ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ)ପୁଅ ଜନ୍ମରେ ହସିଉଠେ ମୁଖ୍ୟତ ଦୁଇଟି ପରିବାର,ପୁଅର ଅଲି ଅଝଟ ବାପ ମା’ଙ୍କ ଜୀବନର ପରିପୂର୍ଣ୍ଣତା ଆସେ |ହେଲେ ସେ ପୁଅ ବାପା ହେବାପରେ ବାପ ପରହୋଇଯାଏ | ବାପା କୁ କେବଳ ବାପା ମାନେ ବୁଝି ପାରନ୍ତି |ବର୍ତ୍ସମାନ ପିଢିଙ୍କ ପାଇଁ ବାପା ଡାଡି ହେଇଯିବାପରେ,ଜୀବନର ଅପରାହ୍ନରେ ବାପାମାନେ ନିରୋଳାରେ କେବଳ ଲୁହ ଗାଡ଼ାଇବା ସାର | କହିବାର ତାତ୍ପର୍ଯ୍ୟ ଏମିତି ଏକ ବାପାଙ୍କୁ ନେଇ […]

ପ୍ରଭାତ ସାହା(ମାଲକାନଗିରି)୨୫ା୭ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ପରିଗଣିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜିଲ୍ଲା ରେ କାର୍ଯ୍ୟରତ ୩ ପ୍ରମୁଖ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା । ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ଦିନରାତି କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ଯାଏ ଧାରା ଜାରି ରହିବ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜମଧର ପଞ୍ଚାୟତ ମାନଙ୍କରେ କଡ଼ା କଟକଣା ଜାରି ହୋଇଛି । ସଂପୃକ୍ତ ଅଞ୍ଚଳରେ କେବଳ […]

ନମୋଗୁରୁ ହୋତା(ସୁବର୍ଣ୍ଣ ପୁର)ବଲାଙ୍ଗୀର ଜିଲ୍ଲା ପୁଇଁ ତାଲା ବ୍ଲକ ଜଡ଼ ଜଡ଼ ଗ୍ରାମ ରେ ଘଟିଛି ଏକ ଦୁଖଃଦ ଘଟଣା ପାଞ୍ଚ ପ୍ରାଣୀ କୁ ଚଳାଉ ଥିବା ଏକ ମାତ୍ର ରୋଜଗାରିଆ ପୁଅ ସରଜୁ ବାଗ ଙ୍କର ଗତ ୧୪.୭ .୨୧ ତାରିଖରେ ଇଲେକଟ୍ରି କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିଲେ l ଘରେ ଥିବା ପାଞ୍ଚ ପ୍ରାଣୀ ସାଙ୍ଗକୁ ବାପା ପାରାଲିସିସ ରୋଗୀ ତିନି ତିନି ଟା ବଢିଲା […]

ବାସ୍ତବବ୍ୟୁରୋ:(ଯାଜପୁର) ନୂତନ ଭାବରେ ଯାଜପୁର ଜିଲ୍ଲା ୱ୍ୟେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘ ଗଠନ କରାଯାଇଛି |ଏହିସଙ୍ଘର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ଓଡିଶା ୱ୍ୟେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ସଭାପତି ଶ୍ରୀ ଅମୁଲ୍ୟ କୁମାର ଜେନା ଯୋଗ ଦେଇଥିଲେ | କେନ୍ଦ୍ରାପଡ଼ା ରେ ସାମ୍ବାଦିକଙ୍କୁ ପୋଲିସ୍ ର ଅମାନୁଷିକ ଆକ୍ରମଣର ସେ ପ୍ରଥମେ ଗୋର ନିନ୍ଦା କରିଥିଲେ | ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତରରେ ଶ୍ରୀ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୭୫୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୩୦୬୯ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:ବାଲେଶ୍ୱର ପ୍ରତି ମିନିଟରେ ୫୦ ଜଣ ନବଜାତ ଶିଶୁକୁ ଜନ୍ମ ଦେଉଥିବା ଭାରତ ବର୍ତ୍ତମାନ ଏକ ଭୟଙ୍କର ଜନ ବିସ୍ଫୋଟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।ଭାରତ ସ୍ୱାଧୀନତା ପାଇବା ପରେ ୩୬ ୧୪୦ ୫୦ କୋଟି ଜନ ସଂଖ୍ୟା ଥିବା ଦେଶ ବର୍ତ୍ତମାନ ୧୪୦ କୋଟିରୁ ଅଧିକ ଜନସଂଖ୍ୟାକୁ ବୃଦ୍ଧି ହୋଇଛି।ଭାରତ ବର୍ଷରେ ଯାବତୀୟ ସମସ୍ୟା, ପାନୀୟ ଜଳ ଠାରୁ ଆରମ୍ଭ କରି ବେକାରୀ ସମସ୍ୟା ପର୍ଯ୍ୟନ୍ତ, ପର୍ଯ୍ୟବରଣ […]

(ନିଶ୍ଚିନ୍ତକୋଇଲି)ଅନଲାଇନ କ୍ଲାସ କରିବାକୁ ଆସି ଗତ କାଲିଠାରୁ ନିଖୋଜ ଥିବା ସାଇ କୃଷ୍ଣ ଙ୍କ ମୃତ ଦେହ ମହାନଦୀ ରେ ଭାସୁଥିବା ଦେଖିବାକୁ ମିଳିଛି। ସାଇ କୃଷ୍ଣ ଙ୍କ ପିତାଙ୍କ ନାମ ବରଦା ମିଶ୍ର ଘର ଜଗତସିଂହପୁର ଜିଲ୍ଲା ପାଲି ପଞ୍ଚାୟତ। ସେ ଏବଂ ତାଙ୍କ ପରିବାର ଉତ୍ତରକୁଳ ରେ ଏକ ଭଡା ଘରେ ରହି ଉତରକୁଳ ହାଇ ସ୍କୁଲ ରେ ନବମ ଶ୍ରେଣୀ ପାଠ ପଢୁଥିବା ବେଳେ ତାଙ୍କ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଧାରୁଆ ମାରଣାସ୍ତ୍ର ରେ ମହିଳା ଙ୍କୁ ପିଟି ପିଟି ହତ୍ୟା, କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳା ଙ୍କ ମୁଣ୍ଡ କୁ ଛେଚି ହତ୍ୟା । ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ। ପର କିୟା ପ୍ରୀତି ସନ୍ଦେହ ରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀ କୁ ମାରିଥିବା ସନ୍ଦେହ କରାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଏଡା ଦେଇ ଗ୍ରାମର ଗୋବିନ୍ଦ ସାହୁ […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା,ଭୁବନେଶ୍ୱର) ଗତ ଏପ୍ରିଲ ୧୦ ତାରିଖରେ କମିଶନରେଟ୍ ପୁଲିସ ଆଖିରୁ ନିଦ ହଜାଇ ହଜାଇ ଦେଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ପୁଲିସକୁ ପୁଣି ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ ଗୁଳିରେ ନିହତ ।କେନ୍ଦ୍ରାପଡାରେ ଜଣେ ରିକ୍ସା ଚାଳକରୁ ପରେ ଟପ୍ ଗ୍ୟାଙ୍ଗଷ୍ଟରର ପାଲଟିଥିବା ହାଇଦରର ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଛି । ଆଜି ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲକୁ […]

Pin It on Pinterest