୧-ଲକ୍ଷ୍ନୌ:IPC ଏବଂ CRPCରେ ପରିବର୍ତ୍ତନ କରିବେ ମୋଦୀ ସରକାର- ଗୃହମନ୍ତ୍ରୀ ଅମିତ ଶାହା।
୨-ଏବେ ଇଞ୍ଜିନିୟରିଂ ଛାତ୍ର ଅଷ୍ଟମ ସେମିଷ୍ଟାର, କାଗଜ କଲମରେ ନୁହେଁ, ଅନଲାଇନରେ ଦେବେ ପରୀକ୍ଷା।
୩-ଭାରତ ଗସ୍ତରେ ଶ୍ରୀଲଙ୍କାର ରାଷ୍ଟ୍ରପତି – ପ୍ରତିରକ୍ଷା, ବାଣିଜ୍ୟ, ସୀମା ବିବାଦ, ଶ୍ରୀଲଙ୍କାରେ ତାମିଲ୍ ସମସ୍ୟା ସହିତ ଏକାଧିକ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ।
୪-ସୁନା ଠକଙ୍କୁ ଧରିବା ଲାଗି ଧରପଗଡ଼, ୬ଟି ସହରରେ ୪୫ଟି ସୁନା ଦୋକାନ ଉପରେ ରେଡ଼୍।
୫-ଜ୍ଞାନପୀଠ ପୁରସ୍କାର ଘୋଷଣା, ମାଲାୟଲୀ ଲେଖକ ଅକ୍କିତମ ଅଚ୍ୟୁତନ ପାଇବେ ୫୫ ତମ ପୁରସ୍କାର।
୬-ସଡ଼କ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ କଡ଼ା ନିର୍ଦ୍ଦେଶ।
୭-ନବମ ଆନ୍ତର୍ଜାତିକ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନାର ଉଦ୍ଯାପନୀ ଉତ୍ସବ:କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ISDWMW ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ୨୦୧୯ ପ୍ରଦାନ।
୮-ଫାସଟାଗ ନଥିବା ଗାଡି ଚାଳକଙ୍କୁ ଆଶ୍ୱସ୍ତି, ଡିସେମ୍ୱର 15 ତାରିଖ ପର୍ଯ୍ୟନ୍ତ ଅବଧି ବଢାଇଲେ ସରକାର।
୯-ସର୍ଭେ ରିପୋର୍ଟ: ଓଡ଼ିଶାରେ ପିଲାଙ୍କ ବୟସ ବଢ଼ୁଛି, କିନ୍ତୁ ଓଜନ ଓ ଉଚ୍ଚତା ବଢ଼ୁନାହିଁ।
୧୦-IMDର ଆକଳନ:ଏ ବର୍ଷ ସ୍ବାଭାବିକ ଠାରୁ କମ୍ ରହିବ ଶୀତ।