ଗତ ୨୪ ଘଣ୍ଟା ରେ ରାଜଧାନୀରୁ ୭୦୮ କରୋନା ସଂକ୍ରମିତ ଚିହ୍ନଟ…

ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ଗତ ୨୪ ଘଣ୍ଟା ରେ ରାଜଧାନୀରୁ ୭୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚାନନ ମିଳିଛି । ବିଏମସି ରିପୋର୍ଟ ଅନୁଯାଇ ଏମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୫୭ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଛି।

ବିଏମସି ରିପୋର୍ଟ ଅନୁଯାଇ , ଆଜି ଚନ୍ଦ୍ରଶେଖରପୁର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଝାରପଡା, ଡୁମୁଡୁମା, ମଂଚେଶ୍ୱର, ଜାଗମରା ଆଦି ଅଂଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହା ସହିତ , ଖଣ୍ଡଗିରି, ଜୟଦେବ ବିହାର, ଆଚାର୍ଯ୍ୟ ବିହାରରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ହନୁମାନ ଜୟନ୍ତୀ ମକର ରାଶିରେ ରହିବେ ଶନି, କିପରି ହେବ ଗ୍ରହମାନଙ୍କର ଯୋଗ...

Tue Apr 27 , 2021
ବାସ୍ତବବ୍ୟୁରୋ:ଚୈତ୍ର ମାସର ପୂର୍ଣ୍ଣିମା ଦିନ ହନୁମାନ ଜୟନ୍ତୀ ୨୭ ଏପ୍ରିଲ ମଙ୍ଗଳବାର ଦିନ ପାଳନ କରାଯିବ। ଏହି ବର୍ଷ ହନୁମାନ ଜୟନ୍ତୀ ଉପରେ ଅନେକ ବିଶେଷ ସମନ୍ୱୟ ସୃଷ୍ଟି ହେଉଛି | ଗ୍ରହମାନଙ୍କ ବିଷୟରେ କହିବାକୁ ଗଲେ, ଏହି ବର୍ଷ ଶନି ହନୁମାନ ଜୟନ୍ତୀ ରେ ମକର ରାଶିରେ ରହିବେ | ରାହୁ, ତୁଳା କେତୁ ଓ ବିଛା ରେ ରହିବେ | ଏହିପରି, ଗ୍ରହମାନଙ୍କର ଏହି ଉତ୍ତମ ଯୋଗ […]

You May Like

Pin It on Pinterest