ସ୍ବାମୀ ଲଖ୍ମଣାନନ୍ଦକଂ ବଳିଦାନ ଦିବସ ଓ ବିଶ୍ୱ ହିନ୍ଦୁ ପରିଷଦର ନୂତନ କର୍ମକର୍ତ୍ତା ଚୟନ…

ବରଗଡ଼୨୮/୮(ନବୀନ ଦାଶ):ଆଜି ବୁଧବାର ସକାଳ ୧୦ଟା ସମୟରେ ଅତାବିରା ବ୍ଲକ ଅଧିନ ଗୋଡଭଗା ସମଲେଇ ମନ୍ଦିର ପରିସରରେ ସ୍ତାପନା ଦିବସ ଓ ସ୍ବାମୀ ଲଖ୍ମଣାନନ୍ଦ ସରସ୍ବତୀକଂ ବଳିଦାନ ଦିବସ ପାଳନ କରାଯାଇଛି।ସ୍ବାମୀଜୀ ଙ୍କ ଫଟୋ ଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଦାଜଂଲୀ ପ୍ରଦାନ କରା ଯାଇଥିଲା।

ଆଜି ବିଶ୍ବ ହିନ୍ଦୁପରିଷଦର ପ୍ରତିଷ୍ଠା ଦିବସ ଅବସରରେ ବିଶ୍ବ ହିନ୍ଦୁ ପରିଷଦ ଗୋଡଭଗା ଖଣ୍ଡର କର୍ମ କର୍ତ୍ତା ଚୟନ କରାଯାଇଛି।ଏଥିରେ ସର୍ବସମ୍ମତି କ୍ରମେ ସଭାପତି -ରମେଶ ଅଗ୍ରୱାଲ,ସମ୍ପାଦକ-ସୁଧୀର ଭୋଇ, ସତସଙ୍ଗ ପ୍ରମୁଖ-ମାନଭଞ୍ଜନ ପ୍ରଧାନ, ବଜରଙ୍ଗ ଦଳ ସଂଯୋଜକ-ପ୍ରେମ ରାଜ ଛନ୍ଦ.ପ୍ରମୁଖ ମନୋନୀତ ହୋଇଥିଲେ।ଗୋଡ଼ଭାଗା ନାଗରିକ କମିଟି,ଲାଇନ୍ସ କ୍ଲବ,ପ୍ରଶାନ୍ତ ଭୋଇ, ପି ଶ୍ରୀ ହରି,ସହଦେଵ,ସରୋଜ ମହାରଣା,ମାଧବ,ବିପିନ,ସୁଧୀର ଭୋଇ,ଗଙ୍ଗା ଛୁରିଆ,ଉତ୍ତମ ବଣିଆ , ପିଣ୍ଟୁ ମହାରଣା,ଶୁଭମ,ଚିଣ୍ଟୁ, ରାଜେଶ,ହେମନ୍ତ,ସୁଳାନ୍ତ ,ବାବୁଲ ଓ ବହୁତ ସଂଖ୍ୟା ରେ ବଜରଙ୍ଗ ଦଳ ର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ରାସନ କାର୍ଡକୁ ନେଇ ବଡ଼ ଖବର: E-KYC ନକଲେ କଟିଯିବ କାର୍ଡ ....

Wed Aug 28 , 2024
ଭୁବେନଶ୍ବର(ନି.ପ୍ର):ଯେଉଁମାନେ ଏକ ମାସ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି । ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ। ତେବେ […]

You May Like

Pin It on Pinterest