ନାଇଜେରିଆ:ନାଇଜେରିଆର ଦକ୍ଷିଣ ପୂର୍ବର ଏକ ବିଶୋଧନାଗାରରେ ବିସ୍ଫୋରଣରେ ଅତି କମରେ ୧୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ମୃତଦେହକୁ ଖୋଜିବା ସହିତ ବିସ୍ଫୋରଣର ସନ୍ଦେହରେ ଥିବା ଦୁଇ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟ ଅଧିକାରୀମାନେ ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି ଯେ ଇମୋ ରାଜ୍ୟର ଓହାଜି-ଇଗବେମା ସ୍ଥାନୀୟ ସରକାରୀ ଅଞ୍ଚଳରେ ଶୁକ୍ରବାର ରାତିରେ ବିସ୍ଫୋରଣରେ ଦୁଇଟି ଇନ୍ଧନ ସଂରକ୍ଷଣ ସ୍ଥାନ ମଧ୍ୟ ରହିଥିଲା ଯେଉଁଠାରେ ୧୦୦ […]
ଶୁଭ୍ରକାନ୍ତ ରାଉତରାୟ:ଭଦ୍ରକ (କଲେଇ )ରାଜ୍ୟରେ ପ୍ରତିବର୍ଷ ମାର୍ଚ୍ଚ 5 ତାରିଖରେ ପଞ୍ଚାୟତରାଜ ଦିବସ ପାଳନ କରାଯାଉଥିବାବେଳେ ଜାତୀୟ ପଞ୍ଚାୟତରାଜ ଦିବସ ଏପ୍ରିଲ 24 ରେ ପାଳନ କରାଯାଉଛି | ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ଭଦ୍ରକ ବ୍ଲକ କଲେଇ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ କଲେଇ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମଳିକ, ସମିତି ସଭ୍ୟା ଅହଲ୍ୟା ମଳିକ, ଶିକ୍ଷକ ନେତା ବାବୁଲା […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୮୯ ଜଣକୁ ବୃଦ୍ଧି ପାଇଛି ।ଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୨୯ ଜଣ ସୁସ୍ଥ ହୋଇଛନ୍ତି । ମନମୁଖୀ ଅଧିକ ବିଦ୍ୟୁତ୍ ବିଲ ଦେବା […]
ବବିତା ସାମଲ(ଭଦ୍ରକ): ଭଦ୍ରକ ପୋଲିସ କୁ ବଡ ସଫଳତା |ଗ୍ରାମାଞ୍ଚଳ ପୋଲିସ ଲୁଟେରା ଗ୍ୟାଙ୍ଗ କୁ ଠାବ କରିଛି , ସୂଚନା ମୁତାବକ ଗତ ୧୯ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଧରିତ୍ରୀ ନଗର ଅଞ୍ଚଳରେ ସୁନା ଚେନ ଛିନତାଇ ହୋଇଥିଲା | ଜଣେ ମହିଳା ତାଙ୍କ ପିଲା କୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଡକାୟତ ଛିନତାଇ କରିଥିଲେ l ଯାହାକୁ ନେଇ ଗ୍ରାମାଞ୍ଚଳ ଥାନାରେ […]
ବିମଲ ଯୋଶୀ(ବଲାଙ୍ଗୀର) :ଏବେ ବି ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ,ଆତ୍ମହତ୍ୟା ନା ହତ୍ୟା ? ୧୦ ଦିନର କଲେଜ ଜୀବନ କଣ ଏମିତି ଘଟିଲା କାହିଁକି ଆତ୍ମହତ୍ୟା କଲେ ନିଶିକାନ୍ତ ? ବାପା ମାଙ୍କର ଏକମାତ୍ର ପୁଅ। ବାପା ପ୍ରଫେସର, ମା ଶିକ୍ଷୟିତ୍ରୀ। ଡାକ୍ତର ହେବାକୁ ଆଖିରେ ଆଖିରେ ସ୍ୱପ୍ନ ନେଇ ଦୀର୍ଘ୍ୟ ୧୫୦୦ କିଲୋମିଟର ଦୂରରୁ ଓଡିଶା ଛୁଟି ଆସିଥିଲେ ନିଶାନ୍ତ। ବିନା କୋଚିଂରେ […]
