ବାସ୍ତବବ୍ୟୁରୋ:କଟକ ବଡ ମେଡିକାଲ ସର୍ଜରୀ ଓ୍ଵାର୍ଡ କ୍ୟାବିନ୍‌ ନମ୍ବର ୫ ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର। ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସ୍ପଷ୍ଟ କରିଛନ୍ତିଯେ ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ କରି ଡାକ୍ତରଖାନା ବେଡ୍‌ରୁ ଛୁ ମାରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। କଟକରେ ସର୍ଚ୍ଚ ଅପରେସନ ଜୋରଧରିଛି ହାଇଦର ଧରିବା ପାଇଁ |ଡିସିପିଙ୍କ ନେତୃତ୍ଵରେ ଅପରେସନ ଜୋରଦାର ଜାରି ରହିଛି। ଗ୍ୟାଙ୍ଗଷ୍ଟର ହାଇଦର ପାଇଁ ଡାକ୍ତରଖାନାରେ ୪ ସୁରକ୍ଷାକର୍ମୀ ନିୟୋଜିତ ଥିଲେ […]

ବାସ୍ତବବ୍ୟୁରୋ:ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦି ଆ ଶନିବାର କହିଛନ୍ତି ଯେ ବିକାଶ ପାଇଁ ଦୂରଦୃଷ୍ଟି ଥିବା ଏକମାତ୍ର ନେତା ଅରବିନ୍ଦ କେଜ୍ରିୱାଲ ଏବଂ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବା ଉଚିତ। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ ଦାବି କରିଛନ୍ତି ଯେ ଯେଉଁଠାରେ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଶାସନର ‘କେଜ୍ରିୱାଲ ମଡେଲ’ ଅନୁସରଣ କରିବାକୁ ସମସ୍ତ […]

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ କୂଚବିହାର ରେ ହିଂସା ଘଟଣାରେ ୪ ଜଣଙ୍କର ମୃତ୍ୟୁ କୁଚବିହାର ଘଟଣାରେ ମୋଦୀ ଟିଏମସି ଉପରେ ଅଭିଯୋଗ କରି, କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏହି ଘଟଣା ପରେ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ମାଗିଛନ୍ତି ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗରେ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ କୋଚ ବେହେରାଠାରେ ଘଟିଥିବା ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। […]

ବାସ୍ତବବ୍ୟୁରୋ:ଆଜି ବିଜେପି ନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ, ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶୀଘ୍ର ଜେଲରୁ ମୁକିଳାଇବା ନେଇ ଦାବି କରିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ସେଠୀ କହିଛନ୍ତି କି, ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ସାଧୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ୮ ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ।ତାଙ୍କୁ ମାନସିକ ଓ […]

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନେ ନିଶ୍ଚିତ ଭାବରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ:ଭୁବନେଶ୍ୱର ରେଳଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ । ପୁରୀର ଏମାର ମଠରୁ ମିଳିଛି ରୁପା ଇଟା । ଓଡିଶାକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟିକା । ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ । ଟିକା ନେବା ପାଇଁ ଜିଲ୍ଲାରୁ ଟିକା ଗାଡି […]

ବାସ୍ତବବ୍ୟୁରୋ:ପ୍ରତିଦିନ ଖବର ଦୁନିଆରେ ଓଡ଼ିଶାର ଆଉ କୋଉ ଖବର ଥାଉ ବା ନଥାଉ ଗଞ୍ଜେଇ ଚୋରା ଚାଲାଣ ର ଖବର ନିଶ୍ଚୟ ଥିବ | ନକ୍ସଲ ଓ ଗଂଜେଇ ମାଫିଆଙ୍କ ପାଖରେ ଯେମିତି ହାରିଯାଉଛି ଆଇନ କାନୁନ |ଧଳା ଓ ନୀଳ ଜହରର କହଁର ଆଜି ଗାଁ ଠୁ ସହର | ଗଂଜେଇ ଚୋରା ଚାଲାଣର ରାଜ୍ ଚାଲୁଛି,ଆଜି କନ୍ଧମାଲତ କାଲି କୋରଫୁଟ,ଏହି ପରିପେକ୍ଷୀରେ ଆଜି କନ୍ଧମାଳରୁ ଦିଲ୍ଲୀ ଚାଲାଣ […]

ବାସ୍ତବବ୍ୟୁରୋ: (କୋଲକାତା) ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟର ମତଦାନ |ସକାଳ ୭ଟାରୁ ଏହି ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ବିଧାନସଭାର ୪୪ଟି ଆସନରେ ଏହି ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଏହି ପର୍ଯ୍ୟାୟରେ କୁଚବିହାର, ଆଲିପୁରଦ୍ୱାର ଜିଲ୍ଲା, ଦକ୍ଷିଣ ୨୪ ପ୍ରଗଣା, ହାୱଡା ଓ ହୁଗୁଳୀ ଅନ୍ତର୍ଭୂକ୍ତ । ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ ପଶ୍ଚିମବଂଗର ଅନ୍ୟତମ ଟାଣୁଆ ମନ୍ତ୍ରୀ […]

ବାସ୍ତବବ୍ୟୁରୋ: ପୂର୍ବତଟ ରେଲବାଇ ପକ୍ଷରୁ, ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟକୁ ଆଜିଠାରୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ପୂର୍ବତଟ ରେଲବାଇ ପକ୍ଷରୁ ସୂଚିତ କରାଯାଇଛି । ପୂର୍ବତଟ ରେଲବାଇର ନିୟମ ଅନୁଯାଇ ରେଳଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ RT-PCR ଟେଷ୍ଟ କରାଇବା ନିହାତି ଜରୁରୀ ।ଏଥିରେ ନେଗେଟିଭ୍ ରିପୋର୍ଟ ଆସିଲେ ରେଳରେ ଯାତ୍ରା କରିପାରିବେ । ନତୁବା ଯାତ୍ରୀଙ୍କର କୋଭିଡ ଦ୍ୱିତୀୟ ଡୋଜ୍ ଟିକାକରଣର […]

ବାସ୍ତବବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) କଟକସ୍ଥିତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନା। ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ ମିଶ୍ରଙ୍କ ସୂଚନାନୁଯାଇ, ଭୁବନେଶ୍ବର ଭିଜିଲାନ୍ସ ଡିଭିଜନର ୪ଟି ଟିମ୍ ଆଜି ଏକା ସଙ୍ଗରେ, ଶ୍ରୀ ଜେନାଙ୍କ ଘାଟିକିଆସ୍ଥିତ ବନ ତାଲିମ କେନ୍ଦ୍ର ପରିସରରେ ଥିବା ସରକାରୀ ବାସଭବନ, ଜାଗମରାରେ ଥିବା ୪ ମହଲା କୋଠା, ଢେଙ୍କାନାଳ ଗଁଦିଆ ରତନପୁରସ୍ଥିତ ପୈତୃକ ଘର ଓ ଅଫିସରେ ସକାଳୁ […]

ବାସ୍ତବବ୍ୟୁରୋ:ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁଯାଇ ।୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଲାଗିରହିବ ।ଆଜି ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଅଧିକ ବେଗରେ ପବନ ବହିବା ସହ ଘଟଘଡ଼ି, ବିଜୁଳିଓ ବର୍ଷା ହେବାର ସମ୍ଭାବନା ଅଛି । ୧୧ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, […]

Pin It on Pinterest