ଆଜିର ଖାସ୍ ଖବର

୧-ଟଳୁନି ପିଆଜ ସଂକଟ, ପୁଣି ଟପିଲା ୧୪୦।

୨-ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ ବିଭିନ୍ନ ବାଳାଶ୍ରମ, ଜରାଶ୍ରମ ଓ ଅନାଥାଶ୍ରମରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।

୩-କଟକରେ କ୍ରିକେଟ ଫିଭର, ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ବିରାଟ କୋହଲି, ଧୋନୀ, ଶିଖର ଧାଓ୍ଵନଙ୍କ ଭଳି ହେୟାର ଷ୍ଟାଇଲ କରୁଛନ୍ତି କ୍ରୀଡ଼ା ପ୍ରେମୀ।

୪-ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଶିବାନୀ ବେହେରାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌। ପ୍ରେମିକ ନୁହେଁ ଭାଉଜ ହିଁ ହତ୍ୟାକାରୀ।

୫-ହେଟମେୟର ଓ ହୋପଙ୍କ ଶତକ ବଳରେ ପ୍ରଥମ ଦିନିକିଆରେ ୮ ଓ୍ୱିକେଟରେ ଜିତିଲା ଇଣ୍ଡିଜ୍‌।

୬-ବାଧ୍ୟତାମୂଳକ: ପାନକୁ ଆଧାର ସହ ସଂଯୋଗ କରିବାର ଶେଷ ତାରିଖ ଡିସେମ୍ବର ୩୧।

୭-ଲଣ୍ଡନ: ୨୦୧୯ ପାଇଁ ବିଶ୍ବ ସୁନ୍ଦରୀ ହୋଇଛନ୍ତି ଜାମାଇକାର ଟୋନି-ଆନ୍ ସିଂହ ।

୮-ନାଗରିକତା ଆଇନ: ଦିଲ୍ଲୀରେ ଉଗ୍ର ରୂପ ନେଲା ବିରୋଧ ପ୍ରଦର୍ଶନ, ଜାଳି ଦେଲେ ୩ ବସ୍। ପଶ୍ଚିମ ବଙ୍ଗରେ ବି ଭୀଷଣ ହିଂସାକାଣ୍ଡ,୭୮ଟ୍ରେନ ବାତିଲ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Dec 17 , 2019
୧-ହୀରାକୁଦର ନିଷିଦ୍ଧାଞ୍ଚଳ: ଏଲିନାଙ୍କ ପରେ ଭୁଲ ମାଗିଲେ ପ୍ରକୃତି, କହିଲେ ଜାଣି ନଥିଲୁ ସେଠାରେ ଫଟୋ ଓ ଭିଡ଼ିଓ ମନା । ୨-କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ହୃଦରୋଗ ପାଇଁ ସ୍ୱତନ୍ତ୍ର ୱାର୍ଡ଼ । ୩-ବାଲେଶ୍ବର:ଗୋଟିଏ ମୋବାଇଲ କିଣିଲେ ୫ କିଲୋ ପିଆଜ ଫ୍ରି, ସପ୍ତାହେ ରହିବ ଅଫର । ୫-ଯାଜପୁର:ନକଲି ଅଟା କାରଖାନା ଉପରେ ଚଢ଼ାଉ, ବିପୁଳ ଅଟା ଜବତ ୫-ଭଦ୍ରକ :ଗାଁ ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା , ଶିଶୁଙ୍କ […]

You May Like

Pin It on Pinterest