ବାସ୍ତବବ୍ୟୁରୋ:(ମାଲକାନଗିରି)ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା lଏକ ଭିଡ଼ିଓ କନ୍ଫରେସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଇଲଟ ପ୍ରୋଜେକ୍ଟ ରୂପେ ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୭ ହଜାର ୮୩ ଗୋଟି ପରିବାରର ୫ ଲକ୍ଷ ୪୬ ହଜାର ୫ ଶହ ୧ ଜଣ ହିତାଧିକାରୀ ଉପକୃତ ହେବେ ଓ […]

ଦୀପକ କୁମାର ଖଣ୍ଡେୱାଲ (ସୋର)ନାବାଳିକାକୁ ପ୍ରେମ ଜାଲରେ ଫସାଇ ବାବାହାର ପ୍ରତିଶ୍ରୁତି ଦେଇ ଗୋଟିଏ ଅଜଣା ଘରେ ନାବାଳିକା ଜଣକୁ ରଖିଲା ପ୍ରେମିକ ପ୍ରବର ଯୁବକ । ସେଠାରେ ୧୦ ଦିନ ଧରି ନାବାଳିକାକୁ ହେଲା ଗଣ ଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହଁ, ୬ ଜଣ ଯୁବକ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହା ଚର୍ଚ୍ଚାର […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୫୬୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୫୩୦୮୮ ଜଣ ସୁସ୍ଥ […]

ନବୀନ ସାହୁ(ଜଳେଶ୍ବର)କଳାକାରଂକୁ କେହି ଜୋର ଜବରଦସ୍ତ କଳାକାର କରିପାରେନା । ସେ ସ୍ରଷ୍ଠାର ଅନବେଦ୍ୟ ସୃଷ୍ଟି, ଈଶ୍ୱରଙ୍କ ଇଛା ବିନା କେହିକେବେ କଳାକାର ହୋଇପାରେନା । ସେ ଚିତ୍ରକାଳାହେଉ ସଂଗୀତ କି ଅଭିନୟ, ହେଲେ ସମସ୍ତେ ସମ୍ପୂର୍ଣ୍ଣ ବିକଶିତ ହୋଇପାରନ୍ତିନି ସେଥିପାଇଁ ପାରିପାର୍ଶିକ ପରିସ୍ଥିତି ଦାୟୀ । ଏମିତ ଏକ ବଣମଲ୍ଲୀର କାହାଣୀ….କଥାରେ ଅଛି ବଣ ମଲ୍ଲୀ ବଣ ରେ ଫୁଟି ଝଡି ପଢୁଛି ସତ ,କିନ୍ତୁ ତାର ମହକ […]

ପ୍ରଭାତ ସାହୁ (ସାକ୍ଷୀଗୋପାଳ)ନଦୀରେ ଭାସୁଛି ଅଚିହ୍ନା ମୃତଦେହ।ମୃତଦେହ କୁ ଦେଖି ସ୍ଥାନୀୟ ଲୋକ ଖବର ଦେବା ପରେ ଚନ୍ଦନପୁର ପୋଲିସ ପହଞ୍ଚି ଶବକୁ କରିଛି ଚିହ୍ନଟ।ପୁରୀ ସଦର ଚନ୍ଦନପୁର ଦମଦାରପୁର ବଜାର ନିକଟରେ ଥିବା ଭାର୍ଗବୀ ନଦୀରେ ଆଜି ଭାସୁଥିଲା ଏକ ମୃତ ଦେହ।ସ୍ଥାନୀୟ ଲୋକ ଏହାର ଖବର ଦେଇଥିଲେ ଚନ୍ଦନପୁର ଥାନାକୁ ।ଶବ ଭାସୁଥିବା ସ୍ଥାନରେ ପହଞ୍ଚିଥିଲା ପୋଲିସ।ଆରମ୍ଭ କରିଥିଲା ଶବ ଚିହ୍ନଟ।ସବଟି ପାଣିରେ ପଚି ଦୁର୍ଗନ୍ଧ ବାହାରୁଥିଲା […]

ଦେବାଶିଷ ମିଶ୍ର (କଟକ)ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା। ସୌଭିକ ବିଶ୍ୱାଳ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟରେ NH ରେ ଦୁଇ ଜଣ ଯୁବତୀ ଦୁର୍ଘଟଣା ହୋଇ ରାସ୍ତାରେ ପଡ଼ିଥିବା ଦେଖିଥିଲେ।ନିଜ ଗାଡିରଖି ଘଟଣା ସ୍ଥଳକୁ ଯାଇ,ସଂଗେ ସଂଗେ ନିଜ ଗାଡ଼ିରେ ଏସ.ସି.ବି ମେଡିକାଲକୁ ନେଇଥିଲେ | ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଗୋଡ଼ ଉପରେ ଗାଡି ଚଢିଯାଇଥିବା ବେଳେ ଅନ୍ୟ ଜଣେ […]

କଟକ:(ଦୀପକ୍ କୁମାର ବେଉରା) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳା ଫଳ କୁ ନେଇ ବାଦବିବାଦ ଲାଗିରହଥିବା ବେଳେ ସରକାରଙ୍କ ତରଫରୁ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଅଛି । ଆସନ୍ତା କାଲି ହେବ ମ୍ୟାଟ୍ରିକ୍ ପରୀକ୍ଷା। ରାଜ୍ୟର ମୋଟ୍ ୫୦୪ ସେଣ୍ଟରରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା। ଏ ନେଇ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। […]

ବାସ୍ତବବ୍ୟୁରୋ:(କଳାହାଣ୍ଡି)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନ ଥୁଆମୂଳ ଭଟାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ (୪୨)ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା ଥୁଆମୂଳ ରାମପୁର […]

ପ୍ରଭାତ ସାହା(ମାଲକାନଗିରି) ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ମୁଦୁଲିପଡ଼ା ଥାନାର ଅନ୍ତର୍ଗତ ଏକ ବୋଲେରୋ ଗାଡ଼ି ଓ ଏକ ମୋଟର ସାଇକେଲ ଯୋଗେ ୭୨୦ କେଜି ଗଂଜେଇ ଚୋରା ଚାଲାଣ ହେଉଥିଲା ।ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାଘାଟି ଆଣ୍ଡ୍ରିଆଲ ଠାରୁ ଖଇରୀପୁଟ ଅଭିମୁଖେ ଏକ ବୋଲେରୋ ଗାଡ଼ି (OD 30 R 3865) ଓ ଏକ ମୋଟର ସାଇକେଲ (OD 30 B 2372) […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମ୍ନାକୁ ଆସିଛି ଖୁଲମଖୁଲା ଲାଞ୍ଚ କାରବାରର ଦୃଶ୍ୟ ଦେଖିବାକୁ ମିଳିଛି l ପୂର୍ବରୁ ବହୁତ ଅଭିଯୋଗ ହେଇ ଆସୁଥିବା ପରେ ମଧ୍ୟ ଚାନ୍ଦବାଲି ମେଡିକାଲ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହେଉଛି l ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ଅଞ୍ଚଳ ନିର୍ଭର କରିଥାନ୍ତି l ମୃତ୍ୟୁ ପ୍ରମାଣପତ୍ର ଆବେଦନ ର ୭ ଦିନ ମଧ୍ୟରେ ଦେବାକୁ ନିୟମ ଥିବାବେଳେ ଏଠାରେ […]

Pin It on Pinterest