ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ବାରାକୁଲାରେ ଜଣେ ତାନ୍ତ୍ରିକ ମହିଳାଙ୍କୁ ରୋଗମୁକ୍ତ ପାଇଁ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିଛନ୍ତି । ମହିଳା ଜଣକଙ୍କର ଦେହ ଖରାପ ଥିବାରୁ ତାଙ୍କ ସ୍ବାମୀ ଜଣେ ତାନ୍ତ୍ରିକଙ୍କୁ ଡ଼କାଇଥିଲେ । ତାନ୍ତ୍ରିକ ଜଣକ ସଂପୃକ୍ତ ମହିଳାଙ୍କ ଘରେ ପହଁଚି ଗୋଟିଏ ନିରଳା ଘରେ କବାଟ ବନ୍ଦ କରି ପୂଜା କାଠ କରିବାକୁ କହିଥିଲେ , ତାନ୍ତ୍ରିକ ଜଣକ ଏହି ସୁଯୋଗରେ […]

୫ ପ୍ରକାରର ଧୋକାବାଜ : ଯଦି ଆପଣ ଭାବୁଥିବେ ଯେ ଆପଣ ନିଜ ସମ୍ପର୍କରେ ବର୍ଷ ବର୍ଷ ଧରି ନିଜ ସାଥୀଙ୍କୁ ଠକି ପାରିବେ, ତେବେ ଆପଣ ନିଶ୍ଚିତ ଭାବରେ କିଛି ଭୁଲ ବୁଝାମଣାରେ ଅଛନ୍ତି | ହଁ, କୌଣସି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ୟ ଜଣକୁ ପ୍ରତାରଣା କରିପାରିବେ ନାହିଁ | ପ୍ରତାରଣାକାରୀର ସତ୍ୟ ସର୍ବଦା ଅନ୍ୟ ଜଣଙ୍କ ସାମ୍ନାରେ କୌଣସି ପ୍ରକାରେ ବାହାରକୁ ଆସେ | […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୬।୦୫ :ବିଏମ୍‌ସି ସଫେଇ କର୍ମଚାରୀ ଘେରିଲେ ସହିଦ ନଗର ଥାନା । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦା ମାଡ ମାରିବା ଅଭିଯୋଗରେ ଥାନା ଘେରାଉ କରାଯାଇଛି । ସୂଚନା ଅନୁଯାଇ, ସୋମବାର ସକାଳ ସମୟରେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ […]

ବିନିକା(ନମୋଗୁରୁ ହୋତା):୧୫/୦୫/୦୨୨। ସୁବର୍ଣପୁର ଜିଲ୍ଲା ପୋଲିସ ଆନୁକୁଲ୍ୟରେ ମେଗା ରକ୍ତଦାନ ଶୀବିର ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଙ୍କ ନିର୍ଦ୍ଦେଶ ରେ ବିନିକା ଥାନା ପରିସର ରେ ଏହି ହୋଇଥିଲା ମେଗା ରକ୍ତଦାନ ଶୀବିର ଅନୁଷ୍ଠିତ ହୋଇଥିଲା । ଏଥୀରେ ୧୬୨ ରୁ ଉର୍ଦ୍ଧ୍ବ ରକ୍ତ ଦାତା ରକ୍ତ ଦାନ କରିଥିଲେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ […]

ପ୍ରମୋଦ ନାୟକ(ଭୁବନେଶ୍ଵର): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି। ଏବେ ପ୍ରଚାର ପାଇଁ ସଳବାଜ ହେଲେଣି ଦଳ ତଥା ପ୍ରାର୍ଥୀଙ୍କ ସମର୍ଥକ ।ଏବେ ସରଗରମ ହେବ ବ୍ରଜରାଜ ନଗର ରାଜନୀତି । କମ୍ପିବ ବ୍ରଜରାଜନଗର ମଇଦାନ। ଛୁଟିବ ନେତାଙ୍କ ସୂଅ। ଏହି ପରିପେକ୍ଷୀରେ ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସଭାପତି ସମୀର ମହାନ୍ତିଙ୍କ […]

ଝାରସୁଗୁଡ଼ା ୧୫।୦୫: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦମ୍ଭୋକ୍ତି, ବ୍ରଜରାଜନଗର ଉପନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ୍ ରେ ଜିତିବେ ବିଜେଡି ପ୍ରାର୍ଥୀ। ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନମଣ୍ଡଳବାସୀ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ପୁଣି ଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ୧୫//୦୫//୨୦୨୨ ।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଚଡଦିଆ ରେଡକ୍ରସ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ ପକ୍ଷରୁ ଏକ ସାଙ୍ଗଠନିକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଓ ରାଜ୍ୟ ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର ଜିଲ୍ଲା ସମ୍ପାଦିକ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସହ ସମ୍ପାଦକ ଓ ସ୍ବାଭିମାନୀ ସାଥି ଗଣ ଉପସ୍ଥିତ ରହି […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୧୫/୦୫- ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ଜଣେ ଡ଼ାକ କର୍ମଚାରୀଣୀଙ୍କ ସଂଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତ ପୋଷ୍ଟମାଷ୍ଟର ଜଣକ ହେଉଛନ୍ତି ପିରାହାଟ ଥାନା ଅଧନ ଦୌଲତପୁର ଗାଁର ଅର୍ଚ୍ଚନା ପାଣିଗ୍ରାହୀ , ସେ ଯଶିପୁର ଡାକ କାର୍ଯ୍ୟାଳୟରେ ସହପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେ ପୋଷ୍ଟ କାର୍ଯ୍ୟାଳୟ ନିକଟରେ ଏକ ଭଡ଼ାଘରେ ରହୁଥିଲେ ହେଲେ ତାଙ୍କର ମୃତ ଦେହ ଆଜି ଝୁଲନ୍ତା […]

ଭୁବନେଶ୍ୱର,୧୫/୦୫: ଗୋଟିଏ ଲଘୁଚାପର ଭୟ ଲୋକଙ୍କ ମନରୁ ଲିଭି ନଥିବାବେଳେ,ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗ ଲଘୁଚାପ ସୃଷ୍ଟିହେବା ନେଇ ଅନୁମାନ କରିଛି ।ଏହି ଲଘୁଚାପ ଚଳିତ ମାସ ୧୯ ସୁଦ୍ଧା ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗ ଆକଳନ ଅନୁଯାଇ,ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଏହାର ନିକଟବର୍ତ୍ତୀ […]

ପ୍ରମୋଦ ନାଏକ(ଭୁବନେଶ୍ୱର):ଆଜି ଭୁବନେଶ୍ୱର ୟୁନିଟ ୯ ସ୍ୱାଧୀନତା ସଂଗ୍ରାମୀ ସଦନ ବୈକୁଣ୍ଠ ସାରଣୀ ସଭାଗୃହ ରେ ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚକ୍ର କୁ ମୁଖ୍ୟଅତିଥି ଐତିହାସିକ ଗବେଷକ ଓ ଇଣ୍ଟାକ ର ସଭ୍ୟ ଡ.ଅନିଲ ଧିର ଯୋଗ ଦେଇ ଉଦଘାଟନ କରିଥିଲେ। ଆଲୋଚନା ଚକ୍ର ରେ ସ୍ୱାଗତ ଭାଷଣ ଶିକ୍ଷାବିତ ପ୍ରଫେସର ଉପେନ୍ଦ୍ର ପାଢ଼ୀ ପ୍ରଦାନ କରିଥିଲେ।ଆଜିର ଏହି ଆଲୋଚନାଚକ୍ର ରେ […]

Pin It on Pinterest