କେନ୍ଦ୍ରାପଡ଼ା(ରାକେଶମହାନ୍ତି)୬/୧୦:କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ ହଲଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ,କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରାର ଅନନ୍ୟ ଉଦାହରଣ ରୂପେ ଶାନ୍ତି ଓ ଶୃଙ୍ଖଳା ସହିତ ପାଳନ କରିବା ନିମନ୍ତେ ସମସ୍ତ ପୂଜା କମିଟିର ସଭାପତି,ସମ୍ପାଦକ ଏବଂ କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି।ଏହା ସହିତ ଆଇନ ପରିଧି ମଧ୍ୟରେ […]

କୁନ୍ଦୁରା୭/୧୦ (ନି.ପ୍ର.):କୁନ୍ଦୁରା ବ୍ଳକ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଭିଜିଲାନ୍ସ୍ ଜାଲରେ। ସୁଚନାମତେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟର ବକେୟା ବିଲ କରିଦେବା ବାବଦକୁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ବିଭାଗ । କୁନ୍ଦୁରା ଅଞ୍ଚଳର ପ୍ରଫୁଲ୍ଲ କୁମାର ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୋଡ଼ିଏ ହଜାର ଟଙ୍କା ନେଉଥିଲେ।ଠିକ୍ ସେହି ସମୟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା […]

ବାସ୍ତବ ବ୍ୟୁରୋ: ଆଜି ମେଡିସିନ ରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ଡାକ୍ତରଙ୍କୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ସିଆଟଲ ସହରରେ ରହୁଥିବା ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବ୍ରୁଙ୍କୋ ଇନଷ୍ଟିଚ୍ୟୁଟ୍ ଅଫ୍ ସିଷ୍ଟମ୍ସ ବାୟୋଲୋଜିରେ କାମ କରୁଥିବା ବେଳେ ରାମସଡେଲ୍, ସୋନୋମା ବାୟୋଥେରାପିଉଟିକ୍ସ ସହିତ ଏବଂ ସାକାଗୁଚି ଜାପାନର […]

ବରଗଡ଼୦୪/୧୦(ନବୀନ କୁମାର ଦାଶ): ଅକ୍ଟୋବର ୦୪/୨୦୨୫-ପ୍ରତିବର୍ଷ ପରି ଏବର୍ଷ ମଧ୍ୟ୍ୟ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଦେବାହାଲ ସ୍ଥିତ ଜୟ କିଷାନ ପାଠାଗାର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ତା ୪ ଅକ୍ଟୋବର ୨୦୨୫ ଶନିବାର ଦିନ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ମୋଟ ୩୯ ଏକକ ରକ୍ତ ସଂଗୃହିତ ହୋଇ ଥିଲା।ବୁର୍ଲା ଭୀମସାର ରକ୍ତ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା।ବିଶିଷ୍ଟ ସମାଜସେବୀ ସୁଶୀଲ ଦାଶଙ୍କ […]

ବରଗଡ଼୦୪/୧୦(ନବୀନ କୁମାର ଦାଶ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇ ଯାଇଛି। ବରଗଡ ଜିଲ୍ଲା ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଥିଲେ।ଏହି ଅବସର ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ […]

ବାଙ୍ଗାଲୋର(ନି.ପ୍ର)୦୩/୧୦: ବାଙ୍ଗାଲୋର ୟଲଙ୍କା- ଚୋଖନହଲ୍ଲି ଅଞ୍ଚଳ ରେ ଥିବା ପ୍ରୋଭିଡେଣ୍ଟ ହାରମୋନି ଠାରେ ରାମଲୀଳା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଣ କୁଶଳୀ କଳାକାର ମାନେ ଗତ ତିନି ମାସ ହେବ ବିଭିନ୍ନ ଭୂମିକା ରେ ଅଭିନୟ ଶିକ୍ଷା କରି ରାମ ଚନ୍ଦ୍ରଙ୍କ ଜନ୍ମୋତ୍ସବ ଠାରୁ ବନ ବାସ,ଭରତଙ୍କ ରାଜ୍ୟାଭିଷେକ, ଶ୍ରୀରାମ ଙ୍କ କଠଉକୁ ଭରତ ମୁଣ୍ଡ ରେ ବୋହି ସିଂହାସନରେ ଅଭିଷିକ୍ତ କରାଇବା,ରାବଣ ସୀତାଙ୍କୁ ହରଣ କରିବା,ରାମ […]

