ହସ୍ପିଟାଲ୍‌ରେପୁଞ୍ଜିଲାଲ୍ ମେହେର….

ବଲାଙ୍ଗିର(ନି.ପ୍ର): ଭୀମ ଭୋଇ ମେଡିକାଲ କଲେଜରେ ପୁଞ୍ଜିଲାଲ୍ ମେହେର
-BBMCHର ମେଡିସିନ୍ ଓ୍ୱାର୍ଡରେ ଚାଲିଛି ପୁଞ୍ଜିଲାଲ୍ ମେହେରଙ୍କ ଚିକିତ୍ସା.
-ଗତ ୨୧ ତାରିଖରୁ ବଲାଙ୍ଗିର ଜେଲରେ ଅନଶନ କରିଥିଲେ ପୁଞ୍ଜିଲାଲ୍.
-ଗୁରୁତର ହେବାରୁ ଗତକାଲିଠୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ପୁଞ୍ଜିଲାଲ୍.
-ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍.
-ଆଜୀବନ କାରାଦଣ୍ଡାଦେଶ ପରେ ସଜା ଭୋଗୁଛନ୍ତି ପୁଞ୍ଜିଲାଲ୍ ମେହେର

ସେୟାର କରନ୍ତୁ

You May Like

Pin It on Pinterest