ବାସ୍ତବ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ଚାଲିଛି ନିର୍ବାଚନ କମିଶନଙ୍କର ମାନସମନ୍ଥନ । ଏନେଇ ଆଜି ମୋଟ୍ ୩୯ଟି ଦଳୀୟ ଚିହ୍ନକୁ ନିର୍ବାଚନ କମିଶନ ସ୍ୱୀକୃତି ଦେଇଛନ୍ତି । ତାହା ସହ ଇସିଆଇ ପ୍ରକାଶ କରିଛିକି ପଞ୍ଜିକୃତ ଓ ଅଣସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର । ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ୫ଟାରେ ହୋଇପାରେ ନିର୍ବାଚନର ତାରିଖ ଘୋଷଣା । ଏନେଇ ଆଜି ଅପରାହ୍ନରେ ବିଜ୍ଞାନ ଭବନଠାରେ ନିର୍ବାଚନ ନିମନ୍ତେ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ । ଯାହାକୁ ନେଇ ଆଜି ବୈଠକ ଶେଷ ହେବାପରେ ତାରିଖ ଘୋଷଣା ହୋଇପାରେ ବୋଲିଚ୍ଚର୍୍ାର ବିଷୟ ପାଲଟିଛି ।
Next Post
ବିଜେଡ଼ି ବିରୁଦ୍ଧରେ ଏବେ ପୂର୍ବ ବିଜେଡ଼ି ନେତା !
Mon Mar 11 , 2019
ବାସ୍ତବ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ । ଏଥିଲାଗି ଦେଖାଦେଲାଣି ରାଜ୍ୟ ରାଜନୀତିରେ ନେତାଙ୍କ ଚଳଚଞ୍ଚଳର ଭୂମିକା । କିଏ ବିଜେଡ଼ିକୁ ଡେଉଁଛି ତ କିଏ ବିଜେପି ମୁହାଁ । ଏବେ ଏବେ ବିଜେପିରେ ବୈଜୟନ୍ତ ଯୋଗ ଦେବାପରେ ଲାଗିଛି ବିଜେପିକୁ ନେତାଙ୍କ ଲମ୍ବାଲାଇନ୍ । ସେହି ଲାଇନ୍ ଭିତରୁ ଦାମ ବାବୁ ଆଗ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପଛକୁ ପଛ ଛିଡ଼ା ହେଲେଣି ବହୁ ତୁଙ୍ଗ ନେତାଙ୍କ […]

You May Like
-
2 years ago
ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
-
6 years ago
ବ୍ୟାଙ୍କମାନଙ୍କ ମିଶ୍ରଣରେ କାହାର କେତେ ଲାଭ
-
2 years ago
ଜୁଲାଇ ୩ରୁ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା…


