ନବୀନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସମୁହ ପ୍ରଦୀପ ପ୍ରଜ୍ଜ୍ବଳନ….

ବରଗଡ଼୨୨/୦୬(ନବୀନ କୁମାର ଦାଶ):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା ପୂର୍ବକ ଅତାବିରା ବିଜେଡି ପକ୍ଷରୁ ଅତାବିରା ଦୁର୍ଗା ମନ୍ଦିରରେ ପୂଜା ଅର୍ଚ୍ଚନା କରି ପ୍ରଦୀପ ପ୍ରଜ୍ଜ୍ବଳନ କରିଛନ୍ତି।

ବିଜେଡି ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ବ୍ଳକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ଉପ ଅଧ୍ୟକ୍ଷ ଅନନ୍ତ ମେହେର,ଏନଏସି ଅଧ୍ୟକ୍ଷ ବନମାଳୀ ବରିହା,ଉପ ଅଧ୍ୟକ୍ଷା ଅନୁସୟା ବିଶ୍ୱାଳ,କାଉନସିଲର ବିଳସ ଯୋନପୁରୀ,ପ୍ରମିଳା ପ୍ରଧାନ,ସବିତା ମଲ୍ଲିକ,ସମେତ ସରପଞ୍ଚ,ସମିତି ସଭ୍ୟ ଓ ବିଜେଡ଼ି କର୍ମୀମାନେ ସାମିଲ ହୋଇଥିଲେ।

ସେୟାର କରନ୍ତୁ

Next Post

ଶଙ୍କର ପୁର ସାହି ଅଧିକାରୀଙ୍କୁ ବାଦାମ ବାଡି ଠାରେ ଶ୍ରଦ୍ଧାଞ୍ଜଳି....

Mon Jun 23 , 2025
ସଂଜୟ ଶତପଥୀ(କଟକ)୨୩-୬-୨୫:ଶଙ୍କର ପୁର ସାହି ଅଧିକାରୀ ସାମ୍ୟବାଦୀ ସୁରେଶ ଚନ୍ଦ୍ର ବାରିକ ଙ୍କ ବିୟୋଗରେ ସିପିଆଇ ଶଙ୍କର ପୁର ଶାଖା ଓ ବାଦାମବାଡ଼ି ଉଠା ଦୋକାନୀ ମହାସଂଘ ପକ୍ଷରୁ ବାଦାମ ବାଡି ଠାରେ ଛତ୍ର ବଜାର ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିପିଆଇ ଜିଲ୍ଲା ସଂପାଦକ ସୂଚନା ଦେଇଥିଲେ।ଉଠା ଦୋକାନୀ ମହାସଂଘ ସଭାପତି ଅମରେନ୍ଦୁ ମହାନ୍ତି,ସିପିଆଇ […]

You May Like

Pin It on Pinterest