ବିନାୟକ ସିନେ କ୍ରିଏସନ୍ ର ନୂଆ ଚଳଚ୍ଚିତ୍ର ନାଲିଚୁଡ଼ା ର ସୁଟିଂ ଆରମ୍ଭ …

ଭୁବନେଶ୍ବର(ଗୌତମ ମିଶ୍ର): ଆଜି ବିନାୟକ ସିନେ କ୍ରିଏସନ୍ ର ନୂଆ ଚଳଚ୍ଚିତ୍ର ନାଲିଚୁଡ଼ା ର ସୁଟିଂ ଆରମ୍ଭ ହୋଇଛି l

ଏହି ଚଳଚ୍ଚିତ୍ରର କାହାଣୀ ଇନ୍ଦୁମତି ରାୟ ଲେଖିଥିବାବେଳେ ଚିତ୍ରନାଟ୍ୟ, ସଂଳାପ ସହ ଗୀତରଚନା କରିଛନ୍ତି ଡ ରଜନୀ ରଞ୍ଜନ l ସଂଗୀତ ନିର୍ଦ୍ଦେଶନା ଯଜ୍ଞ ଦାଶ ଦେଇଥିବା ବେଳେ ଚିତ୍ରନାଟ୍ୟ ନିର୍ଦ୍ଦେଶନାରେ ରଞ୍ଜନ ମିଶ୍ର ଏବଂ ଡି ଓ ପି ରେ ଏସ୍ ରଞ୍ଜନ ଅଛନ୍ତି।ଏଥିରେ ଅଭିଷେକ ରଥ ଓ ହେଲିନା ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ,ଏଥିସହ ଅଭିଷେକ ରଥ, ରତନ ମେହେର, ନୀଳମଣି ସାହୁ,ଶୁଭ୍ରାଂଶୁ, ସୁଶୀଲ ମିଶ୍ର ପ୍ରମୁଖ ଅଭିନୟରେ ଅଛନ୍ତି l ବିକାଶ ପଟ୍ଟନାୟକ ଏହାର କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି।

ଆଜିଏହ ଚଳଚ୍ଚିତ୍ରଟିର ମହୁରତରେ ଓ ଡି ଏମ ଶିକ୍ଷା ସମୂହର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଡ. ସତ୍ୟବ୍ରତ ମୀନକେତନ ଏଵଂ ଇନ୍ଦୁମତି ରାୟ ଅତିଥି ଭାବେ ଯୋଗଦେଇଥିଲେ l

ସେୟାର କରନ୍ତୁ

Next Post

ଶତାକ୍ଷୀ ମହିଳା ସଙ୍ଗଠନ ତରଫରୁ ଉତ୍କଳ ଦିବସ ପାଳନ...

Sun Apr 5 , 2026
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବରେ ଓଡିଶା ଗଠନ ହୋଇଥିଲା ୧୯୩୬ ମସିହାରେ ଯାହାକି ନବେ ବର୍ଷରେ ପଦାର୍ପଣ କରିଛି।ଏହି ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶତାକ୍ଷୀ ମହିଳା ସଙ୍ଗଠନ ଉତ୍କଳ ଦିବସ ମହାଆଡମ୍ବରରେ ପାଳନ କରିଛି। ମାତୃଭୂମି ତଥା ମାତୃଭାଷାର ସୁରକ୍ଷା ତଥା ମାଆର ଭାଷାରେ କିପରି ଶିଶୁଟି ଧି ଶକ୍ତି ପ୍ରାପ୍ତ ହୁଏ ଠିକ ସେମିତି ମାତୃଭାଷାରେ ସମୃଦ୍ଧ ହେଲେ କିଶୋର ଅବସ୍ଥାରେ ନିଜ […]

You May Like

Pin It on Pinterest