ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ):ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ କହିଛନ୍ତି ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ବିବାଦ ଦର୍ଶାଉଛି ଯେ ଏକ ପାରମ୍ପାରିକ ଯୁଦ୍ଧ ହୋଇପାରେ ଏବଂ ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ହେବା ଆବଶ୍ୟକ। ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ ମଙ୍ଗଳବାର ଦିନ କହିଛନ୍ତି ଯେ ବର୍ତ୍ତମାନ “ଚାଲୁଥିବା ରୁଷ-ୟୁକ୍ରେନ ଯୁଦ୍ଧରୁ ଆମେ ସବୁଠାରୁ ବଡ଼ ଶିକ୍ଷା ପାଇପାରିବା ଯେ ଭାରତକୁ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ୦୭।୦୩- ପୌର ନିର୍ବାଚନରେ ରହିବନାହିଁ କୌଣସି କୋଭିଡ କଟକଣା ।ଚଳିତ ବର୍ଷ ମୋଟ ୪୨ ଲକ୍ଷ ଭୋଟର ସେମାନଙ୍କ ମତ୍ତ ସାଵସ୍ତ୍ୟ କରିବେ ।ମୋଟ ୧୮୯୯ଟି ଓ୍ୱାର୍ଡର ୪୪୭୫ଟି ବୁଥ୍ ରେ ହେବ ପୌର ନିର୍ବାଚନ। ନିର୍ବାଚନ ପରିସ୍ତିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ […]
ଆଶିଷ କୁମାର ନାୟକ( ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା ତରାସ-ଦେଉଳି ଆର୍ ଡି ରାସ୍ତା ତରାସ ନେତାଜୀ ଛକଠାରେ ଏକ ମର୍ମଦୁତ ସଡକ ଦୁର୍ଘଟଣା | ଏହି ଦୁର୍ଘଟଣା ରେ ଆହତ ହୋଇଛନ୍ତି ପଡୋଶୀ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଥିବା ଗୋଲାଆଡିଆ ଗ୍ରାମ ର ଜୈନିକ ବ୍ୟକ୍ତି |ନିଜର ମୋଟରସାଇକେଲ ରେ ରାଜକନିକା ଆଡକୁ କୌଣସି କାର୍ଯ୍ୟ ପାଇଁ […]
ନୂଆଦିଲ୍ଲୀ: MG Motor India ଆଜି ZS EV ର ଅପଡେଟ୍ ମଡେଲ୍ ଲଞ୍ଚ କରିବାକୁ ଯାଉଛି | MG ZS EV ପ୍ରଥମେ ଜାନୁଆରୀ ୨୦୨୧ ରେ ଲଞ୍ଚ କରାଯାଇଥିଲା | ଅଳ୍ପ କିଛି ଛୋଟ ପରିବର୍ତ୍ତନ ଏବଂ ଅପଡେଟ୍ ପରିସର ସହିତ ଏହା ପୁନ un ଚାଳିତ ହେଉଛି | MG ZS EV ର ଅପଡେଟ୍ ହୋଇଥିବା ମଡେଲ୍ ପୂର୍ବ ଅପେକ୍ଷା ୪୮୦ କିଲୋମିଟର ଅଧିକ […]
ନବୀନ ଦାଶ(ବରଗଡ଼): ରାଜ୍ୟରେ ଦିନକୁ ଦିନ ମଦ,ଗଞ୍ଜାଇ ଓ ନିଶା ମାଫିଆ ଙ୍କ ଆତଙ୍କ ହୁ ହୁ ହେଇ ବଢ଼ି ଚାଲିଥିବାବେଳେ ଅଣାୟତ୍ତ ହୋଇଛି ନିଶା କାରବାର। ଯାହା ବରଗଡ଼ଜିଲ୍ଲା ଅତାବିରା ପୋଲିସ ଦ୍ୱାରା ବିପୁଳ ପରିମାଣ ର ଗଞ୍ଜାଇ ଜବତ ହୋଇଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି। ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଅତାବିରା ପୋଲିସ ଆଇଆଇସି ଅନୀଲ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୬/୦୩ -ଚାନ୍ଦବାଲି ଏନ ଏ ସି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ୩ ପ୍ରମୁଖ ଦଳର ୧୭ କାଉନ୍ସିଲର ଓ ଜଣେ ଅଧ୍ୟକ୍ଷ ପ୍ରାଥୀନୀଙ୍କ ନାମାନଙ୍କ ପତ୍ର ଦାଖଲ lପୌର ନିର୍ବାଚନ ପାଇଁ ଚାନ୍ଦବାଲି ବିଜ୍ଞାପିତ ଅଂଚଳରେ ୩ ରାଜନୈତିକ ଦଳ ପକ୍ଷରୁ ଚାଲିଛି କଡ଼ା ଟକର । ୨ ତାରିଖରୁ ୭ ତାରଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ଶେଷ ଦିନ ମଧ୍ୟରେ ଆଜି ଷଷ୍ଠ ଦିନରେ […]
ମନୋଜ ମହାନ୍ତି(ଭୁବନେଶ୍ୱର):୦୬।୦୨- ପାର୍ଲାମେଣ୍ଟ ନିଉଜ ଢାଞ୍ଚାରେ,ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଶ୍ରୀ ପାତ୍ର,ଆହୁରୀ ମଧ୍ୟ କହିଛନ୍ତି କି,ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍, ଗତ ଶନିବାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଶୁଭାରମ୍ଭ ହୋଇଛି । ବିଧାନସଭା ପରିସରରେ ଷ୍ଟଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୦୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୨୨୮ଜଣ ସୁସ୍ଥ ହୋଇଛନ୍ତି […]
ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କକୁ ପରିଭାଷିତ କରିବା ପାଇଁ ବିଭିନ୍ନ ଅଦାଲତରୁ ଅନେକ ବିଚାର ଆସିଛି | ବର୍ତ୍ତମାନ ପତ୍ନୀ ଙ୍କ ବିପକ୍ଷରେ ଏବଂ ସ୍ୱାମୀଙ୍କ ସପକ୍ଷରେ ବିଳାସପୁର ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ବାସ୍ତବରେ, ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପାଇଁ ଏକ ଆବେଦନ ଦାଖଲ କରିଥିଲେ | ଯାହା ୧୩ ଡିସେମ୍ବର ୨୦୧୭ ରେ ପରିବାର କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା | ଏହି ନିଷ୍ପତ୍ତି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୦୧୯ଜଣ ସୁସ୍ଥ ହୋଇଛନ୍ତି […]