ଦୁଇଦିନ ବନ୍ଦ ରହିବ ଦୁଇ ସ୍ଵତନ୍ତ୍ର ଟ୍ରେନ…

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଦୁଇଦିନ ବନ୍ଦ ରହିବ ଦୁଇ ସ୍ଵତନ୍ତ୍ର ଟ୍ରେନ, ଶାଳଗାଁ ଓ ରାଜଆଠଗଡ଼ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ, ରାଜଆଠଗଡ଼ ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଖୋର୍ଧାରୋଡ ରେଳ ମଣ୍ଡଳ ସୂଚନାନୁଯାୟୀ, ସେଥିପାଇଁ ରାଉରକେଲା-ଭୁବନେଶ୍ବର-ରାଉରକେଲା(୦୨୮୬୧/୦୨୮୬୨) ଓ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ(୦୮୩୦୩/୦୮୩୦୪) ଏପ୍ରିଲ ୨୭ ଓ ୨୮ ତାରିଖ ଦିନ ବାତିଲ ରହିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Apr 23 , 2021
କୋଭିଡ – ୧୯ ଲାଗି ଭାରତରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କ ଟିକାକରଣରେ ୬୭, ୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ ।  ଏଥିରେ ମୋଟ ରାଜ୍ୟ ଗୁଡ଼ିକ ପାଇଁ ୪୬ ହଜାର ୩୨୩ କୋଟି ଟଙ୍କା ଖର୍ଚ୍ଚ ରହିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ […]

You May Like

Pin It on Pinterest