ଚାନ୍ଦବାଲି ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ବିମାରାଶି ପ୍ରଦାନ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୮/୧୧-ଚାନ୍ଦବାଲି ଶାଖା ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ଜନୀତବୀମା ରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର ଭଦ୍ରକ ସେବା ସମବାୟବ୍ୟାଙ୍କ ଚାନ୍ଦବାଲି ଶାଖା ଅଧନ ଓରାସାହି ସେବା ସମବାୟ ସମିତିର ଚାଷୀପ୍ରଫୁଲ ରାଉତ, ଓ ମତୋ ସେବା ସମବାୟର ଚାଷୀ ଚନ୍ଦ୍ରମଣୀ ମହାଳିକ ମୃତ୍ୟୁ ବରଣ କରିଥିଲେ , ଆଜି ଚାନ୍ଦବାଲି ସମବାୟ ବ୍ୟାଙ୍କର ଶାଖା ପରିଚାଳକଗୁରୁପ୍ରସାଦ ମିଶ୍ର ଯୋଗ ଦେଇ ମୃତ ଚାଷୀଙ୍କ ସ୍ତ୍ରୀ ପ୍ରମିଳା ରାଉତ ଓ କୁନିଲତା ମହାଳିକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ବୀମାରାଶୀ ପ୍ରଦାନ କରିଥିଲେ ।

ଏହିବିମା ପ୍ରଦାନ ଉତ୍ସବରେ ବ୍ୟାଙ୍କ ପରିଚାଳକ ଗୁରୁ ପ୍ରସାଦ ମିଶ୍ର, ବ୍ୟାଙ୍କର ସହ ପରିଚାଳକ ଅମରେନ୍ଦ୍ର ପାଢ଼ୀ, ପ୍ରାକ୍ତନ ସୁପରଭାଇଜର ରମାକାନ୍ତ ବିଶ୍ୱାଳ,ମତୋ ସେବା ସମବାୟ ସମିତିର ସମ୍ପାଦକ ବିକାଶ ରଂଜନ ମିଶ୍ର , ଓସାହିସେବା ସମବାୟ ସମିତିର ସମ୍ପାଦକ ସଶ୍ନତା ରାଉତ , ସମ୍ପାଦକ ସୁଶାନ୍ତ କୁମାରନାୟକ,ସମ୍ପାଦକ ସରୋଜ ସଲିଳ ପଲାଇ, ବିଦ୍ୟାଧର ସାହୁ ,ଗଙ୍ଗାଧରନାୟକ, ଦାମଦର ମିଶ୍ର , ରତିକାନ୍ତ ମିଶ୍ର , ଶୁକାନ୍ତ ନାୟକ , ବଂଶିଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆତ୍ମା ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଚାଷୀମାନଙ୍କୁ ସରକାରୀ ସହାୟତା ପ୍ରଦାନ ମେଳ...

Thu Nov 18 , 2021
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସାକ୍ଷୀଗୋପାଳ ସରକାରୀ କୃଷି ଫାର୍ମ ପରିସରରେ ଆତ୍ମ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ । କୃଷି ବିଭାଗର ଏକ ସଚେତନତା ରଥ କୃଷି ଫାର୍ମ ପରିସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସମାନ୍ତରାୟ ସବୁଜ […]

You May Like

Pin It on Pinterest