ଚାନ୍ଦବାଲି ବିଜୁସ୍ମୃତି ଭବନ ଓ ବ୍ଲକ କନଫେରନ୍ସ ହଲ ଉଦ୍‌ଘାଟାନ ଏବଂ ୧୦ମ ଭର୍ଜୁଆଲ ସମିତି ବୈଠକ


ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଚାନ୍ଦବାଲି ବ୍ଲକର ଆଜି ଫଚାୟତ ରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜୁସ୍ମୃୃିତ ଭବନ ଓ ବ୍ଲକ କନଫେରନ୍ସ ହଲକୁ ଆଜି ବିଧାୟକ ଡ଼ ବ୍ୟମୋକେଶ ରାଏ ଉଦ୍‌ଘାଟନ କରିଛନ୍ତି l ପରୁଣା ବିଜୁ ସ୍ମୃତି ଭବନରେ ୩୦ ଲକ୍ଷ ବ୍ୟୟ ଅଟଳଳ ଓ ବ୍ଲକ କନଫେରେନ୍ସ ହଲ ୧୫ ଲକ୍ଷ ଟଙ୍କାର ନବୀ କରଣ କରାଯାଇ ଆଜି ତାର ଉଦ୍‌ଘାଟାନ କରାଯାଇଛି ।

ପରେ ଆଜି କନଫେରନ୍ମ ହଲରେ ଚାନ୍ଦବାଲି ଫଚାୟତ ସମିତିର ୧୦ ମ ବୈଠକ ଭଳୁଆଲ ମାଧ୍ୟମରେ ବୈଠକ ଅନୁଷ୍ଟିତ ହୋଇଛି । ଏହି
ବୈଠକରେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାଏ, ବିଡ଼ିଓ ଯୋତିବିକାଶ ଦାସ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଜନ ସାହୁ ,ପ୍ରଫୁଲ୍ଲ ବେହେରା ପ୍ରମୁଖ ଯୋଗଦେଇ ଫଚାୟତ ଫଚାୟତ ଅଧୁକାରୀ , ପିଏସ ମେମ୍ବର ଓ ସରପଂଚ ମାନଙ୍କ ସହ ଭଳୁଆଲ ବୈଠକରେ ଆଲୋଚନା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାମ୍ବାଦିକଙ୍କୁ ପୋଲିସ କନେଷ୍ଟବଳ ମାଡ଼ ପ୍ରତିବାଦରେ ଭଦ୍ରକ ସାମ୍ବାଦିକଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Fri Jul 23 , 2021
ବବିତା ସାମଲ(ଭଦ୍ରକ) ବର୍ତ୍ତମାନ ସାରାରାଜ୍ୟରେ ସମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି |ଆମ ସମ୍ବିଧାନରେ ଚତୁର୍ଥସ୍ଥମ୍ଭର ଆଖ୍ୟାଦିଆଯାଇଥିବା ଗଣମାଧ୍ୟମକୁ ସମ୍ମାନତ ଦୂରର କଥା ଖୋଦ ସରକାରୀ କଳର କର୍ମଚାରୀ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରୁଥିବା ଖବର ଅତ୍ୟନ୍ତ ଲଜ୍ଜାଜନକ | ବିଗତ ଦିନରେ ବିଜେପି ର ଏକ ଆନ୍ଦୋଳନ ରାଲିରେ କେନ୍ଦ୍ରାପଡା ଆରକ୍ଷିଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ପୋଲିସ କନେଷ୍ଟବଳ ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାଡ ଓ ଅଶ୍ଳୀଳ […]

You May Like

Breaking News

Pin It on Pinterest