ବାସ୍ତବବ୍ୟୁରୋ:ପଟ୍ଟାମୁଣ୍ଡାଇ,(ରବିନ୍ଦ୍ର କୁମାର ମାଝି) ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଶତାଧିକ ବିଜେପି କର୍ମୀ | ରାଜନଗରର ପୂର୍ବ ବିଧାୟକ ଅଲେଖ ଜେନା କହିବାନୁଯାଇ ପଟ୍ଟାମୁଣ୍ଡାଇରେ ବ୍ୟାପକ ଭାବେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେଉଛ କେନ୍ଦ୍ର ସରକାରଙ୍କ […]
ଭୋଗରାଇ,(ନବୀନ କୁମାର୍ ସାହୁ)ପଞ୍ଚାୟତ ର ମୁଖ୍ୟ ସରପଞ୍ଚ କୁହାଯାଉଥିବା ବେଳେ କିନ୍ତୁ ଏଠାରେ ତାହାର ଚିତ୍ର ଓଲଟା। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଭୋଗରାଇ ବ୍ଲକ୍ ମହେଶପୁର ପଞ୍ଚାୟତ ର ଓଲାଲବିନ୍ଧା ଗ୍ରାମରେ। ଏହି ଗ୍ରାମରେ ପ୍ରାୟ ଦଶ ହଜାର ଲୋକ ବସବାସ କରନ୍ତି। ଏହି ଗ୍ରାମରେ ଏକ ପୋଖରୀ ଅଛି। ଜଉ ପୋଖରି ରେ ସେହି ଗ୍ରାମରେ ଥିବା। ଗ୍ରାମବାସୀ ନିର୍ଭରଶୀଳ। ଏହି ଗ୍ରାମର ପୋଖରୀକୁ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ଦଳ ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା ତେବେ ପ୍ରକୃତ ହିତାଧିକାରୀ ବଦଳରେ ଦଳୀୟ ଭିତିରେ ପକ୍କା ଘର ଥିବା ଲୋକଙ୍କୁ ଏହି ବ୍ଲକର ବିଭିନ୍ନ ପଂଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଇଛି । ତେଣୁ ପ୍ରକୃତ ହିତାଧୀକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟବ୍ୟାପି ବ୍ଲକ ଅଫିସ ସମ୍ମୁଖରେ,ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର ।ପ୍ରାୟ ୧ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ,ବ୍ଲକ ଅଫିସ ଆଗରେ ଜୋରଦାର ପ୍ରତିବାଦ କରାଯାଇଛି ।ଦଳୀୟ ଭିତ୍ତିରେ ପକ୍କାଘର ବଣ୍ଟନ ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି ବୋଲି ଅଭିଯୋଗ କରି ଆଜି ବିଜେପିର ଏ ପ୍ରତିବାଦ ।
ବାସ୍ତବବ୍ୟୁରୋ:(ନୁଆଦିଲୀ)ଗତ ଦୁଇ ମାସ ଧରି କରୋନା ମାମଲାଗୁଡ଼ିକର କ୍ରମାଗତ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪୫ ,୮୯୨ ଟି ନୂଆ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ଏହି ସମୟରେ, ୪୪ ,୨୯୧ ଲୋକ ସୁସ୍ଥ ହୋଇଛନ୍ତି। ୫୫ ଦିନ ପରେ ଏହା ପ୍ରଥମ ଥର, ଯେତେବେଳେ ପୁନରୁଦ୍ଧାର ହେଉଥିବା ଲୋକଙ୍କ ଅପେକ୍ଷା କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ | କେବଳ ଏତିକି ନୁହେଁ, ଗତ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୨୩୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୫୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୦୦୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗରେ ଘଟିଥିବା ବିନାଶ ହେତୁ ହର୍ଷ ବର୍ଦ୍ଧନରୁ ଛଡ଼ାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବର୍ତ୍ତମାନ ମାନସୁଖ ମାଣ୍ଡଭିଆଙ୍କୁ ଦିଆଯାଇଛି। ଗୁଜୁରାଟରୁ ଆସିଥିବା ମାନସୁଖରେ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ମଧ୍ୟ ରହିବ। ଏଥି ସହ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଶର ନୂତନ ରେଳମନ୍ତ୍ରୀ କରାଯାଇଛି। ଏହା ବ୍ୟତୀତ ସେ ଆଇଟି ମନ୍ତ୍ରୀ ମଧ୍ୟ ହେବେ। ରେଳ ମନ୍ତ୍ରୀ ବର୍ତ୍ତମାନ ପୀୟୁଷ ଗୋୟଲଙ୍କ ଠାରୁ କାଢି ,ତାଙ୍କୁ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଜାରି କରାଯାଇଛି କ୍ୟାବିନେଟ୍ ତାଲିକା ।ଆଜି ୪୩ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଶପଥ ଗ୍ରହଣ କରିବେ । ଏହି ୪୩ ଜଣଙ୍କ ମଧ୍ୟରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମିନାକ୍ଷୀ ଲେଖି, ଅଜୟ ଭଟ୍ଟ ଓ ଅନୁରାଗ ଠାକୁରଙ୍କ ନାଁ ଆଗରେ ଅଛି। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଶ୍ୱିନୀ […]
ବାସ୍ତବବ୍ୟୁରୋ:(ଭଦ୍ରକ)ପ୍ରତେକ ଦିନ ଚୋରାମଦ ବିକ୍ରି ବଡ଼ିବାରେ ଲାଗିଛି |ଗତକାଲି ବିଳମ୍ବିତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ମତୋ ବଜାରରେ ଥିବା ପୁରୁଣା ସରକାରୀ ମଦଦୋକାନ ନିକଟରୁ ୨୨୦ ଲିଟର ଚୋରା ମଦ ସହ ଦୁଇ ଜଣକୁ ଗିରଫ […]
ବାସ୍ତବବ୍ୟୁରୋ:(ଭଦ୍ରକ) ଆଜି ସାରାରାଜ୍ୟରେ କଂଗ୍ରେସ ତରଫରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଉଛି, ସେଥିରୁ ବାଦ ପଡିନି ଭଦ୍ରକ |ଆଜି ଭଦ୍ରକ ତହସିଲ କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା କଂଗ୍ରେସର ବହୁ ଟାଣୁଆ ନେତା ଏକତ୍ରିତ ହୋଇ କୋଭିଡ କଟକଣା ମାନି ଧାରଣାରେ ବସିଛନ୍ତି | ସବୁଠାରୁ ବଡ କଥା ହେଉଛି ମୋଦିସରକାର କୋରାନକୁ ଦୂରେଇବା ପାଇଁ ଘଣ୍ଟ ଥାଳି ବାଡେଇବା ପାଇଁ କହିଥିଲେ କିନ୍ତୁ ଆଜି ତୈଳ […]