ଶାନ୍ତନୁ ପଣ୍ଡା(ବିନିକା):ପ୍ରଥମେ ଖାଲି ଆଖିର ଦେଖା ପଛକୁ ପରିଚୟ ସେପରିଛେ ହେଲେ ନିବିଡ଼ ମନ୍ତ୍ର ବିନିମୟ ।ହୁଏତ ଆମିଟିକିଛି ଆପଣଙ୍କ ଜୀବନରେ ନିଶ୍ଚୟ ଘଟିଥିବ । ରୂପକ କୁଜୁରଙ୍କ ମଧ୍ୟ ଏମିତି ହୋଇଥିଲା ହେଲେ ସେ କଣ ଜାଣିଥିଲେ ପରେ ଏମିତି ହେବବୋଲି । ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋର ହୋଇଛନ୍ତି ବିନିକା ଅତିରିକ୍ତ ତହସିଲଦାର ବାବୁ । ଖବର ଅନୁଯାଇ, ଅତିରିକ୍ତ ତହସିଲଦାର ରୂପକ କୁଜୁରଙ୍କ ନାମରେ […]
ଭୁବନେଶ୍ୱର, ୨୨/୦୪:ମୁଖ୍ୟ ଶାସନ ସଚିବ ମାଟ୍ରକ ଓ ଯୁକ୍ତ ଦୁଇ ପରୀକ୍ଷା କୁ ନେଇ ସମୀକ୍ଷା କରିଛନ୍ତି । ସୁ ଵେବସ୍ଥା ମଧ୍ୟରେ ସୁଚାରୁରୂପେ ପରୀକ୍ଷା ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପରୀକ୍ଷା କେନ୍ଦ୍ରରେ ଉପଯୁକ୍ତ ସୁରକ୍ଷା ଏବଂ ସୁପରିଚାଳନା ପାଇଁ ପରାମର୍ଶ ଦେଇଛନ୍ତି ସିଏସ୍ । ସମୀକ୍ଷା ବୈଠକରେ […]
ସନ୍ତୋଷ କୁମାର ପାତ୍ର (ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ସରକାରୀ ଉ.ପ୍ରା ବିଦ୍ୟାଳୟ ରେ ବିଗତ ଦୁଇ ମାସ ଧରି ଜଣେ ଶିକ୍ଷୟତ୍ରୀ ପାଠ ନ ପଢାଇ ଲଗାତାର ଛୁଟି ରେ ରହିବା ଘଟଣାକୁ ଗ୍ରାମ୍ୟ ଶିକ୍ଷା କମିଟି ସହଜରେ ଗ୍ରହଣ କରି ପାରୁ ନାହାନ୍ତି | ପ୍ରଧାନ ଶିଷୟିତ୍ରୀ ଓ ଶିକ୍ଷା ପରିଚାଳନା କମିଟି କୁ ଉକ୍ତ ଶିକ୍ଷୟିତ୍ରୀ ଅସମ୍ମାନ ପ୍ରଦର୍ଶନ କରୁଥିବାରୁ ଅଭିଭାବକ ମହଲରେ […]
ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ସାକ୍ଷୀଗୋପାଳ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ରେ ପଇଁଚାଳିଶ ତମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀରୀ ରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ମୋ କଲେଜେ ଅଭିଯାନର ଆକାଶ ଦାସ ନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ, ବ୍ଲକ ଅଧକ୍ଷ ସୁନୀଲ […]
ନମୋଗୁରୁ ହୋତା(ସୋନପୁର): ସୁବର୍ଣ୍ଣପୁର ଜନସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ଯାଳୟରେ ସମୟୋଚିତ ଏବଂ ତ୍ଵରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଙ୍କ ଦ୍ୱାରା କମ୍ପୁଟର୍ ପରିଚାଳିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭ ଉଦ୍ଘାଟନ ହୋଇଯାଇଛି I ଓଡ଼ିଆ ସରକାରଙ୍କ 5 ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସ୍କିମ ଦ୍ଵାରା ଜିଲ୍ଲା ପରିବହନ କାର୍ଯ୍ଯାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ଜନସାଧାରଣଙ୍କ ଭିଡ ହେବନାହିଁ ଏବଂ ସେମାନେ କୌଣସି […]