ବାସ୍ତବବ୍ୟୁରୋ:(ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବଜାରପୁର ପଂଚାୟତ ରାଜଘରପୁର୍ ଗାଁର ସଳେନ୍ଦ୍ର ନାରାୟଣ ସଂସ୍କୃତି ବିଦ୍ୟାଳୟର ସରକାରୀ ସଂସ୍କୃତ ଶିକ୍ଷକ ଜଗତ୍ ଜୀବନ ମହାପାତ୍ରଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ସୁଣିବା ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ , ଶିକ୍ଷୟତ୍ରୀ ମହଲରେ ଶୋକର ଲହରୀ ଖେଳିଯାଇଛି । ଶ୍ରୀ ମହାପାତ୍ର ଜଣେ ଛାତ୍ର ବଛଳ ଶିକ୍ଷକ,ପୁଜକ,ପଣ୍ଡିତ,ପରଉପକାରୀ, ଓ ଧର୍ମ ପରାୟଣ ବ୍ୟକ୍ତି ଥିବାରୁ […]
ବାସ୍ତବବ୍ୟୁରୋ:(ଭବାନୀପାଟଣା)ନିଜ ଜନ୍ମ ମାଟି ର ମହକ ଅଲଗା ଗାଁ ର ପାଣି ପବନ ରେ ଛୋଟ ରୁ ବଡ଼ ହୋଇ ଅନେକ ବ୍ୟକ୍ତି କର୍ମକ୍ଷେତ୍ରରେ ସଫଳତା ପାଇଲେ ନିଜ ଗାଁ କୁ ଭୁଲି ସହର ମୁହାଁ ହେଉଥିବା ବେଳେ ଆଜି ମଧ୍ୟ ଏମିତି କିଛି ମଣିଷ ଅଛନ୍ତି ଯିଏ ଗାଁ ର ମାଟି ପାଣି ପବନ ସହ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି ସେହିପରି ଜଣେ ଗାଁ କୁ […]
ବାସ୍ତବବ୍ୟୁରୋ:(ଜଳେଶ୍ୱର)ମହାମାରୀ କୋରୋନା ର କବଳରେ ଆଜି ସମଗ୍ର ବିଶ୍ବ। ସେଥିରୁ ବର୍ତ୍ତିନାହିଁ ମଧ୍ୟ ଭାରତ। କୋରୋନା କୁ ମାତ୍ ଦେବା ପାଇଁ ଭାରତ ସରକାରଙ୍କ ତରଫରୁ ଲକ୍ ଡାଉନ, ସଟଡାଉନ ସହିତ ବିଭିନ୍ନ କଟକଣା ଜାରି ରହିଛି ସାରା ଭାରତ ବର୍ଷରେ ଏବଂ ଟୀକା କରଣ ମଧ୍ୟ ଜାରି ରହିଛି। ଟୀକା କରଣ ପାଇଁ ସମଗ୍ର ଭାରତ ବର୍ଷ ରେ ପ୍ରାୟତଃ ସମଗ୍ର ବିଭାଗ ତତ୍ପର। ସେଥିରୁ ଓଡ଼ିଶା ମଧ୍ୟ […]
ବାସ୍ତବବ୍ୟୁରୋ:(କଳାହାଣ୍ଡି) ବିଷଧର ସାପ ଧରିବା ତାଙ୍କ ନିଶା ଓ ପେଶା ନିଜ ଜୀବନ କୁ ବିପଦ ରେ ପକାଇ ଅନ୍ୟ ଲୋକ ଙ୍କଧନ ଜୀବନ ସୁରକ୍ଷା ପାଇଁ ଦିନ ରାତି ସେଵା ପ୍ରଦାନ କରୁଥିବା ସାପ ଧରାଳି ଯୁବକ ଙ୍କୁ ମିଳୁନାହିଁ କୌଣସି ସରକାରୀ ସହାୟତା, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସିଗା ରେ ରହୁଥିବା ବିରେନ୍ଦ୍ର କୁମାର ସାହୁ ଆଜିକୁ ୧୩ ବର୍ଷ ହେବ ବିଷାକ୍ତ ସାପ ଧରି […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୩୭୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୨୪୦୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୬୭୪୦୨ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସୋସିଆଲ ମିଡ଼ିଆ ଆଜି ସାରା ବିଶ୍ଵରେ ପ୍ରତେକ ଲୋକଙ୍କର ଦୈନଦିନ ଜୀବନର ଏକ ମୁଖ୍ୟ ଆବଶ୍ୟକ ହୋଇଯାଇଛି |ଆସ୍ତେ ଆସ୍ତେ ଖବର କାଗଜ ଠାରୁ ଦୁରେଇ ଯାଉଛନ୍ତି