ବାସ୍ତବ ବ୍ୟୁରୋ,କଟକ:(ଦୀପକ୍ କୁମାର) ଏକ ଟ୍ରକରେ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଗଞ୍ଜେଇ ଗାଡିକୁ ଜବତ କରିଛି ଜଗତପୁର ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହେବାରେ ସକ୍ଷମ ହୋଇଥିବାର ଜଣାପଡିଛି । ଉକ୍ତ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଜଗତପୁର ପୋଲିସ । ଏହି ଖବର ଆଧାରରେ ପୋଲିସ୍ ଉକ୍ତ ଟ୍ରକ୍ କୁ ଖୋଜିବାକୁ […]

ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଏକ ପ୍ରତିନିଧି ମଣ୍ଡଳ ରବିବାର ଧର୍ମଗଡ଼ ବ୍ଲକ ଧଅଁରପୁର ପଞ୍ଚାୟତର ଭାଲୁଚୁଆଁ ଗାଁରେ ପହଞ୍ଚି ସେଠାରେ ଥିବା ୧୧ଜଣ ଦିବ୍ୟାଙ୍ଗ ଙ୍କୁ ସାକ୍ଷାତ କରିଛନ୍ତି । ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳ ଭାଲୁଚୁଆଁ ଗାଁରେ ପହଞ୍ଚି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ତେବେ କେଉଁ କାରଣ ଯୋଗୁଁ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି )ଏବେ କରୋନା ୨ୟ ଲହର ଭୟାବହ ତାକୁ ନେଇ ସବୁଆଡେ ସ୍କୁଲ କଲେଜ ବନ୍ଦ,ପିଲାମାନଙ୍କ ପାଠ ପଢିବା ପାଇଁ ନାନା ସମସ୍ୟା ଥିବାରୁ ଛାତ୍ର ଛାତ୍ରୀ, ବୟସ୍କ, ଯୁବକ, ଯୁବତି,ସବୁ ବର୍ଗ ମାନଙ୍କ ପାଇଁ ଗୋଟିଏ ଛାତ ତଳେ ସବୁ ପ୍ରକାର ବହି ମିଳିବାର ଲକ୍ଷନେଇ, ବଡ ଓସ୍ତିଆ ପଞ୍ଚାୟତ ର ଯୁବ ଇଞ୍ଜିନିୟର ଚମ୍ପକ ଲାଲ ମହାନ୍ତି ତାଙ୍କ ର ସହ କର୍ମୀ ମାନଙ୍କୁ ନେଇ ସ୍ଥାନୀୟ […]

ଆଜି ଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ସୋମବାର ୧୧ଟି ଜିଲ୍ଲାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨-୩ ଦିନ ରାଜ୍ୟରେ ବର୍ଷା ଅଧିକ ରହିପାରେ : ପାଣିପାଗ ବିଭାଗ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହରର […]

ବାସ୍ତବବ୍ୟୁରୋ:ପୋଲସରା(ଅଭିମନୁମିଶ୍ର)ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗାଁ ନିକଟରେ , ଏକ ସାଇକେଲ ମାର୍ଟ ରେ ପଶି, ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗୋଟିଏ ବାଇକ୍ ରେ ୩ ଜଣ ଅଜଣା ଦୁର୍ବୃତ୍ତ ଆସି , ସାଇକେଲ ଦୋକାନୀ ସଂଜୟ କୁମାର ବିଷୋୟୀ ଙ୍କ ମାଡମାରି ନଗଦ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏହି ଘଟଣା ରେ ବିଭିନ୍ନ ସ୍ଥାନରେ […]

ବାସ୍ତବବ୍ୟୁରୋ:(ପୋଲଶରା) ଗଞ୍ଜାମଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ରାଇମାଳି ଠାରେ ଦୁଇ ଯୁବ ଗୋଷ୍ଠୀ ବଣଭୋଜିର ଆୟୋଜନ କରିଥିଲେ। ଭୋଜି ଖାଇ ସାରିବା ପରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀ କୁ ଆକ୍ରମଣ କରିଥିଲେ।ଆକ୍ରମଣ ସମୟରେ ବାଉଁଶ ମୁଳି ଦ୍ୱାରା ମଧୂପଲ୍ଲୀ ର ୪ ଜଣଙ୍କୁ ପଛପଟୁ ମାଡ଼ ମାରିଥିଲେ। ଗୁରୁତର ଭାବେ ୪ ଜଣଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ମଧୂପଲ୍ଲୀ ର ବାବୁଲା ପ୍ରଧାନ ଙ୍କ […]

ବାସ୍ତବ ବ୍ୟୁରୋ:(କେନ୍ଦ୍ରାପଡା) –ବିଶିଷ୍ଟ ଗାନ୍ଧୀବାଦୀ ନେତା, ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ( ୟୁଟିଆ ) ର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମ୍ମାଙ୍କ ଅଷ୍ଟାଦଶାହ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ୟୁଟିଆ ସଂଘ ତରଫରୁ ଏକ ଭରଚୁଆଲ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଘ ସଭାପତି କଣ୍ଡୁରି ଚରଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ରାଜ୍ୟର ସଂଘ ମହାସଚିବ […]

ବାସ୍ତବବ୍ୟୁରୋ:ବରୀ(ଦେବବ୍ରତ ପଣ୍ଡା) ଯାଜପୁର ଜିଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହନି ଖୋଜାଖୋଜି କରିବା ପରେ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତ ଦେହ । ମୃତକ ଦୁଇ ଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର(୧୮) ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ (୨୩) […]

ବାସ୍ତବବ୍ୟୁରୋ:କଟକ(ଦୀପକ୍ କୁମାର) କଟକ କଲେଜ ଛକରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାଁ ସନାତନ ଦାସ (୪୦) ତାଙ୍କ ଘର ଜଗତସିଂହପୁର […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଧିନସ୍ଥ ରାଜେନ୍ଦ୍ରପଲ୍ଲି ଗ୍ରାମରୁ ଆସିଛି ପୁଣି ଏକ ବଧୂ ହତ୍ୟାର ଅଭିଯୋଗ। ଝିଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନାଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ଝୁନା ପାତ୍ରଙ୍କ ଝିଅ ସହିତ ଚଡଦିଆ ଗ୍ରାମର ରତ୍ନାକର ଦଳାଇଙ୍କ ପୁଅ ସତ୍ୟରଞ୍ଜନଙ୍କ ସହିତ ବୈଦିକ ରୀତିରେ ୧୦୧୯ ରେ ବିବାହ ହୋଇଥିଲା । ଵିଵାହ ପରେ ପୁଅ ଘର ଲୋକେ […]

Pin It on Pinterest