ଆଜିର ଖାସ୍ ଖବର

ଆସୁଛି ଆଉ ଏକ ଲଘୁଚାପ;୧୮ରୁ ରାଜ୍ୟରେ ପ୍ରବଳ ବର୍ଷା , କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।

ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ପୁଣି ବଦଳିଲା ଶିକ୍ଷାବର୍ଷ ।

ହୀରାକୁଦର ୧୨ ଗେଟ୍ ଖୋଲା, ଜଳସ୍ତର ୬୧୫ ଫୁଟ୍ ।

ମାଲକାନଗିରିରେ ବନ୍ୟା: କାଲିମେଳା-ପଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ, ଚାଷ ଜମି ବ୍ୟାପକ କ୍ଷତି

ଫେମ୍-ଫିପଟି’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାରୁ ତାରା-ବବି।

ଡିସେମ୍ବରରେ ହେବ ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ : ପ୍ରସ୍ତୁତି ଆରମ୍ଭ, ବିଶ୍ୱର ବଡ ବଡ ଶିଳ୍ପପତିଙ୍କୁ ଯୋଡିବାକୁ ପ୍ରୟାସ।

ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ସତ୍ୟପାଠ : ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶନ ପାଇଁ ୟୁଜିସି ଗାଇଡଲାଇନକୁ ଉଚ୍ଚଶିକ୍ଷା ବିଭାଗର ବିରୋଧ।

୬୦୦ ଗୁଣ ବଢ଼ିଛି ସୁନା ଦର; ୧୯୪୭ ମସିହାରେ ୧୦ ଗ୍ରାମକୁ ଥିଲା ମାତ୍ର ୮୮ଟଙ୍କା ୬୨ ପଇସା।

ନୂଆ ଦିଲ୍ଲୀ: MSME ଉପରେ ସରକାରଙ୍କ ଆଶା, ୫ ବର୍ଷରେ ସୃଷ୍ଟି କରାଯିବ ୫ କୋଟି ନିଯୁକ୍ତି ସୁଯୋଗ।

ସଂସଦ ଭବନର ସଂଲଗ୍ନ କୋଠାରେ ନିଆଁ, ଘଟଣ‌ାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗର ୫ଟି ଗାଡ଼ି ।

ଫୁସ୍ ଫୁସ୍ କର୍କଟରେ ଆକ୍ରାନ୍ତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବିଭିନ୍ନ ପରୀକ୍ଷଣ ପାଇଁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ।

ଆନ୍ଧ୍ର ରାଜଧାନୀ ପାଇଁ ନ୍ୟାୟିକ ଯୁଦ୍ଧ, ଜମି ଛାଡ଼ିଥିବା ଚାଷୀମାନେ ଆଗତ କଲେ ୫୩ ମାମଲା ।

ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ଦୁଇ ଭାଇ କରୋନା ଆକ୍ରାନ୍ତ

ସାରା ବିଶ୍ୱରେ ୭ ଲକ୍ଷ ୭୨ ହଜାର ୭୫୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି । ୨ କୋଟି ୧୮ ଲକ୍ଷ ୮୧ ହଜାର ୯୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୪୫ ଲକ୍ଷ ୫୩ ହଜାର୨୦୫ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ  ୯୧ ହଜାର ୭୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଜାତିସଙ୍ଘ ଜଳବାୟୁ ଯୁବ ଉପଦେଷ୍ଟା ଗୋଷ୍ଠୀର ପ୍ରଥମ ବୈଠକ, ଓଡ଼ିଆ ଝିଅ ଅର୍ଚ୍ଚନାଙ୍କ ପ୍ରସ୍ତାବକୁ ମିଳିଲା ସମର୍ଥନ।

ଦୀର୍ଘ ଦିନର ବିବାଦ ପରେ ଭାରତକୁ ଡାକିଲା ନେପାଳ, ବିକାଶ ନେଇ ଆଜି ହେବ ଆଲୋଚନା

ଆମେରିକାଠାରୁ ଭାରତରେ ଦୈନିକ ସଂକ୍ରମଣ ଅଧିକ, ମୃତ୍ୟୁସଂଖ୍ୟା ୫୦ ହଜାର ଛୁଇଁବ ।

କରୋନାରେ ଧିମେଇଲା ISROର କାର୍ଯ୍ୟ, ଗଗନୟାନ ଓ ଚନ୍ଦ୍ରୟାନ-୩ ମିସନରେ ହୋଇପାରେ ବିଳମ୍ବ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି,ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି....

Mon Aug 17 , 2020
ବାସ୍ତବ ବ୍ୟୁରୋ-ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି । ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି। ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଆମେରିକାର ନିଉ ଜର୍ସିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପଣ୍ଡିତ ଜସରାଜଙ୍କ ମୃତ୍ୟୁରେ ସଙ୍ଗୀତ ଜଗତ ଶୋକର ଛାୟା ଖେଳି ଯାଇଛି । ଜସରାଜଙ୍କ ପରିବାର ଦେଇଥିବା ସୂଚନା […]

You May Like

Pin It on Pinterest