ସଂଜୟ ଶତପଥୀ(କଟକ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କରସ ଆସୋସିଏସନ୍,କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସୋସିଏସନ୍ ର ସହରାଞ୍ଚଳ-୨ ଶାଖା ର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସିଂହ ଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡ଼ି କର୍ମଚାରୀ କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କୁ ଘରୋଇ କାର୍ଯ୍ୟାଳୟରେ ଭେଟି ସମସ୍ତ ସରକାରୀ […]

ସଂଜୟଶତପଥୀ(କଟକ): ୨୭/୧୧- ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର କଟକ ବିଡାନାସୀସ୍ଥ ଶ୍ରୀ ଚହଟେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବେଦ ଧ୍ବନିରେ ସଭାସ୍ଥଳୀକୁ ମୁଖରିତ କରିଥିଲେ ପଣ୍ଡିତ ଦିଲ୍ଲୀପ କୁମାର ସାବତ। ସମନ୍ବୟର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରକାଶନ ସମ୍ପାଦକ ଇଂ ଅବିନାଶ ପରିଡ଼ା ପଣ୍ଡିତ […]

ବାସ୍ତବ ବ୍ୟୁରୋ: ବାବା ରାମଦେବ ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ପୁଣି ବିବାଦରେ ଫସିଛନ୍ତି। ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି। ଏପରିକି ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଉଛି। ସୂଚନାନୁଯାୟୀ, ଶନିବାର ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷକା ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର […]

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଭୁଶୁଡ଼ିଲା ରେଲଓ୍ବେ ଫୁଟ୍ ଓଭର ବ୍ରିଜ୍ । ୬୦ଫୁଟ୍ ଉଚ୍ଚରୁ ରେଳ ଧାରଣା ଉପରେ ଖସିପଡ଼ିଲେ ଲୋକ । ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।   ସୂଚନାନୁଯାୟୀ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ବଲ୍ଲାରଶାହା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟଛି […]

ନବୀନ ଦାଶ(ବରଗଡ଼): ୨୭।୧୧ –ଆଶ୍ଚର୍ଯ୍ୟ ହେଲେବି ସତ,ଦିନକୁ ଦିନ ବଦଳୁଛି ପ୍ରବେଶ,ପ୍ରକୃତି ବଦଳାଉଛି ରୂପ ।ନିତିଦିନ ଦେଖିବାକୁ ମିଳୁଛି ଏମିତି କିଛି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଏମିତି ଏକ ଚମତ୍କାର ଘଟଣା ନଜରକୁ ଆସିଛି,ବରଗଡ଼ ଜିଲ୍ଲା ଗାଇସଲେଟ ବ୍ଲକ ଜଗଲପାଟ ଗାଁରେ। ଏଠାରେ ଏକ ଛେଳି ମାନବ ଚେହେରା ଥିବା ଛୁଆ ଜନ୍ମ ଦେଇଛି। ଏହିଛଲୀ ଛୁଆର ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି […]

ଉଲୁଣ୍ଡା(ନମୋଗୁରୁ ହୋତା):ସୁବର୍ଣ୍ଣପୁର ଜିଲ୍ଲା ପାଲଟିଛି ଏବେ ଅପରାଧ ର ଜିଲ୍ଲା ଦିନ ଦୁଇ ପ୍ରହରେ ଚୋରି ତ କେତେବେଳେ ଦିବାଲୋକ ରେ ବିଚ ରୋଡ଼ ରେ ଜୁଆ ଖେଳ ।ହେଲେ ବଡ଼ ବଡ଼ିଆ ପ୍ରଶାସନ ବାବୁ ମ।ନେ ଚୁପ ଚାପ ବସିରହିଛନ୍ତି । ଚୋର କୁ ଧରିବା ତ ଦୂର ର କଥା ଚୋରି ର ଟେର ମଧ୍ୟ୍ୟ ପାଉନାହିଁ ପୋଲିସ । ଘଟଣା ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା […]

ସଂଜୟ ଶତପଥୀ(କଟକ): ବାବା ପିଲଚୁ ଯୁବକ ସଂଘ, ବାଲ୍ମୀକିନଗର ସି ଡି ଏ ସେକ୍ଟର ୧୩, କଟକ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ନେଣ୍ଡା ସହରାୟ ପର୍ବ (କାଳୀପୂଜା) ଉପଲକ୍ଷେ ଫୂଟବଲ ପ୍ରତିଯୋଗୀତା ଓ ଢାବୁଲ ତାମସା ଆଜି ହେଉଛି ପ୍ରଥମ ଦିନ ଏଥିରେ ୮ ଗୋଟି ଫୂଟବଲ ଦଳ ଅଂଶ ଗ୍ରହଣ କରିଥିଲେ l ଦଳ ଗୁଡିକ ହେଲେ – ଏଭର ଗ୍ରୀନ ସି ଡି ଏ […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କେନ୍ଦୁପତ୍ର ଉପରେ ଲାଗିଛି ୧୮ ପ୍ରତିଶତ ଜିଏସ୍‌ଟି । ଯାହା ଦ୍ୱାର ପ୍ରଭାବିତ ହେଉଛନ୍ତି ତୋଳାଳି । କେନ୍ଦ୍ରୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି । ସୂଚନାନୁଯାୟୀ, କିଛି ଦିନ ତଳେ ହୋଇଥିବା ଜିଏସ୍‌ଟି ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିଲା । କେନ୍ଦୁପତ୍ର […]

ବାସ୍ତବ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଇଁ ଆପ୍‌-କଂଗ୍ରେସ-ବିଜେପି ତିନି ଦଳ ଚଳାଇଛନ୍ତି ଜୋର୍‌ସୋର୍‌ରେ ନିର୍ବାଚନୀ ପ୍ରଚାର । ଏହାରି ଭିତରେ ଆଜି(ଶନିବାର) ଗୁଜୁରାଟ ପାଇଁ ନିର୍ବାଚନ ଇସ୍ତାହାର ଜାରି କରିଛି ବିଜେପି। ଦଳ ସଭାପତି ଜେପି ନଡ୍ଡା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଇସ୍ତାହାର ଜାରି କରାଯାଇଛି। ଏଥର ବିଜେପି ସରକାର ୨୦ ଲକ୍ଷ ନିଯୁକ୍ତି ଦେବା ନେଇ ଘୋଷଣା କରିଛି। ଆସନ୍ତା ୫ ବର୍ଷରେ ଏହି […]

Pin It on Pinterest