ବବିତା ସାମଲ (ଭଦ୍ରକ):କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ କରିବା,ଶ୍ରମିକ ବିରୋଧୀ ୪ ଟି ଶ୍ରମକୋଡ,କୃଷକ ବିରୋଧୀ ୩ ଟି କୃଷି ଆଇନ, ବିଦ୍ୟୁତ ଘରୋଇକରଣ ବିଲ- ୨୦୨୦ ବାତିଲ କରିବା, କୃଷି ଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୫୭୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୧୨୦୪ ଜଣ ସୁସ୍ଥ […]

ପ୍ରଭାତ ସାହା (ମାଲ୍କାନଗିର)ଭାରତୀୟ ମଜଦୂର ସଂଘ ର ୬୭ତମ ସ୍ଥାପନା ଦିବସ ଅବସରରେ ଭାରତୀୟ ମଜଦୂର ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ କୋରୁକୋଣ୍ଡା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୂର ସଂଘ ଏକ ରାଷ୍ଟ୍ରବାଦୀ ସଂଘ ହିସାବରେ ସମାଜର ଶୋଷିତ , ପିଡୀତ, ନିଷ୍ପେସିତ ଲୋକଙ୍କ ପାଇଁ ସବୁବେଳେ ଲଢେଇ ଜାରି ରଖିଛି।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘ ର […]

ବବିତା ସାମଲ(ଭଦ୍ରକ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କଲ୍ୟାଣୀ ନଗରୀ ଗ୍ରାମର ବ୍ରାହ୍ମଣ ଶାସନ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କଲ୍ୟାଣୀ ଶାସନ ରେ ଥିବା ପ୍ରସନ୍ନ ପଣ୍ଡା ଙ୍କ ଧର୍ମ ପତ୍ନୀ ଶାନ୍ତିଲତା ପଣ୍ଡା ଙ୍କ ମୃତ ଦେହ ଘରପାଖ ବାଡ଼ି ପୋଖରୀରୁ ମିଳିଛି ଯାହାକୁ ନେଇ କଲ୍ୟାଣୀ ଶାସନ ରେ ଶୋକର ଛାୟା ଖେଳିଯାଇଛି […]

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ରାସ୍ତାର ମେଣ୍ଢାଖାଇ ପୋଲ ନିକଟରୁ ହୋଇଛି ଏକ ବଡ଼ ଧରଣର ଲୁଟ୍ ।ସୂଚନା ଅନୁସାରେ ଚୌଦ୍ୱାର ମୁଣ୍ଡମାଳ ସ୍ଥିତ ଉଜ୍ଜୀବନ ଫାଇନାନ୍ସ କମ୍ପାନୀ ର ଜଣେ କର୍ମଚାରୀ ଟଙ୍କା ନେଇ ବାଇକ୍ ରେ ଆସିବା ବାଟରେ ଦୁଇ ଜଣ ଯୁବକ କଳା ପଲସର୍ ବାଇକ୍ ରେ ଆସି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଫେରାର […]

ବବିତା ସାମଲ(ଭଦ୍ରକ) ବର୍ତ୍ତମାନ ସାରାରାଜ୍ୟରେ ସମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି |ଆମ ସମ୍ବିଧାନରେ ଚତୁର୍ଥସ୍ଥମ୍ଭର ଆଖ୍ୟାଦିଆଯାଇଥିବା ଗଣମାଧ୍ୟମକୁ ସମ୍ମାନତ ଦୂରର କଥା ଖୋଦ ସରକାରୀ କଳର କର୍ମଚାରୀ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରୁଥିବା ଖବର ଅତ୍ୟନ୍ତ ଲଜ୍ଜାଜନକ | ବିଗତ ଦିନରେ ବିଜେପି ର ଏକ ଆନ୍ଦୋଳନ ରାଲିରେ କେନ୍ଦ୍ରାପଡା ଆରକ୍ଷିଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ପୋଲିସ କନେଷ୍ଟବଳ ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାଡ ଓ ଅଶ୍ଳୀଳ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଚାନ୍ଦବାଲି ବ୍ଲକର ଆଜି ଫଚାୟତ ରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜୁସ୍ମୃୃିତ ଭବନ ଓ ବ୍ଲକ କନଫେରନ୍ସ ହଲକୁ ଆଜି ବିଧାୟକ ଡ଼ ବ୍ୟମୋକେଶ ରାଏ ଉଦ୍‌ଘାଟନ କରିଛନ୍ତି l ପରୁଣା ବିଜୁ ସ୍ମୃତି ଭବନରେ ୩୦ ଲକ୍ଷ ବ୍ୟୟ ଅଟଳଳ ଓ ବ୍ଲକ କନଫେରେନ୍ସ ହଲ ୧୫ ଲକ୍ଷ ଟଙ୍କାର ନବୀ କରଣ କରାଯାଇ ଆଜି ତାର ଉଦ୍‌ଘାଟାନ କରାଯାଇଛି । ପରେ ଆଜି […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୩୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୨୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୯୧୬୦ ଜଣ ସୁସ୍ଥ […]

ନନ୍ଦିନୀ ପ୍ରଧାନ (ସମ୍ବଲପୁର)ମାନବିକତା ହଜିଗଲା ଯୁବକ ଙ୍କ ।ନିଜ ଜମିରେ ରାସ୍ତା ଯାଇଥିବା କହି ରାସ୍ତାକୁ ଅବରୋଧ କରି ଗାଁ କୁ ଆମ୍ବୁଲାନ୍ସ ଯିବା ପାଇ ବାଟ ଛାଡିଲେ ନାହିଁ ।ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଚିପିଲିମା ଫାଣ୍ତି କୁଦଗୁଣ୍ତେରପୁର ପଂଚାୟତ ର କୁଦ ତଵଡା ଗାଁର ଉମାକାନ୍ତ ସେଠ ନିଜ ଜମିରେ ଗାଁ କୁ ରାସ୍ତାରେ ଯାଇଥିବା ଜାଣିବା ପରେ ଗାଁ ରାସ୍ତା ବନ୍ଦ କରିଛନ୍ତି । ରାସ୍ତା […]

ନବୀନ ସାହୁ (ଜଳେଶ୍ୱର)ରାସନ୍ ସାମଗ୍ରୀ ବଣ୍ଟନ କୁ ନେଇ ଡିଲର ଙ୍କ ମନ ମୁଖୀ କାର୍ଯ୍ୟ କଳପ। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ଶ୍ୟାମ ନଗର ପଞ୍ଚାୟତ ରରଘୁନାଥ ପୁର ଗ୍ରାମରେ। ଲୋକ ମାନଙ୍କ ପାଇଁ ସରକାର୍ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକରି ଥିଲେ ମଧ୍ୟ ଲୋକ ମାନେ ଏଥିରୁ ବଞ୍ଚିତ।ରାସନ୍ ସାମଗ୍ରୀ ପାଇବାରେ ନାନା ଅସୁବିଧା ର ସମ୍ମୁଖୀନ […]

Pin It on Pinterest