ଆଜିର ଖାସ୍ ଖବର

୧-ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା।

୨-ଲକ୍‌ଡାଉନ୍‌ ହଟିଲେ ବି ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉ ମଲ୍-ସ୍କୁଲ, ପ୍ରଧାନମନ୍ତ୍ରୀଙ୍କୁ GoMର ସୁପାରିଶ।

୩-ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ ହାଟରେ କେବଳ ଖୋଲା ରହିବ ହୋଲସେଲିଂ ଦୋକାନ, ଜନଗହଳିକୁ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶ।

୪-ପୁଲିସର ବିନା ଅନୁମତିରେ ସହରରେ ଗଡିବନି ଗାଡି: ପାସ୍ ନଥିବା ଲୋକଙ୍କୁ ତେଲ ନଦେବାକୁ ସହରର ସବୁ ପେଟ୍ରୋଲ ପମ୍ପକୁ କଡା ନିର୍ଦ୍ଦେଶ।

୫-ଅନଲାଇନରେ ପାଠପଢିବେ ଦଶମ ପିଲା: ଚଳିତ ବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଦିଆଯିବ ଶିକ୍ଷା; ଦୀକ୍ଷା ଆପ୍ ମାଧ୍ୟମରେ ପଢ଼ାଯିବ ପାଠ।

୬-ଘରେ ଘରେ ଲୋକଙ୍କୁ ମିଳିବ ଚିକିତ୍ସା ସେବା, ଆଜିଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ ।

୭-ଚନ୍ଦକାରେ SOG ଟ୍ରେନିଂ ସେଣ୍ଟରରେ ଅଘଟଣ : ଗ୍ରେନେଡ଼ ଟ୍ରେନିଂ ବେଳେ ହବିଲଦାର ମୃତ, ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦେଲେ ପ୍ରାଣବଳି।

୮-ବିଧାୟକଙ୍କ ହାତ ପାଣ୍ଠି ବନ୍ଦ କରିବା ପାଇଁ ବିରୋଧୀ ଦଳ ନେତାଙ୍କ ପ୍ରସ୍ତାବ : ୨ ବର୍ଷ ପାଇଁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ।

୯-ରାଜ୍ୟର କଳାକାର ମାନଙ୍କ ପାଇଁ ଖୁସି ଖବର, ଆଗୁଆ ଦିଆଯିବ ୪ମାସର ଭତ୍ତା, ଘୋଷଣା କଲେ ରାଜ୍ୟ ସରକାର।

୧୦-୧୪ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅଫିସ।

୧୧-ବର ମୁମ୍ବାଇରେ କନ୍ୟା ଦିଲ୍ଲୀରେ: ଭିଡିଓ କଲରେ ହେଲା ବାହାଘର, ଧୁମ ନାଚିଲେ ବରଯାତ୍ରୀ।

୧୨-ଗ୍ରାହକଙ୍କୁ SBIର ଉପହାର, କମାଇଲା ସୁଧ ହାର, ଲୋନ୍ ନେବା ହେଲା ଶସ୍ତା।

୧୩-ଲକ୍‌ଡାଉନ୍‌ରେ ଚାଲିବ ଚାଷ କାମ :କେନ୍ଦ୍ର ଗୃହମନ୍ତ୍ରାଳୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେଶ ରେ ୫ ହଜାର ୧୯୪କୁ ବୃଦ୍ଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

Wed Apr 8 , 2020
ବାସ୍ତବ ବ୍ୟୁରୋ-ଆଜି ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୫୧୯୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ […]

You May Like

Pin It on Pinterest