ଆସନ୍ତା ୧୩ ତାରିଖରେ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Photo:Bastab media

ବାସ୍ତବବ୍ୟୁରୋ: ଯେତେ ଯେତେ ପାଖେଇ ଆସୁଛି ପିପିଲି ଉପ ନିର୍ବାଚନ,ପ୍ରଚାର ମଇଦାନକୁ ଓଲ୍ହାଉଛି ସବୁ ଦଳର ଷ୍ଟାର ପ୍ରଚାରକ ।ଟାଣୁଆ ନେତାମାନଙ୍କ ମଧ୍ୟରେ ବଣ୍ଟାଯାଇଛି ଏରିଆ ,ସବୁଠାରୁ ବଡ଼କଥା ‌ଏବେ ସବୁ ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛନ୍ତି ।

ଦେଖିବାକୁ ଗଲେ ସମସ୍ତଙ୍କ ମନରେ ଗୋଟିଏ କଥାଯେ,୧୦ ଜଣ ପ୍ରାଥୀ ହେଲେବି ଦୁଇ ଜଣଙ୍କ ଭିତରେ ଚାଲିଛି ଵାଲା କଷାକଷି |ସମସ୍ତଙ୍କ ନାଜ୍ଜର କେବେ ମଇଦାନକୁ ଓଲ୍ହାଇବେ ବିଜେଡି ସୁପ୍ରିମୋ |ଏଇ ସାଗରଂ ପ୍ରଚାରରେ,ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନାନୁଯାଇ, ଧର୍ମେନ୍ଦ୍ର ସାଧାରଣ ସଭାରେ ଉଦବୋଧନ ଦେବେ, ଏହାଛଡା ଅନ୍ୟ କିଛି ବିଜେପିର କେନ୍ଦ୍ରୀୟ ନେତା ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି | ୮ ତାରିଖରୁ ପିପିଲି – ଡେଲାଙ୍ଗ ଅଂଚଳରେ ଜୋନାଲ ରାଲି କରିବ ବିଜେପି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିଠାରୁ ଆରମ୍ଭ ହେଲା (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ପରୀକ୍ଷା

Thu Apr 8 , 2021
ବାସ୍ତବବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ପରୀକ୍ଷା |ଏହା ୮ ଅପ୍ରେଲ( ଆଜି) ଆରମ୍ଭ ହୋଇ ଜୁନ୍‌ ୧୮ ରେ ଶେଷହେବ,ନିୟମ ଅନୁଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ଦିଆଯିବ। ପରୀକ୍ଷା ସମୟରେ କଟକଣା ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି କି, ସ୍କୁଲ କର୍ତୃପକ୍ଷ ପ୍ରାକ୍ଟିକାଲ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବେ। ପରୀକ୍ଷା ସମୟରେ କୋଭିଡ […]

You May Like

Pin It on Pinterest