ଆଜିର ଖାସ୍ ଖବର

୧-LOCରେ ଯୁଦ୍ଧବିରତି ଉଲ୍ଲଂଘନ ଲାଗି ପାକିସ୍ତାନକୁ କଡା ଜବାବ, ତିନି ପାକ୍ ଜବାନ ନିହତ।

୨-କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ DDUGKY ଯୋଜନାରେ ,ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ରାଜ୍ୟ ଭିତରୁ ୨୮ଟି ଓ ରାଜ୍ୟ ବାହାରରୁ ୧୮ଟି କମ୍ପାନୀରେ କରିବେ ଚାକିରି।

୩-ଆଜି ବାରବାଟୀ ମ୍ୟାଚ ପାଇଁ କଟକରେ ସକାଳ ୮ଟାରୁ ଟ୍ରାଫିକ କଟକଣା ଲାଗୁ, ଖେଳ ଶେଷ ହେବା ପର୍ଯ୍ୟନ୍ତ ଲାଗି ରହିବା କଟକଣା।

୪-ଭୁବନେଶ୍ୱର: ରାଜ୍ୟରେ ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବେ ରାଜ୍ୟ ସରକାର।

୫-ସେସୁକୁ ଅଧିଗ୍ରହଣ କରିବ ଟାଟା ପାୱାର, ଏପ୍ରିଲରୁ ନୂଆ ମାଲିକାନା।

୬-ମହାରାଷ୍ଟ୍ର ଚାଷୀଙ୍କୁ ଉଦ୍ଧବଙ୍କ ଭେଟି, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ, ବିଧାନସଭା ଶେଷ ଦିନରେ କଲେ ଘୋଷଣା।

୭-Alphabet ର ନୂଆ CEO ଭାବେ ୨୦୦ ପ୍ରତିଶତ ବଢିଲା ସୁନ୍ଦର ପିଚାଇଙ୍କ ବେତନ, ନୂଆ ବର୍ଷରେ ଦରମା ପାଇବେ ବାର୍ଷିକ ୨ ନିୟୁତ ଡଲାର।

୮-CAA ବିରୋଧରେ ସାରା ଦେଶରେ ପ୍ରଦର୍ଶନ ଜାରି- ଉତ୍ତରପ୍ରଦେଶରେ ପ୍ରାଣ ହରାଇଲେଣ ୧୪ ଜଣ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧନ୍ୟବାଦ ରାଲିରେ ବିରୋଧୀଙ୍କୁ ମୁହଁ-ତୋଡ ଜବାବ ଦେଲେ ମୋଦୀ

Sun Dec 22 , 2019
ବାସ୍ତବ ବ୍ୟୁରୋ :- ରାମଲୀଳା ମୈଦାନକୁ ସାକ୍ଷୀ ରଖି ପ୍ରଧାନମନ୍ତ୍ରୀ ମୋଦୀ, ଆଜି ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲି ରେ ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ବୋଲି କହିଛନ୍ତି । ଜୀବନରୁ ଯେତେବେଳେ ଅନିଶ୍ଚିତତା ବାହାରି ଯାଏ, ସେତେବେଳେ ଏକ ବଡ ଚିନ୍ତା ଦୂର ହୁଏ। ତାହା କିପରି ଲାଗେ ଆଜି ମୁଁ ଅନୁଭବ କରି ପାରୁଛି। ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଲୋକଙ୍କୁ ଧନ୍ୟବାଦ […]

You May Like

Pin It on Pinterest