ପାଠକ |କାରଣ ସାରା ବିଶ୍ଵର ଖବର ଆଖି ପିଛୁଳାକେ ସୋସିଆଲ ମିଡ଼ିଆ ଦ୍ୱାରା ମିଳିଯାଉଛି |ତେଣୁ ସବୁଠାରେ ସୋସିଆଲ ମିଡ଼ିଆର ଚାହିଦା,ହେଲେ ଅନ୍ୟ ରାଜ୍ୟ ମାନଙ୍କରେ ଏହାର ସଂଘ ବା ୟୁନିୟନ ଥିବାବେଳେ ଆମ ରାଜ୍ୟରେ ସେମିତି କିଛି ନଥିଲା […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଗତ କାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସିନିୟର ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଆଜି ବିଜୁ ମହିଳା ଜନତା ଦଳର ନବୀକରଣ କରାଯାଇଛି । ଦଳର ବରିଷ୍ଠ ନେତ୍ରୀ, ସାଂସଦ, ବିଧାୟିକା ଏବଂ ପୂର୍ବତନ ବିଧାୟିକା ମାନଙ୍କୁ ନେଇ ନୂଆ ଟିମ୍ରେ ୫ ଉପଦେଷ୍ଟା ମନୋନୀତ କରାଯାଇଥିବା ବେଳେ, ସ୍ନେହାଁଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ କାର୍ଯ୍ୟ […]
ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡିଜିଲ୍ଲା ରୁ 9thବାଟାଲିୟନ କୁ ସମ୍ବଲପୁର କୁ ସ୍ଥାନାଂତର କୁ ସ୍ଥାନୀୟ ଲୋକଙ୍କ ବିରୋଧ l ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଯିବି ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଙ୍କ ମାଧ୍ୟମ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଜାତୀୟ ରାଜପଥ ୧୨ ଜରିଙ୍ଗ ଠାରେ 9th ବାଟାଲିୟନ ର ସ୍ଥାପନl ଯୋଗୁ ଜିଲ୍ଳା ରେ ମାଓ କାର୍ଯ୍ୟ କଳାପ […]
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବାପୁଜୀନଗର ଏବଂ ୟୁନିଟ୍-୪ ଆମିଷ ମାର୍କେଟ ବନ୍ଦ ଅବଧିକୁ ଜୁଲାଇ ୧ ଯାଏ ବଢ଼ାଇ ଦିଆଯାଇଛି । ଏନେଇ ବିଏମ୍ସି ପକ୍ଷରୁ ନୋଟିସ ଜାରି କରାଯାଇଛି । କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଜୁନ୍ ୧୮ତାରିଖରେ ଏହି ଦୁଇ ଆମିଷ ମାର୍କେଟକୁ ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କୋଭିଡ୍ ଆକ୍ରାନ୍ତ […]
ବାସ୍ତବବ୍ୟୁରୋ:ଏହା ସତ୍ୟ ଯେ ଦୁନିଆର କୌଣସି ଶକ୍ତି ବାର୍ଦ୍ଧକ୍ୟକୁ ରୋକି କରିପାରିବ ନାହିଁ। କିନ୍ତୁ ଆମେ ଅଳ୍ପ ବୟସରେ ଆସୁଥିବା ବୃଦ୍ଧାବସ୍ଥାର ଲକ୍ଷଣକୁ ନିଶ୍ଚିତ ଭାବରେ ରୋକି ପାରିବା | ଉଦାହରଣ ସ୍ୱରୂପ, ବୃଦ୍ଧାବସ୍ଥାରେ ଶାରୀରିକ ଦୁର୍ବଳତା,ଜୀବନ୍ତ ଚର୍ମ,କୁଞ୍ଚନ କେଶ ଝଡ଼ିବା, ମଧୁମେହ ଅଧିକ ବିପି ପରି, ବୃଦ୍ଧ ବ୍ୟକ୍ତିଙ୍କ ରୋଗକୁ ଯୁବାବସ୍ଥାରୁ ରୋକାଯାଇପାରିବ | ବାସ୍ତବରେ, ଅଳ୍ପ ବୟସରେ ବୃଦ୍ଧାବସ୍ଥାର ଏହି ଲକ୍ଷଣଗୁଡ଼ିକର ପଛରେ ଆମର କିଛି କୁଅଭ୍ୟାସ […]


