ତ୍ରିନାଥ ବାରିକ(ବ୍ରହ୍ମଗିରି):୧୯/୦୩- ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ।ପୂର୍ବ ବିବାଦକୁ ନେଇ ଚାଲିଛି ବୋମା ମାଡ଼ । ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହେଉଛି ଘନଘନ ବୋମାମାଡ । ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦୁଇ ଥର ସଂଘର୍ଷ ଘଟି ଏକାଧିକ ବୋମାମାଡ଼ ହୋଇଥିବାବେଳେ,ଆଜି ପୁଣି ସେହି ପୂର୍ବ ବିବାଦକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ । […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୧୦୮ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୭୨୭୧ଜଣ ସୁସ୍ଥ ହୋଇଛନ୍ତି । ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର […]

ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ୧୮//୦୪//୨୦୨୨।ଭଦ୍ରକ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସାରା ଆକାଶ କ୍ଲବରେ ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଘଣ୍ଟେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ସୁଧାକର ଧନୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ […]

ବାସ୍ତବବ୍ୟୁରୋ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ ବିଷୟରେ ସବୁଆଡେ ଆଲୋଚନା ଚାଲିଛି | ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି | କିଛି ଲୋକ ଏହି ଚଳଚ୍ଚିତ୍ରକୁ ଦୃଢ ବିରୋଧ କରୁଥିବା ମଧ୍ୟ ଦେଖାଯାଏ | ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ କହିଛନ୍ତି ଯେ ଲୋକମାନେ ଫିଲ୍ମରେ ଦେଖାଯାଇଥିବା ସତ୍ୟରୁ ଦୂରେଇ ରହିବା ଉଚିତ୍ ନୁହେଁ। କାଶ୍ମୀର ଫାଇଲ […]

‘କାଶ୍ମୀର ଫାଇଲସ ‘ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି | ଚଳଚ୍ଚିତ୍ରଟି ବନ୍ଦ ହେବା ପାଇଁ ମନୋବୃତ୍ତିରେ ନାହିଁ, କିନ୍ତୁ ପ୍ରତିଦିନ ଏହାର ରୋଜଗାର ମଧ୍ୟ ବୃଦ୍ଧି ପାଉଛି | ଫିଲ୍ମର ଦ୍ୱିତୀୟ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି | ହୋଲି ଅବସରରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଛି। ‘କାଶ୍ମୀର ଫାଇଲସ’ ପ୍ରେକ୍ଷାଳୟକୁ କବଜା କରି ରଖିଥିବା ପରି ଲାଗୁଛି, ‘ବଚ୍ଚନ ପାଣ୍ଡେ’ର ରାସ୍ତା […]

ସ୍ମୁତୀ ସନ୍ଧ୍ୟା ହୋଲିର ପବିତ୍ର ପର୍ବ ସୋହାର୍ଧତା, ସୁଖ, ସମୃଦ୍ଧି ଏବଂ ଭାଇଚାରା ର ପ୍ରତୀକ ଭାବରେ ଜଣାଶୁଣା | ରଙ୍ଗର ଏହି ପର୍ବରେ, ଆପଣ ନିଜ ଇଚ୍ଛା ଅନୁସାରେ ରଙ୍ଗ ବାଛିପାରିବେ | ଏହି ପର୍ବରେ ପ୍ରତ୍ୟେକ ରଙ୍ଗର ନିଜସ୍ୱ ବିଶେଷ ମହତ୍ତ୍ୱ ରହିଛି | ହୋଲି ଖେଳିବା ପାଇଁ ରଙ୍ଗର ମହତ୍ତ୍ୱକୁ ବାସ୍ତୁ ମତରେ କୁହାଯାଇଛି |ଆସନ୍ତୁ ସେ ବିଷୟରେ ଜାଣିବା | ନୀଳ ରଙ୍ଗ ସହିତ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୦୩୬ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୦୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୭୧୫୩ଜଣ ସୁସ୍ଥ ହୋଇଛନ୍ତି ।  ଆଜି ଦୋଳ ପୂର୍ଣ୍ଣିମା । ଆଜି ଦୋଳ ଗୋବିନ୍ଦ […]

ଆମର ସଂସ୍କୃତି ଆମର ଗୌରବଆମର ପରମ୍ପରା ଆମର ସ୍ବାଭିମାନ କଥାରେ ଅଛି ଓଳକଣା ମେଲଣ,ଆଳିରଜା ଝୁଲଣ,ଅଶୁରେଶ୍ୱର ରାମନବମୀ, ପୁରସ୍ତମ ଚନ୍ଦନ।ଆମ ଐତିହ୍ୟ ଆମ ପରମ୍ପରା ଆଜିବି ଆମକୁ ଗୌରାବାନୀତ କରେ । ପ୍ରାଚୀନ ଆଳି ପ୍ରଗଣା,ଏବେର ଡେରାବିଶ ବ୍ଲକର ଅନ୍ତିମ ଭାଗ ରେ ଅବସ୍ଥିତ ଓଳକଣା ଗ୍ରାମ । ଏହି ଗ୍ରାମରେ ଅନୁଷ୍ଠିତ ହୁଏ ‘ଓଳକଣା ମେଲଣ’। ଏହି ମେଲଣ ପଡିଆ ର ପ୍ରାୟ ୮୫ଭାଗ କେନ୍ଦ୍ରପଡା ଜିଲ୍ଲା ରେ […]

ସ୍ମୁତୀ ସନ୍ଧ୍ୟା ସାଧାରଣତ ପନିପରିବା ଖାଦ୍ୟ ପାଇଁ ବ୍ୟବହୃତ ହୁଏ,କିନ୍ତୁ ଆପଣ ଜାଣନ୍ତି କି ଚର୍ମରେ ପନିପରିବା ଲଗାଇବା ମଧ୍ୟ ଚେହେରାରେ ଏକ ପ୍ରାକୃତିକ ଚମକ ଆଣିଥାଏ |କିଛି ପନିପରିବା ଅଛି,ଯାହାକୁ କିଛି ଦ୍ରବ୍ୟ ସହିତ ମିଶାଇ ସିଧାସଳଖ ମୁହଁରେ ଲଗାଇଲେ ମଧ୍ୟ ମୃତ ସେଲକୁ ମୁହଁରୁ ବାହାର କରିଦିଏ | ଆଜି ଆମେ ଆପଣଙ୍କୁ ପନିପରିବା ର ଏପରି ଫେସ୍ ମାସ୍କ କହୁଛୁ, ଯାହା ମୁହଁରେ ଲଗାଇଲେ ତତକ୍ଷଣାତ୍ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ୧୬।୦୩ -ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କର କୋଭିଡ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ୫୪ ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ଟିକା ଦିଆଯଉଛି। ଏହା ସହ ୬୦ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଆଜିଠାରୁ ପ୍ରିକସନ ଡୋଜ ନେଇପାରିବେ। ସେ […]

Pin It on Pinterest