ନିଶାସକ୍ତ ଯୁବକ,ମୁଣ୍ଡଳୀ ବ୍ରିଜରେ ଗାଡି ରଖି ମହାନଦୀକୁ ଡେଇଁଲେ…

ସଞ୍ଜୟଶତପଥୀ(କଟକ)୨୭।୮:ଭୁବନେଶ୍ବର ଶୈଳଶ୍ରୀ ବିହାରର ଜନୈକ ନିଶାସକ୍ତ ଯୁବକ ,ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ।ମୁଣ୍ଡଳୀ ବ୍ରିଜ ଉପରେ OD 33 R 9270 ନମ୍ବରର ଦୁଇଚକିଆ ଗାଡି(ସ୍କୁଟି) ରଖାଯାଇଛି ।ଯୁବକ ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି ।

ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା ଅବସ୍ଥାରେ ନଦୀକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ଏହି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି NDRF ଟିମ ସହାୟତାରେ ଯୁବକଙ୍କୁ ଭରା ନଦୀରେ ଖୋଜିବାକୁ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ବଡ଼ ଓଣ୍ଡିଆ ପଂଚାୟତ ସାୟନ୍ତା ଗାଁରେ କୃଷିବିଭାଗ( ଆତ୍ମା) ପକ୍ଷରୁ ଆଇ.ଇ ସି ର କଳାଯଥ କାର୍ଯ୍ୟକ୍ରମ...

Sat Aug 27 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଳକରେ କୃଷି ବିଭାଗର ଆତ୍ମା ପକ୍ଷରୁ ବ୍ଲକ ସ୍ଥରୀୟ ଆଇ ଇ ସି କଳାଯଥ କୃଷି ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକର ବିକାଶ ପାଇଁ କୃଷି ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ବିଶୋଧନ, ଧାଡ଼ିରୁଆ, ରୋଗପୋକ ନିରାକରଣ ,ବାରମାସର ଚାଷ, ଇ ରୋଗ ପୋକ ସର୍ବେକ୍ଷଣ , ସମନ୍ବିତ କୃଷି ଆଦି ସଂପର୍କରେ […]

You May Like

Pin It on Pinterest