ଚାନ୍ଦବାଲି ଓରାସାହି ବାଘନଟା ଗାଁ ରେ ବିଦ୍ୟୁତ ଆଘାତରେ ଯୁବକ ଙ୍କ ମୃତ୍ୟୁ…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ବାଘନଟା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି, ବିଦ୍ୟୁତ ଆଘାତରେ ଲାଗିବାରୁ ଯୁବକ ଗୁରୁତର ହୋଇପଡିଥିଲେ ,ପରିବାର ଲୋକେ ଏକ ଅଟୋ ସାହାଯ୍ୟ ରେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ମୃତ ଘୋଷଣା କରିବା ପରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ଯୁବକ ଜଣକ ହେଉଛନ୍ତି ଓରାସାହି ପଞ୍ଚାୟତ ବାଘନଟା ଗାଁ ର ହରିଚନ୍ଦ୍ର ଦାସ ଙ୍କ ପୁଅ ସୁରେସ ଦାସ ବୋଲି ସୂଚନା ମିଳିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାର୍ଗିଲ ସହିଦ ଦିବସରେ ସହିଦ ନିରଞ୍ଜନ ବେହେରାଙ୍କୁ ପ୍ରଶାସନ ପକ୍ଷରୁ କେବଳ ଫୁଲ ହାରଟିଏ...

Tue Jul 27 , 2021
କାର୍ଗିଲ ସହିଦ ଦିବସ , ଦେଶ ପାଇଁ ପ୍ରାଣବଳୀ ନେଇଥିଲେ ଭଦ୍ରକ ଜିଲ୍ଲାର ଏକମାତ୍ର କାର୍ଗଲ ସହିଦ ନିରଞ୍ଜନ ବେହେରା , ୨୨ ବର୍ଷ ପରେ ଆରମ୍ଭ ହୋଇ ପାରିଲାନି ତାଙ୍କର ସ୍ମୃତି ପିଠର ନବୀ କରଣ କାର୍ଯ୍ୟ ଦେବକାନ୍ତ ମହାନ୍ତି, (ଚାନ୍ଦବାଲି), ବିଦେଶୀ ପାକିସ୍ତାନୀ ସେନାଙ୍କ କବଳରୁ ଭାରତର କାର୍ଗଲ ରଣକ୍ଷେତ୍ରରୁ ମୁକୁଳାଇବା ପାଇଁ ଶତ୍ରୁ ଗୁଳିରେ ଯେଉଁ ବୀର ଯବାନ ମାନେ ଶହୀଦ ହୋଇଗଲେ ସେମାନଙ୍କ ମଧ୍ୟରୁ […]

You May Like

Pin It on Pinterest