା ୧୨୬ ତମ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ସାମ୍ୱାଦିକ ସମ୍ମିଳନୀ ସଂଘର ସଭାପତି ଶ୍ରୀ ବିରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର କୁମାର […]
ପ୍ରମୋଦ ନାୟକ(ଭୁବନେଶ୍ୱର):ଭୁବନେଶ୍ୱର ସ୍ଥିତ ସୁର୍ଯ୍ୟନଗର ଠାରେ ଥିବା ରାଜ୍ୟ ଭିଜିଲାନ୍ସ ଏକାଡେମୀ ର ସମ୍ମିଳନୀ କକ୍ଷରେ ଡିଜିଟାଲ ଦୁନିଆରେ ହେଉଥିବା ଅର୍ଥିକ କାରବାର ଏବଂ ଏଥିରେ ହେଉଥିବା ଘୋଟାଲା ର ତଦନ୍ତ କିପରି କରାଯିବ ସେହି ବିଷୟରେ ଭିଜିଲାନ୍ସ ପକ୍ଷରୁ 2 ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ଦୁର୍ନୀତି ଘଟଣାରେ ଓଡିଶା ଭିଜିଲାନ୍ସ କିପରି ନିଜର କାର୍ଯ୍ୟ କରିଛି ଏବଂ ଆଗକୁ କଣ ଚ୍ୟାଲେଞ୍ଜ ଆସୁଛି ସେହି […]
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ , କଟକ ଜିଲ୍ଲା ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କଟକର ସହୀଦ ଭବନ ଠାରେ ଏକ ନାଗରିକ ସଚେତନତା ସମ୍ମିଳନୀ ରାଜ୍ୟ ପରିବହନ ବିଭାଗ ମାନନୀୟ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା,(ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଦ୍ବାରା ସମ୍ପାଦିତ ତଥା ସର୍ବସାଧାରଣଙ୍କ ଲାଗି […]
ରାକେଶ ମହାନ୍ତି(ପାଟକୁରା): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଧନିଆପଡ୍ଡା ମାଆ ବଜ୍ର ମହାକାଳୀ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ରାଜକିଶୋର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଆୟୋଜିତ ଫାଇନାଲ ମ୍ୟାଚରେ ମୁନ୍ ଇଲେଭେନ୍ ଜଗତସିଂହପୁର , ସ୍ମାଇଲ ଇଲେଭେନ ରାହାମାକୁ ହରାଇ ଚମ୍ପିୟାନ ହୋଇଛି । ପ୍ରଥମେ ମୂନ୍ ଇଲିଭେନ୍ ବ୍ୟାଟିଂ କରି କୋଡ଼ିଏ ଓଭର୍ ରେ ନଅ ଉଇକେଟ୍ ବିନିମୟରେ ୧୬୩ ରନ୍ କରିଥିଲା […]
ସଂଜୟ ଶତପଥୀ(କଟକ): ବିଜେପି କଟକ ନଗରର ଏକ ଟିମ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ମଙ୍ଗଳବାର, ବିଡାନାସୀ ବନ୍ଧ ଛକ ବସ୍ତି ପାଖ ନାଳରେ ପଡି ମୃତ୍ୟୁ ବରଣ କରିଥିବା ୯ ବର୍ଷ ବୟସର ବାଳକ ଜୋସେଫର ପରିବାର କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁକୁଳା ନାଳର ବିପଜ୍ଜନକ ସ୍ଥିତି ବୁଲି ଦେଖିଥିଲେ। ବିଜୁ ଜନତା ଦଳର ପଦାଧିକାରୀ କର୍ମକର୍ତା ଏହି ନାଳ କାମ […]
ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ : ବିଜେପି * ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ । ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ […]
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମ ପଞ୍ଚଯାତ ରେ ଡିଜିଟାଲ ଘର ନମ୍ବର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଗଣେଶପୁର ଗ୍ରାମରୁ ଆରମ୍ଭ କରାଯାଇଥିଲା ବେଳେ,ଏହାକୁ ଉଦଘାଟନ କରିଥିଲେ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ମଳିକ ଓ ସମିତି ସଭ୍ୟା ମଞ୍ଜୁଲତା ମିଶ୍ର । ଏହା ଏକ ଘରର ପରିଚୟ ପତ୍ର ଅଟେ ଯାହାକି କୌଣସି ଘରର ଏକ ନିର୍ଦିଷ୍ଟ ଠିକଣା କୁ ଦର୍ଶାଇବ, ଏହା […]


