ବାସ୍ତବ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦଥାପିଛି। ଧନୁଯାତ୍ରା ପାଇଁ ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି। ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ମହାରାଜ କଂସଙ୍କ ଯୁଦ୍ଧ ଓ କଂସ ବଧର ଅଭ୍ୟାସ ଚାଲିଛି। ମହାରାଜ କଂସଙ୍କ ପାଇଁ ରାଜ ଦରବାର […]
ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପ୍ରବେଶ ବାରଣ, ସହ ପାଣିବୋତଲ,ଭ୍ୟାନିଟ୍ ବି ମନା । ଆଜି କିଛି ଏଭଳି ପରିସ୍ଥିତି ବାଲେଶ୍ୱରରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ହେଲେ ଏହି ସଭା ସ୍ଥଳକୁ ଆସୁଥିବା ବ୍ୟକ୍ତିଙ୍କୁ କଳା କପଡ଼ା ମନା ହୋଇଛି । କଳା ଟୋପି, କଳା ଓଡ଼ଣୀ, ସଲ୍, ଜ୍ୟାକେଟ୍ […]
ଜୟନ୍ତଶତପଥୀ(କେନ୍ଦ୍ରାପଡା):କେନ୍ଦ୍ରାପଡା ସହର ଉପକଣ୍ଠ କୋରୋ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା କୋରୋ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସଂଗଠନର ଉପଦେଷ୍ଟା ଦିବଂଗତ ବାନାମ୍ବର ଜେନାଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଦିବ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ ଅଧ୍ୟକ୍ଷତା କରିଥିବା ବେଳେ କବି ଶୈଳଜା ଶଙ୍କର ସାମଲ ଏବଂ ବିଷ୍ଣୁଚରଣ […]
ବାସ୍ତବ ବ୍ୟୁରୋ: ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କୁ ନେଇ, ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ, କରୋନା ପାଇଁ ପ୍ରସ୍ତୁତି, ଟିକାକରଣର ସ୍ଥିତି, ନୂତନ କୋଭିଡ-୧୯ ଭାରିଆଣ୍ଟର ଆଗମନ […]
ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ଘରୋଇ ବସ୍ ରାସ୍ତାରେ ଗଡ଼ିବ ନାହିଁ । ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛି। ଘରୋଇ ବସ୍ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି। ଆଜି ୮ ଦଫା ଦାବି ପୂରଣ ନେଇ ଘରୋଇ ବସ୍ ମାଲିକ ସଂଘର […]
ବାସ୍ତବ ବ୍ୟୁରୋ : ଚୀନରେ କୋଭିଡ୍-୧୯ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରିକି, କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି। ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ପାଇଁ ମିଳୁନି ବେଡ୍। ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଔଷଧ ଏବଂ ଅମ୍ଳଜାନର ସଙ୍କଟ ମଧ୍ୟ ଗଭୀର ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏସମୟର ବହୁ […]
ସୁବର୍ଣ୍ଣପୁର(ନମୋଗୁରୁ ହୋତା):ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ୫୦ ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ଯ କେନ୍ଦ୍ରର କାର୍ଯ୍ୟକାରୀ କରାଯାଇଛି l ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି ୨୦୨୨ ଜୁନ […]
ସଂଜୟ ଶତପଥୀ(କଟକ): ଓଡ଼ିଶାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶରେ ମୂଖ୍ୟ ଭୂମିକାକୁ ଦୀର୍ଘ ୭୬ ବର୍ଷ ଧରି ନିଷ୍ଠାର ସହ ନିର୍ବାହ କରିଆସୁଥୂବା ସର୍ବପୁରାତନ ଅନୁଷ୍ଠାନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଚଳିତ ବର୍ଷର ୯ମ ଓ ୧୦ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଅନୁଷ୍ଠିତ ହେବାକୁ ଥିବା ଟର୍ମ-୨ ପରୀକ୍ଷା ଲାଗି ଟେଷ୍ଟ ପେପର ପ୍ରକାଶ ପାଇଛି। ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କ ଦ୍ଵାରା […]
ସଂଜୟ ଶତପଥୀ(କଟକ):୧୮/୧୨- ରବିବାର ଆଜି ରୋଟ୍ରାକ୍ଟ ଡିଷ୍ଟ୍ରିକ୍ଟ୍ ୩୨୬୨ ର ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା କଟକ ବିଡାନାସୀ ସ୍ଥିତ ବସୁନ୍ଧରା ଖେଳପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ରୋଟ୍ରାକ୍ଟ କଟକ ସେଣ୍ଟ୍ରାଲ୍ ତରଫରୁ ଆୟୋଜନ କରାଯାଇଥିଲା। ଏହି କ୍ରିକେଟ୍ ପ୍ରତିଯୋଗିତାର ମୁଖ୍ଯ ଉଦ୍ଦେଶ୍ଯ ଥିଲା ରୋଟ୍ରାକ୍ଟ ଦ୍ୱାରା ହେଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ଯକ୍ରମ ବିଶେଷ କରି ଗରୀବ ପିଲା ଙ୍କୁ ଦୈନିକ ମାଗଣା ଶିକ୍ଷାଦାନ ଯୋଜନା ଯାହା “ପାଠଶାଳା” […]


