ବ୍ୟାଟେରୀ ଗାଡ଼ି ସୋରୂମରେ ଅଗ୍ନିକାଣ୍ଡ…

କୋଣାର୍କ(ତ୍ରୀଭୁବନ ମହାପାତ୍ର):ଆଜି ଅପରାହ୍ନ ୫ଟା ସମୟରେ କୋଣାର୍କ ମାଧିପୁର ଛକରେ ଏକ ବ୍ୟାଟେରୀ ଗାଡ଼ି ସୋରୂମରେ ଅଗ୍ନିକାଣ୍ଡ ଘଟିବାରୁ,କୋଣାର୍କ ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ। ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମନେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଖବର ଅନୁଯାୟୀ ଏହି ବ୍ୟାଟେରୀ ଗାଡି ସୋରୁମର ୩୦ ଟି ଗାଡି ସଂମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ, ସୋରୁମର ଅନେକ କ୍ଷୟକ୍ଷତି ହୋଇଛି।

ସେୟାର କରନ୍ତୁ

Next Post

ସରକାର କା ମାଲ ଦରିଆ ମେ ଡାଲ୍, ସରୀସୃପ ମାନଙ୍କ ଚରାଭୂଇଁ ଅତାବିରା ହାଇସ୍କୁଲ ପାର୍କ...

Fri Oct 10 , 2025
ବରଗଡ଼୦୯/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ସହରାଞ୍ଚଳ ର ବିକାଶ ପାଇଁ ସରକାର ବାହାଦୁର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା, ଡ୍ରେନ,ଫେବର୍ ରାସ୍ତା,ଶୌଚା ଳୟ,ଷ୍ଟାଡିୟମ୍,ପାର୍କ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ତିଆରି ହୋଇଛି ସତ,ହେଲେ କେଉଁଠି ଅଧା ଅଧିଆ ତ କିଛି ସରକାରୀଆ ଦରମା ନିଅଣ୍ଟ ବାବୁ ମାନଙ୍କ ଖାମ୍ ଖିଆଲି […]

You May Like

Pin It on Pinterest