ବରଗଡ଼୨୯/୦୯(ନବୀନ କୁମାର ଦାଶ):,ଶଙ୍ଖ, ଘଣ୍ଟ,ହୁଳହୁଳି, ହରିବୋଲ ରେ ଉଛୁଳି ଉଠୁଛି ଅତାବିରା।ମାଁ ଜଗତ ଜନନୀ ଦୁର୍ଗା ପୂଜା କମିଟି ସାପ୍ତାହିକ ହାଟ ମୃଣ୍ମୟୀ ଦେବୀ ପୀଠ ପାଇଁ ଲାଦେର ପାଲି ମହାଦେବ ମନ୍ଦିର ପୋଖରୀ ତୁଠରେ ସୂବିଜ୍ଞ ପଣ୍ଡିତ ମାନଙ୍କ ପୂଜାର୍ଚ୍ଚନା କ୍ରମେ ଏକ ମାଙ୍ଗଳିକ ଶୋଭାଯାତ୍ରା ବାହାରି ହାଟ ସ୍ତୀତ ପୀଠ ପହଞ୍ଚିଥିବା ବେଳେ ପୂଜକ ଭାବେ ସଞ୍ଜୟ କୁମାର ଦାଶ ଓ ତାଙ୍କ ସାଥୀ ମାନେ ପୂଜା […]

ବରଗଡ଼୨୯/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦୂଲମ ପୁର ପଞ୍ଚାୟତ ଗୋଡଭଗା- ତୁରୁମ୍ ୫୪ନଂ ରାଜ୍ୟ ରାଜପଥ କଡ଼ ସତ୍ୟା ଏକାଡେମୀ,ଦୂଳମ୍ ପୁର ରେ ବାପ ଅଜା ଅମଳରୁ କରଞ୍ଜ ବୃକ୍ଷ ମୂଳେ ପୂଜା ପାଇ ଆସୁଛନ୍ତି ମାଁ ଦୁର୍ଗା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୟ ମାଁ ଦୂର୍ଗା ପୂଜା କମିଟି ସତ୍ୟା ଏକାଡେମୀ, ଦୂଳମପୁର ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହଜାର ହଜାର […]

ଭୁବନେଶ୍ବର(ନି.ପ୍ର): ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶା ତରଫରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ବାଇଁ (ନଙ୍ଗୁଳି ବାବା) ଙ୍କ ଅଧ୍ୟକ୍ଷତା ରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇ,ନୂତନ କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ଏହି ସଭାରେ ଓଡିଶାରୁ କୋଣ ଅନୁକୋଣରୁ ଭଗବତ ପ୍ରେମିମାନେ ଯୋଗ ଦେଇ ଥିଲେ।ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା […]

ବରଗଡ଼୨୪/୦୯(ନବୀନ କୁମାର ଦାଶ): ପଶ୍ଚିମ ଓଡ଼ିଶା ର ଗଣପର୍ବ “ନୂଆଁଖାଇ”, ସୁଦୁର ପୁନେ ସହରରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହା ଆଡମ୍ବର ର ସହିତ ଆୟୋ ଜନ କରାଯାଇଥିଲା। ଏହି ନୂଆଁ ଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ରେ ୬୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।ଏଇ ବର୍ଷ ନୂଆଁଖାଇ ଭେଟ୍-ଘାଟ୍ ମହାରାଷ୍ଟ୍ରର ପୁନେ ସ୍ତିତ ଅଂକୁଶରାଓ ଲାଂଡ଼ଗେ ନାଟ୍ୟଗୃହ,ଭୋଶରୀ ଠାରେ ଅନୁଷ୍ଠିତ ହୋଇଥିଲା।ମହାରାଷ୍ଟ୍ର ପୁନେ ର ପ୍ରବାସୀ […]

Pin It on Pinterest