ପୋଲିସ ପେଟ୍ରୋଲିଂ ବେଳେ ଧରାପଡିଲା ନଗଦ ୫ ଳକ୍ଷ ଟଙ୍କା, ପୋଲିସ ର ତଦନ୍ତ ଜାରି

ଗତକାଳି ରାତିରେ କୋକସରା ପୋଲିସ ଟିମ ମୋଟେର ଖୁଟଲୁଗୁଡା ଛକ ନିକଟରେ  ନିର୍ବାଚନି ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ OR08E6963 ଡିକିରୁ ନଗଦ ୫ ଲକ୍ଷ ଟଙ୍କା ମିଲିଛି।

ଯୁବକ ଜଣକ ବରଗଡ ଜିଲ୍ଲା ଆମ୍ବସୋଡା ବରାହଗୁଡା ର ଗ୍ରାମର ସୁଦାମ ଭୋଇ ବୋଲି ଜଣାପଡିଥିବାବେଲେ  ଶ୍ରୀ ଗୋପାଳ ଫୀଡ ରାଇସ ମିଳକୁ ଟଙ୍କା ନେଇ ଯାଉଥିବା ପ୍ରକାଶ କରିଛି।ଟଙ୍କ ଧର କାଳୁ ମାଜିଷ୍ଟେଟ ଙ୍କ ନେତୃତ୍ୟରେ ପୋଲିସ ତଦନ୍ତ କରୁଥିବା ବେଳେ ନିର୍ବାଚନ ପାର୍ଟି ପାଇଁଁ ଟଙ୍କା ଯାଉଥିବା ସଂଦେହ କରାଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେଡି ଯୁବବାହିନି ର ଶତାଧିକ ଯୁବକ କଂଗ୍ରେସରେ ମିଶ୍ରଣ

Wed Apr 3 , 2019
ବିଜୁ ଯୁବବାହିନି ର ଶତାଧିକ ଯୁବକ ମାନେ ଆଜି ବିଜେଡି ରୁ କଂଗ୍ରେସ ଦଳରେ ଭକ୍ତଚରଣ ଦାସଙ୍କ ଠାରେ ଦଳରେ ମିଶିଥିବା ଜଣାପଡିଛି। କଳାହାଣ୍ଡି ଜିଳ୍ଳା ମଦନପୁର ରାମପୁର ବ୍ଳକର ୧୯ ଟି ପଞ୍ଚାୟତର ଶତାଧିକ ଯୁବକ ମାନେ ବିଜେଡି ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ଆଜି ମଦନପୁର ରାମପୁର ବ୍ଲକ ବିଜୁ ବାହିନୀ ସଭାପତି ପ୍ରଭାସ କୁମାର ସାହୁ ଓ ରଶ୍ମିରଞ୍ଜନ ପ୍ରହରାଜ ଙ୍କ ନେତୃତ୍ୱରେ କଂଗ୍ରେସରେ ସାମିଲ […]
congress

You May Like

Pin It on Pinterest