ବିଦ୍ୟୁତ ଦରବୃଦ୍ଧିଏବଂ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦ ରେ ଜଳେଶ୍ଵର ବିଜେପିତରଫରୁ ହାତିଗଡ଼ ଡିଭିଜନ ର ଜେଇ ଙ୍କଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର …

ନବୀନ କୁମାର୍ ସାହୁ(ଜଳେଶ୍ଵର)ଦିନକୁ ଦିନ ବିଦ୍ୟୁତ୍ ଦର ବଢିବାରେ ଲାଗିଛି। ଯାହା ଫଳରେ ଉପଭୋକ୍ତାଙ୍କ ଉପରେ କରନା କଟକଣା ସମୟରେ ବୋଝ ଉପରେ ନଳିତା ବିଡ଼ା ସଦୃଶ।କିନ୍ତୁ ଏବେବି ଉପଭୋକ୍ତାମାନେ ଲୋ ଭଲଟେଜ ଓ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖିନ ହେଉଛନ୍ତି।ଗ୍ରାମାଞ୍ଚଳରେ ନାହିଁନଥିବା ଅସୁବିଧା ଟିକିଏ ବର୍ଷା ଓ ପବନ ହେଲେ ବିଜୁଳି ସରବରାହ ଛିନ୍ନ ହେଉଛି।ସରକାରଙ୍କ ୨୪ ଘଣ୍ଟିଆ ବିଜୁଳି ସରବରାହ ହାତିଗଡ଼ ଡିଭିଜନ ରେ ସାତ ସପନ ଭଳି ଲାଗୁଚି ।

ତେଣୁ ବିଦ୍ୟୁତ ଶୁଳ୍କ କମ କରିବା,ଲୋ ଭଲଟେଜ ଦୁରକରିବା ଓ ୨୪ ଘଣ୍ଟିଆବିଦ୍ୟୁତସରବରାହଉପଭୋକ୍ତାମାନଙ୍କୁଯୋଗେଇଦେବାଦାବରେଜଳେଶ୍ବର ବିଜେପିର ରାଇବଣିଆ ମଣ୍ଡଳ ସଭାପତି ମନୋଜ ସାସମାଲ ,ସମୀର ପାତ୍ର, ତପନ ବିଶ୍ୱାଳ, ପ୍ରଣବ ପଣ୍ଡା ଓ ଅନ୍ୟ ସଦସ୍ୟମାନଙ୍କଉପସ୍ଥିତିରେ ହାତିଗଡ଼ ଡିଭିଜନର ଜେଇ ଙ୍କ ଜରିଆରେଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Jul 18 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୪୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୨୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୨୭୯୭୬ ଜଣ ସୁସ୍ଥ […]

You May Like

Pin It on Pinterest