ବାସ୍ତବବ୍ୟୁରୋ :ପିଫାଇଜର ଟିକା ନେବାର ୧୬ ଦିନ ପରେ ଡାକ୍ତରଙ୍କର ମୃତ୍ୟୁ ,ଟୀକାକରଣ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ | ସାରା
ବିଶ୍ଵର କରୋନା ଜୀବାଣୁକୁ ନଷ୍ଟ କରିବା ପାଇଁ ଅନେକ ଦେଶରେ ଟୀକାକରଣ ଅଭିଯାନ ଚାଲିଛି। ଏହି ସମୟରେ ଆମେରିକାରେ କୋଭିଡ ଟିକା ପ୍ରବର୍ତ୍ତନ ପରେ ଡାକ୍ତରଙ୍କ ମୃତ୍ୟୁ ଖବର ମିଳିଛି। ଆମେରିକାର ମିଆମି ସହରରେ ୫୬ ବର୍ଷିୟ ଗ୍ରେଗୋରୀ ମାଇକେଲଙ୍କୁ ଫିଫାଇଜର କରୋନା ଟିକା ଦିଆଯିବା ୧୬ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ଗ୍ରେଗୋରୀଙ୍କ ପତ୍ନୀ ହେଡି ନେକେଲମ୍ୟାନ କହିଛନ୍ତି ଯେ ତାଙ୍କ ସ୍ୱାମୀ ୧୮ ଡିସେମ୍ବରରେ କରୋନା ଟିକା ପାଇବା ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ।
Next Post
ଆଜିର ଖାସ୍ ଖବର ...
Mon Jan 11 , 2021
ବାସ୍ତବବ୍ୟୁରୋ :ପିଫାଇଜର ଟିକା ଦେବାର ୧୬ ଦିନ ପରେ ଡାକ୍ତରଙ୍କର ମୃତ୍ୟୁ ,ଟୀକାକରଣ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ | ସାରା ବିଶ୍ଵର କରୋନା ଜୀବାଣୁକୁ ନଷ୍ଟ କରିବା ପାଇଁ ଅନେକ ଦେଶରେ ଟୀକାକରଣ ଅଭିଯାନ ଚାଲିଛି। ଏହି ସମୟରେ ଆମେରିକାରେ କୋଭିଡ ଟିକା ପ୍ରବର୍ତ୍ତନ ପରେ ଡାକ୍ତରଙ୍କ ମୃତ୍ୟୁ ଖବର ମିଳିଛି। ଟୀକାକରଣ ଅଭିଯାନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

You May Like
-
4 years ago
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ…
-
4 years ago
କଟକରୁ ଏସି ଲୁଟେରା ଗିରଫ..
-
9 months ago
ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ବାର୍ଷିକ କ୍ରୀଡା ଉଦ୍ଘାଟିତ…