ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ…

ଭୁବନେଶ୍ବର(ନି.ପ୍ର): ଆଜି ରଥଯାତ୍ରାର ମୁଖ୍ୟମନ୍ତ୍ରୀଙ୍କ ବୈଠକ ସମୀକ୍ଷା ପରେ, ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା
‘୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ’
୧୯ ଏସ୍‌ପି ପାହ୍ୟାର, ଡିଏସ୍‌ପି ପାହ୍ୟାର ୭୫ ଜଣ ମୁତୟନ ହେବେ”୧୩୦ ଇନ୍ସପେକ୍ଟର, ୬୭୫ ଏଏସ୍‌ଆଇ ସୁରକ୍ଷା ଦାୟିତ୍ବରେ ରହିବେ”୫ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି’ ।
ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ- ଡିଜିପି
‘ସୋସିଆଲ ମିଡିଆରେ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ ।
ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ- ଡିଜିପି

ସେୟାର କରନ୍ତୁ

Next Post

ଅଫିସରଙ୍କୁ ଲୁଟିଥିବା ୫ ଠକଙ୍କ ନାଁରେ ସମଗ୍ର ଦେଶରେ ରହିଛି ୩୧୩ ମାମଲା....

Wed Jul 3 , 2024
ଭୁବନେଶ୍ୱର ୦୩/୦୭(ଗୌତମ ମିଶ୍ର):ଓଡ଼ିଆ ସରକାରୀ ଅଫିସରଙ୍କୁ ଲୁଟିଥିବା ୫ ଠକଙ୍କ ନାଁରେ ସମଗ୍ର ଦେଶରେ ରହିଛି ୩୧୩ ମାମଲା। ସେମାନେ ୨୪ଟି ରାଜ୍ୟରେ ୨୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆହୁରି ଅନେକ ରାଜ୍ୟର ପୁଲିସ୍ ମାମଲାରେ ତଦନ୍ତ କରିବା ପାଇଁ ସହଯୋଗ ଲୋଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା।ଗତ ୧୮ ତାରିଖରେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ […]

You May Like

Pin It on Pinterest