ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଜି ଚାନ୍ଦବାଲି ବିଜେପି କାର୍ଯ୍ୟାଳୟରେ ବିଜେପି ଦଳର ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମଳିନୀ ଅନୁଷ୍ଟିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନାଲଗୁଣ୍ଡା ସରପଂଚ ମନୋଜ ଭଳ ଓ ନାନ୍ଦୁରପୁର ସମିତି ସଭ୍ୟ ସ୍ବଦେଶ ପଣ୍ଡା,ତେନ୍ତୁଲିଡ଼ିହି ,ମାଧପୁର ସମିତିସଭ୍ୟ ଆଦି ଯୋଗଦେଇ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ଉପରେ ବର୍ଷିଥିଲେ । ନବମ ଅଧିବେସେନରେ ବିରୋଧ ଜନ ପ୍ରତିନିଧି ମାନଙ୍କୁଅଣଦେଖା ନେଇ […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡ଼ା)କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁଦିନ ବଢିଚାଲିଛି ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ !ଗତ କିଛି ଦିନ ତାଳେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଥରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ରିଜର୍ଭ ପୋଲିସର ଜଣେ ମହିଳା କନେଷ୍ଟବଳ | କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, କେଦ୍ରାପଡା ସାମ୍ବାଦିକ ସଙ୍ଘ […]

ଭୋଗରାଇ(ଦିଲ୍ଲୀପ କୁମାର ପଣ୍ଡା)ବିକାଶର ଡିମଡିମି ପିଟୁଥିବା ରାଜ୍ୟ ସରକାର କିଭଳି ଭାବେ ବିକାଶର କାର୍ଯ୍ୟ କରୁଛନ୍ତି ତାହାର ସ୍ପଷ୍ଟଚିତ୍ର ଗ୍ରାଉଣ୍ଡ ଜିରୋ ଆମେ କହୁଛୁ ଏହା ହେଉଛି ବାଲେଶ୍ଵର ଜିଲ୍ଲା ଭେଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତର ଉଳୁଡା ଗ୍ରାମର ୧୦ ନମ୍ବର ୱାର୍ଡ ଭିତରେ ଥିବା ବଡ଼ ପୋଖରୀର , ଦୀର୍ଘ ବର୍ଷ ପୂର୍ବରୁ ଜଣେ ଉଆଡ ମେମ୍ବରଙ୍କ ଦ୍ଵାରା ହୋଇ ଥିଲା ଏହି ରାସ୍ତା , ମୁଖ୍ୟ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୦୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୧୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୬୨୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୬୯୫୦ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) କେନ୍ଦ୍ରାପଡା ପୋଲିସ ଓ ସାମ୍ବାଦିକ ବିବାଦ କିଛି ନୂଆନୁହେଁ ,ହେଲେ କରନା ମହାମାରୀ ସଙ୍କଟରୁ ମୁକୁଳିବା ପାଇଁ ସାରାଦେଶ ସଚେତନତାର ବାର୍ତା ବାଣ୍ଟୁ ଥିବାବେଳେ,କେଦ୍ରପଡ଼ା ପୋଲିସ ନିଜେ ସଚଟିଟି ନୁହେ ଏହାର ପ୍ରମାଣ ସୋସିଆଲ ମିଡିଆରେ ଭାଇରଲ ହେବାପରେ, ପୋଲିସ୍ ଆକ୍ରୋଶର ଶିକାର ହୋଇଛନ୍ତି ସମ୍ବାଦ ଡାଟା | ପୁଣି ମାସ୍କ ପିନ୍ଧାକୁ ନେଇ ବିବାଦ ଘେରରେ କେନ୍ଦ୍ରାପଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟ | ସୋସିଆଲ ମିଡ଼ିଆରେ ଏକ […]

ବାସ୍ତବବ୍ୟୁରୋ:(କଟକ)ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳନ ପରିପେକ୍ଷୀରେ କଟକ ଜିଲ୍ଲାରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟପାଳଙ୍କ ତରଫରୁ ବାଲିପଡ଼ା ଗ୍ରାମ ନିଶ୍ଚନ୍ତ କୋଇଲି ଅଂଚଳରେ ପ୍ରଗତିଶୀଳ ଚାଷୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି | ପ୍ରଗତିଶୀଳ ଚାଷୀ ଶ୍ରୀ ପଣ୍ଡା କୃଷି କ୍ଷେତ୍ରରେ ନିଜର ପାରଙ୍ଗମତା ଦେଖାଇ “କୃଷି ସମୃଦ୍ଧି” ପାଇଲଟ ପ୍ରକଳ୍ପ ନାବାର୍ଡ ଜରିଆରେ ସାହାଯ୍ୟ ଗ୍ରହଣ କରି ସଫଳତା […]

(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ବଜାରରେ ଅଗ୍ନି କାଣ୍ଡ ଜଳିଗଲା ଗୋଟିଏ ଫଳ ଦୋକାନ।ମତୋ ବଜାରରେ ଥିବା କୃଷ୍ଣ ଚନ୍ଦ୍ର ସାହୁଙ୍କ ଫଳ ଦୋକାନ ଆଜି ଭୋର ସମୟରେ ଅଗ୍ନି କାଣ୍ଡ ଘଟି ଲକ୍ଷା ଧିକ ଟଙ୍କା ର ସମ୍ପତି ଜଳିପୋଡି ନଷ୍ଟ ହୋଇଯାଇଛି।ସଙ୍ଗେ ସଙ୍ଗେ ଚାନ୍ଦବାଲି ଅଗ୍ନି ସମ ବିଭାଗ ଓ ଗଦି ଅଗ୍ନି ସମବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନି ସମ ବିଭାଗ ପହଞ୍ଚିବା ପୂର୍ବରୁ ଦୋକାନ […]

ନବୀନ କୁମାର୍ ସାହୁ(ଜଳେଶ୍ବର) ଚୋରା ମଦ ବିକ୍ରି କରିବା ପଡିଲା ମହଙ୍ଗା,ଗାଡି ଭଙ୍ଗା ରୁଜା ସହିତ ତିନି ଜଣଙ୍କ ଅଟକ ରଖିଲେଗ୍ରାମବାସୀ, ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କନ୍ଥୀ ଭଉରୀ ପଞ୍ଚୟତରେ । ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ଓଟ ଗାଡି ଦ୍ବାରା ଦୁଇଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ କାନ୍ଥିଭଉରୀ ଗ୍ରାମର ଜନୈକ ଘରକୁ ମଦ […]

ବାସ୍ତବବ୍ୟୁରୋ:(ଢେଙ୍କାନାଳ) ଉଦଘାଟନ ଗୋଟିଏ ସପ୍ତାହ ପୁରିନାହିଁ ଭାଙ୍ଗିଲା ରେଙ୍ଗାଳୀ ବାମ କେନାଲର ମାଇନର କେନାଲ। ଢେଙ୍କାନାଳ ଜିଲ୍ଲାକାମାକ୍ଷାନଗର ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟୁବ୍ୟୁଟାରି କେନାଲରେ ଘାଈ।ଭୁବନ ବ୍ଲକ,ଧଳପଡା ଗାଁର ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ଶୃଷ୍ଟି ହୋଇଛି। ନିମ୍ନମାନର କାମ ପାଇ ଘାଈ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି। ଘାଈ ଫଳରେ ପାଣି ମାଡିଯାଇ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି।ଭାଂଗିଲା କେନାଲ ଭାସିଲା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୪୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୯୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୬୮୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୫୦୦୭ ଜଣ ସୁସ୍ଥ […]

Pin It on Pinterest