ଅଣ୍ଡର -୨୩ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଭାରତର ସାଜନ ଭାନୱାଲା ଜିତିଲେ ବ୍ରୋଞ୍ଜ ପଦକ…

ବାସ୍ତବବ୍ୟୁରୋ:ସ୍ପେନରେ ଆୟୋଜିତ ଅଣ୍ଡର -୨୩ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ୭୭ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଭାରତର ସାଜନ ଭାନୱାଲା ଇତିହାସ ସୃଷ୍ଟି କରିଛି। ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ସେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ରିପେକେଜ୍ ଫାଇନାଲରେ ସେ ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସର ହିମାଚଳ ବିଧାନସଭା ନିର୍ବାଚନ ପାଇଁ ୪୬ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପରେ,କଂଗ୍ରେସରେ ଝଡ଼

Wed Oct 19 , 2022
ବାସ୍ତବବ୍ୟୁରୋ:କଂଗ୍ରେସ ହାଇକମାଣ୍ଡ ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ତାଲିକା ପ୍ରକାଶ କରିଛି। କେନ୍ଦ୍ର ନିର୍ବାଚନ କମିଟି (ସିଇସି) ବୈଠକରେ ବହୁ ମନ୍ଥନ ପରେ ଦଳ ୪୬ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହିମାଚଳ ପ୍ରଦେଶରେ ୨୦ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ପୁଣି ଟିକେଟ୍ ଦିଆଯାଇଛି।ଶିମଲା ସହରୀ ସମେତ ୨୨ ଟି ସିଟ୍ ପାଇଁ ଟିକେଟ ଅଘୋଷିତ ଅଛି । କିନ୍ନର ବିଧାୟକ ଜଗତ […]

You May Like

Pin It on Pinterest