ଭୁବନେଶ୍ୱର,2.4:ସେଣ୍ଟ ଜାଭିୟର୍ ହାଇସ୍କୁଲ କେଦାରଗୌରୀ ଶାଖା ଅବିଭାଵକ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚନ ତା ୩୧/୩/2019 ରିଖ ରେ ଅନୁଷ୍ଠିତ ହୋଇଯାଇଛି।ରବି ଟକିଜ୍ ନିକଟସ୍ଥ ମା ଗୌରୀ କଲ୍ୟାଣ ମଣ୍ଡପ ଠାରେ ସଂଘ ର ବାର୍ଷିକ ଅଧିବେଶନ ରେ ଅବିଭାଵକ

ମାନେ ସ୍କୁଲ ର ପରିଚାଳନା କୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସତ୍ୟବ୍ରତ ପରିଜା, ସଭାପତି, ରାଜେଶ କୁମାର ମିଶ୍ର ଓ ଲୋପାମୁଦ୍ରା କର, ଉପ ସଭାପତି, ସୁର୍ଯ୍ୟକାନ୍ତ ରାଉତ,ସମ୍ପାଦକ,ନିହାର ପରିଜା,ଶ୍ରୀମତି ଚନ୍ଦ୍ରକଳା ସାହୁ,ପ୍ରଭାତ କୁମାର ମହାପାତ୍ର,ରଘୁନାଥ ମିଶ୍ର,ସହ ସମ୍ପାଦକ,ଵିଦ୍ୟାଧର ନାୟକ,କୋଷାଧ୍ୟକ୍ଷ ଓ ଦିଲ୍ଲୀପ କୁମାର ପାତ୍ର ସହ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ଅବିଭାବକ ସଂଘ ର Financial adviser ସୂର୍ଯ୍ୟ ନାରାୟଣ ମିଶ୍ର ଏହା ଯଣାଇଛନ୍ତି.